PM Modi launches #Saubhagya, an initiative aimed at providing power to all homes
#Saubhagya Yojana will provide power connections to all the estimated 4 crore households which currently did not have a power connection
Coal shortages have become a thing of the past, and capacity addition in power generation has exceeded targets: PM
PM outlines his vision of an increase in renewable power installed capacity, towards the target of 175 GW by 2022
UDAY scheme has brought down losses of power distribution companies: PM Modi
New India requires an energy framework that works on the principle of equity, efficiency and sustainability: PM Modi
Change in work culture in the Union Government is strengthening the energy sector: PM Modi

ପ୍ରଧାନମନ୍ତ୍ରୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା (ସୌଭାଗ୍ୟ)ର ଶୁଭାରମ୍ଭ କରିଛନ୍ତି  । ପ୍ରତିଘରେ ବିଦ୍ୟୁତ ସେବା ପହଂଚାଇବା ଏହି ଯୋଜନାର ଉଦ୍ଦେଶ୍ୟ  । 

 

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମବାର୍ଷିକୀ ଅବସରରେ, ପ୍ରଧାନମନ୍ତ୍ରୀ ମଧ୍ୟ ଓଏନଜିସିର ନୂଆ କୋଠା - ଦୀନଦୟାଲ ଉର୍ଜା ଭବନର ଲୋକାର୍ପଣ କରିଥିଲେ  ।

ପ୍ରଧାନମନ୍ତ୍ରୀ ମଧ୍ୟ ବାସେନ୍ ଗ୍ୟାସ ଫିଲ୍ଡ ଠାରେ ବୁଷ୍ଟର କମ୍ପ୍ରେସର ବ୍ୟବସ୍ଥାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ  ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା, ବୀମା ଯୋଜନା, ମୁଦ୍ରା ଯୋଜନା, ଉଜ୍ଜ୍ୱଳା ଯୋଜନା ଏବଂ ଉଡାନ୍ ଆଦିର ସଫଳତା ସମ୍ପର୍କରେ ଉଲ୍ଲେଖ କରିଥିଲେ  । ଗରିବରୁ ଗରିବ ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ସେ କହିଥିଲେ  ।

ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସହଜ ବିଜଲୀ ହର ଘର ଯୋଜନା ଦ୍ୱାରା ବର୍ତ୍ତମାନସୁଦ୍ଧା ବିଦ୍ୟୁତ ସେବାରୁ ବଂଚିତ ଥିବା ଆନୁମାନିକ 4 କୋଟି ପରିବାରକୁ ବିଦ୍ୟୁତ ସଂଯୋଗ ଦିଆଯିବ  । ଏହି ଯୋଜନା ପାଇଁ ମୋଟ ବ୍ୟୟ ଅଟକଳ 16 ହଜାର କୋଟି ରଖାଯାଇଛି  । ଏହି ସଂଯୋଗ ଗରିବମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।



ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ କିପରି 1,000 ଦିନ ମଧ୍ୟରେ 18,000 ରୁ ଅଧିକ ବିଦ୍ୟୁତସେବାରୁ ବଂଚିତ ଗ୍ରାମରେ ବିଦ୍ୟୁତକରଣ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ  । ସେ କହିଥିଲେ ଯେ ଏବେ 3 ହଜାରରୁ କମ୍ ଗ୍ରାମରେ ବିଦ୍ୟୁତ ସଂଯୋଗ କରାଯିବାକୁ ବାକି ରହିଛି  ।

ସେ କହିଥିଲେ ଯେ କିପରି କୋଇଲା ଅଭାବ ଅତୀତର କଥା ହୋଇସାରିଛି, ଏବଂ ବିଦ୍ୟୁତ ଉତ୍ପାଦନରେ ଅତିରିକ୍ତ କ୍ଷମତା ମାଧ୍ୟମରେ ଲକ୍ଷ୍ୟ ଠାରୁ ମଧ୍ୟ ଅଧିକ ଉତ୍ପାଦନ ହୋଇପାରୁଛି ।

ପ୍ରଧାନମନ୍ତ୍ରୀ ନବୀକରଣଯୋଗ୍ୟ ଶକ୍ତି ସ୍ଥାପିତ କ୍ଷମତା ବୃଦ୍ଧିର କଥା କହିଥିଲେ ଏବଂ 2022 ସୁଦ୍ଧା 175 ଗିଗାୱାଟର ଲକ୍ଷ୍ୟ ହାସଲ ପାଇଁ ପରାମର୍ଶ ଦେଇଥିଲେ  । ସେ ଉଲ୍ଲେଖ କରିଥିଲେ ଯେ ନବୀକରଣଯୋଗ୍ୟ ଶକ୍ତି ମାମଲାରେ ବିଜୁଳି ଶୁଳ୍କରେ ଦ୍ରୁତ ହ୍ରାସ ଆସିପାରିଛି । ଟ୍ରାନ୍ସମିଶନ୍ ଲାଇନରେ ମଧ୍ୟ ଏକ ମହତ୍ୱପୂର୍ଣ୍ଣ ବୃଦ୍ଧି ହୋଇଛି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କିପରି ଉଦୟ ଯୋଜନାରେ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର କ୍ଷତିକୁ କମ କରାଯାଇପାରିଛି  ।

ପ୍ରଧାନମନ୍ତ୍ରୀ କହିଥିଲେ ନୂଆ ଭାରତକୁ ଏକ ନୂଆ ଶକ୍ତି ବ୍ୟବସ୍ଥାର ଆବଶ୍ୟକତା ପଡ଼ିବ ଯାହାକି ନିରପେକ୍ଷତା, ଦକ୍ଷତା ଓ ସ୍ଥିରତାର ସିଦ୍ଧାନ୍ତରେ କାମ କରିଥାଏ  । ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଦ୍ୱାରା ଶକ୍ତି କ୍ଷେତ୍ରକୁ ଦୃଢ଼ତା ମିଳିପାରୁଛି  । ସେ କହିଥିଲେ, ପ୍ରତିବଦଳରେ ଏହା ସାରା ଦେଶର କାର୍ଯ୍ୟ ସଂସ୍କୃତିକୁ ସକାରାତ୍ମକ ଭାବେ ପ୍ରଭାବିତ କରିବ  ।

 

Click here to read the full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi meets Skyroot founders after Vikram-1 success, hails India's growing private space ecosystem

Media Coverage

PM Modi meets Skyroot founders after Vikram-1 success, hails India's growing private space ecosystem
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Weightlifter, Bindyarani Devi Sorokhaibam on winning Bronze at Commonwealth Games 2026
July 28, 2026

The Prime Minister, Shri Narendra Modi, has congratulated Weightlifter, Bindyarani Devi Sorokhaibam on winning the Bronze medal in the women’s 58 kg weightlifting event at the Commonwealth Games 2026.

The Prime Minister said that her success is the result of her hard work and determination.

Shri Modi extended his best wishes to her for her future endeavours.

The Prime Minister wrote on X;

“Yet another medal for India in Weightlifting! Proud of Bindyarani Devi Sorokhaibam for winning a Bronze in the Women's 58kg event at the Glasgow Commonwealth Games. Her success is due to her hard work and determination. Wishing her the very best for the endeavours ahead.

#CWG2026”