ସେୟାର
 
Comments
ଭାରତୀୟ ଜନତା ଦଳର କାର୍ଯ୍ୟକର୍ତ୍ତା ଭାବେ ଦେଶର ସେବା କରିବାକୁ ଆମକୁ ସୁଯୋଗ ମିଳିଛି :ପ୍ରଧାନମନ୍ତ୍ରୀ ମୋଦୀ
ଏହା ଆମ ପାଇଁ ଗର୍ବର ବିଷୟ ଯେ ଦେଶର 19ଟି ରାଜ୍ୟରେ ଆମ ଦଳ ସତ୍ତାରେ ଅଛି ଏବଂ ଏହା ତା'ଠାରୁ ମଧ୍ୟ ଅଧିକ ଗର୍ବର ବିଷୟ ଯେ ଆମ ଦଳ ବିଶ୍ୱର ସବୁଠୁ ବଡ଼ ଦଳ :ପ୍ରଧାନମନ୍ତ୍ରୀ ମୋଦୀ
ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶ ସରକାର ମଧ୍ୟପ୍ରଦେଶର ଲୋକମାନଙ୍କ ସାମାଜିକ ସଶକ୍ତିକରଣ ପାଇଁ ଲଗାତାର କାମ କରୁଛନ୍ତି :ପ୍ରଧାନମନ୍ତ୍ରୀ
ଆମେ ଭାରତର 125 କୋଟି ଲୋକଙ୍କୁ ଏକ ପରିବାର ଭାବେ ଦେଖୁଛୁ ଏବଂ ଆମ ପାଇଁ ରାଷ୍ଟ୍ର ସର୍ବଦା ପ୍ରଥମେ ଆସେ :ପ୍ରଧାନମନ୍ତ୍ରୀ ମୋଦୀ
ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ବିଚାର ହିଁ ଆମର ପ୍ରେରଣା ଅଟେ :ପ୍ରଧାନମନ୍ତ୍ରୀ ମୋଦୀ
ଏହା ଆମର ସୌଭାଗ୍ୟ -ଆମେ ହେଉଛନ୍ତି ସେହି ଲୋକେ ଯାହାଙ୍କୁ ଗାନ୍ଧୀ ଜୀ ମଧ୍ୟ ମଂଜୁର ,ଲୋହିଆ ମଧ୍ୟ ମଂଜୁର ଏବଂ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ମଧ୍ୟ ମଂଜୁର କାରଣ ଆମେ ସମନ୍ୱୟରେ ବିଶ୍ୱାସ କରୁଛୁ :ପ୍ରଧାନମନ୍ତ୍ରୀ ମୋଦୀ
10 ବର୍ଷ କଂଗ୍ରେସ ଦିଲ୍ଲୀରେ ବୈଠକ କରି ଆପଣଙ୍କ ଅଧିକାର ସହିତ ଖେଳିଛି ,ଏମାନଙ୍କୁ ଦଣ୍ଡ ଦେବାର ସୁଯୋଗ ପ୍ରଥମଥର ଆସିଛି :ପ୍ରଧାନମନ୍ତ୍ରୀ ମୋଦୀ
ଆମର ଭବ୍ୟଦୃଷ୍ଟି ପୁରା ସ୍ପଷ୍ଟ -'ମେରା ବୁଥ୍ ,ସବସେ ମଜବୁତ':ପ୍ରଧାନମନ୍ତ୍ରୀ
ଆଗାମୀ ନିର୍ବାଚନରେ ମଧ୍ୟପ୍ରଦେଶ ଲୋକମାନଙ୍କୁ ବିକାଶ ଏବଂ ଭୋଟବ୍ୟାଙ୍କ ରାଜନୀତି ମଧ୍ୟରୁ ଗୋଟିଏକୁ ଚୟନ କରିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
ଆମେ ମୁସଲିମ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ ଅଛୁ । ଗୋଟିଏ ପକ୍ଷରେ, ଆମେ 'ତିନି ତଲାକ' କୁ ସମାପ୍ତ କରିବାକୁ ପ୍ରୟାସ କରୁଛୁ ,କିନ୍ତୁ କଂଗ୍ରେସ ଏହାକୁ ଭୋଟବ୍ୟାଙ୍କ ପ୍ରସଙ୍ଗ କରୁଛି :ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟପ୍ରଦେଶରେ ବର୍ତ୍ତମାନ ଦଳର ମଜବୁତ ସଂଗଠନାତ୍ମକ ମୂଳଦୁଆକୁ ମଜବୁତ କରିବାରେ କୁଶାଭାଉ ଠାକରେ ଏବଂ ରାଜମାତା ବିଜୟା ରାଜେ ସିନ୍ଧିଆଜୀଙ୍କ ଭଳି ବଡ଼ ନେତା/ନେତ୍ରୀଙ୍କ ଯୋଗଦାନକୁ ସ୍ମରଣ କରିଛନ୍ତି
ବିରୋଧୀ ଯେତିକି ଅଧିକ କାଦୁଅ ଫିଙ୍ଗିବେ ,ସେତିକି ଅଧିକ ପଦ୍ମ ଫୁଟିବ :ପ୍ରଧାନମନ୍ତ୍ରୀ ମୋଦୀ

