କୃଷକମାନଙ୍କ ଜୀବନରେ ସମୃଦ୍ଧି ଓ ଗୌରବ ଆଣିବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ପି.ଏମ.-କିଷାନ ଯୋଜନାକୁ ଆଜି ଦୁଇବର୍ଷ ପୂରଣ ହୋଇଛି ।
ଗୋଟେ ପରେ ଗୋଟ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁଇବର୍ଷ ପୂର୍ବେ ଆଜିର ଏହି ଦିନରେ ଦେଶକୁ ଅନ୍ନ ଯୋଗାଇ ଆସୁଥିବା ଆମର କଠିନ ପରିଶ୍ରମୀ ଚାଷୀ ଭାଇମାନଙ୍କ ଜୀବନରେ ସମୃଦ୍ଧି ଓ ଗୌରବ ଆଣିବା ଲକ୍ଷ୍ୟ ନେଇ ପି.ଏମ-କିଷାନ ଯୋଜନା ଆରମ୍ଭ କରାଯାଇଥିଲା । ଆମ କୃଷକମାନଙ୍କ ଦୃଢତା ଏବଂ ଆବେଗ ଖୁବ୍ ଉତ୍ସାହଜନକ ।
କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଗତ ସାତବର୍ଷ ମଧ୍ୟରେ ସରକାର ଅନେକ ପଦକ୍ଷେପମାନ ନେଇଛନ୍ତି । ଉନ୍ନତ ଜଳସେଚନଠାରୁ ଆରମ୍ଭ କରି ଅଧିକ ବୈଷୟିକ ଜ୍ଞାନ, ଅଧିକ ଋଣ ଓ ବଜାର ଉପଲବ୍ଧତା ସହ ଉପଯୁକ୍ତ ଶସ୍ୟବୀମା, ଦଲାଲଙ୍କୁ ହଟାଇବା ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଭଳି ସବୁ ପଦକ୍ଷେପ ନିଆଯାଇଛି ।
ଏକ ଐତିହାସିକ ଏମ.ଏସ.ପି. ବୃଦ୍ଧି କରିବାର ଶ୍ରେୟ ଆମ ସରକାରକୁ ଯାଉଛି । ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଆମେ ଯଥାସମ୍ଭବ ପଦକ୍ଷେପ ନେଉଛୁ ।
କୃଷକମାନଙ୍କ ନିମନ୍ତେ କରାଯାଉଥିବା କାର୍ଯ୍ୟ ସମ୍ପର୍କରେ ଆପଣ ନାମୋ ଆପ୍ରେ ଆଖି ବୁଲାଇ ଆଣିଲେ ସବିଶେଷ ତଥ୍ୟ ପାଇପାରିବେ ।
Over the last 7 years, the Government of India has taken many initiatives for transforming agriculture. From better irrigation to more technology, more credit and markets to proper crop insurance, focus on soil health to eliminating middlemen, the efforts are all-encompassing.
— Narendra Modi (@narendramodi) February 24, 2021

Our Government had the honour of ushering a historic increase in MSP. We doing everything possible to double the income of farmers.
— Narendra Modi (@narendramodi) February 24, 2021
You can find insightful content on the NaMo App, offering a glimpse of the work done for farmers. #KisanKaSammanPMKisan pic.twitter.com/pHxqY3NBPq