ରାଜ୍ୟ ସ୍ଥାପନା ଦିବସରେ ନାଗାଲେଣ୍ଡବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
“ରାଜ୍ୟ ସ୍ଥାପନା ଦିବସ ଅବସରରେ ନାଗାଲେଣ୍ଡ ଅଧିବାସୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ରାଜ୍ୟବାସୀ କଠିନ ପରିଶ୍ରମୀ । ଆଗାମୀ ଦିନରେ ରାଜ୍ୟ ବିକାଶର ନୂତନ ଶିଖରରେ ପହଞ୍ଚିବା ଲାଗି ମୁଁ ପ୍ରାର୍ଥନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
On the occasion of their Statehood Day, I convey my greetings to the people of Nagaland. This state is blessed with immense natural beauty and industrious citizens. I pray that the state scales new heights of development in the times to come.
— Narendra Modi (@narendramodi) December 1, 2017