PM Shri Narendra Modi today addressed the ‘Karyakarta Mahakumbh’ in Bhopal, Madhya Pradesh. While addressing the gathering of more than 5 lakh party workers, the Prime Minister began his speech by remembering Pandit Shri Deen Dayal Upadhyaya on his birth anniversary and the late PM Shri Atal Bihari Vajapyee. He added, “We are proud to be born to serve as workers of the Bhartiya Janata Party.”

“It is a matter of pride for us that our party is in power in 19 states of the country, however, it is a matter of greater pride that our party is the largest party in the world,” the PM said.

The PM also acknowledged the contributions made by leaders like Kushabhau Thackeray and Rajmata Vijaya Raje Scindia Ji in strengthening the party’s organizational foundations in its current strong position in Madhya Pradesh. The Prime Minister also lauded the Madhya Pradesh government led by CM Shri Shivraj Singh Chouhan, saying that his government has continuously worked for the social empowerment of the people of Madhya Pradesh.

Describing his vision for the country, the PM again reiterated that the mantra of his government is “Sabka Saath, Sabka Vikas.” The Prime Minister also asserted his approach and commitment by saying, “We consider 125 crore people of India as one family and for us, the nation always comes first.”

The Prime Minister also called upon the party workers to strengthen the party in Madhya Pradesh by spreading the message and vision of the BJP and its achievements to the people of Madhya Pradesh. He asked each party worker to ensure that the BJP wins at his respective booth and gave them the slogan of “Mera Booth, Sabse Mazboot” to strengthen the BJP state organization at the booth level. 

The Prime Minister also criticized the Opposition parties, particularly the Indian National Congress for its failure to bring about economic and social development in the state of Madhya Pradesh despite ruling at the state and national levels for a long time. He called upon the people of Madhya Pradesh to decide between the politics of ‘Vikas (development)’ and politics of vote-bank in the upcoming state and national elections. 

PM Modi further elaborated by describing how the practice of ‘Triple Talaq’ had been banned in several Islamic countries of the world and its banning in India will go a long way in ensuring equal rights and dignity for Muslim women. He expressed shock and anger at the politics of appeasement and vote-bank played by the Congress on this issue and strongly asserted that all women, regardless of their religion, must have equal rights in a democratic country like India.  

The PM touched upon the unfounded allegations leveled on him and his government in the concluding section and remarked, “People can throw as much dirt on us as they want to but they should not forget that the more dirt they throw upon us, the more this Kamal (Lotus, the BJP symbol) will bloom.”

BJP President Shri Amit Shah, Madhya Pradesh Chief Minister, Shri Shivraj Singh Chouhan and several other party karyakartas were present at the event.

 

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Explore More
ଦିୱାଲୀ ଅବସରରେ ଜମ୍ମୁ-କଶ୍ମୀର ନୌଶେରାରେ ଭାରତୀୟ ସଶସ୍ତ୍ରବାହିନୀର ସୈନିକମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

ଲୋକପ୍ରିୟ ଅଭିଭାଷଣ

ଦିୱାଲୀ ଅବସରରେ ଜମ୍ମୁ-କଶ୍ମୀର ନୌଶେରାରେ ଭାରତୀୟ ସଶସ୍ତ୍ରବାହିନୀର ସୈନିକମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ
India exports Rs 27,575 cr worth of marine products in Apr-Sept: Centre

Media Coverage

India exports Rs 27,575 cr worth of marine products in Apr-Sept: Centre
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 8, 2021
December 08, 2021
ସେୟାର
 
Comments

The country exported 6.05 lakh tonnes of marine products worth Rs 27,575 crore in the first six months of the current financial year 2021-22

Citizens rejoice as India is moving forward towards the development path through Modi Govt’s thrust on Good Governance.