ଦେଶବ୍ୟାପୀ ବିଭିନ୍ନ ପର୍ବପର୍ବାଣୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
“ବିଭିନ୍ନ ପର୍ବ ଅବସରରେ ଦେଶବ୍ୟାପୀ ଜନସାଧାରଣଙ୍କୁ ଶୁଭେଚ୍ଛା । ଏହି ପବିତ୍ର ଦିନ ସମସ୍ତଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଦେଉ ।
ବଙ୍ଗାଳୀ ବନ୍ଧୁମାନଙ୍କୁ ଶୁଭ ନବବର୍ଷ । ପୋଇଲା ବୈଶାଖ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଏହି ବର୍ଷଟି ସମସ୍ତଙ୍କ ପାଇଁ ଶୁଭଦାୟକ ହେବ ବୋଲି ପ୍ରାର୍ଥନା ।
ବୋହାଗ ବିହୁର ପବିତ୍ର ଅବସରରେ ଆସାମବାସୀଙ୍କୁ ଶୁଭେଚ୍ଛା ଜଣାଉଛି ।
ମୋର ତାମିଲ ଭାଇ ଭଉଣୀମାନଙ୍କୁ ପୁଠାଣ୍ଡୁ ଅବସରରେ ଶୁଭେଚ୍ଛା ଜଣାଉଛି । ଏହି ବର୍ଷଟି ଆପଣମାନଙ୍କ ପାଇଁ ସୁଖ, ସମୃଦ୍ଧି ଓ ସ୍ୱାସ୍ଥ୍ୟପ୍ରଦ ବର୍ଷ ହେଉ ।
ବିଶୁର ସ୍ୱତନ୍ତ୍ର ଅବସରରେ, କେରଳ ବାସୀଙ୍କୁ ଶୁଭେଚ୍ଛା ଜଣାଉଛି । ଏହି ବର୍ଷ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ନେଇଆସିବ ବୋଲି ପ୍ରାର୍ଥନା ।
ପ୍ରିୟ ଓଡିଶାବାସୀଙ୍କୁ ମହାବିଷୁବ ସଂକ୍ରାନ୍ତିର ଅଭିନନ୍ଦନ । ନବବର୍ଷରେ ଆପଣମାନଙ୍କ ସକଳ ଆଶା ଓ ଅଭିଳାଷ ପୂରଣ ହେଉ ବୋଲି ପ୍ରଧାନମନ୍ତ୍ରୀ ଶୁଭକାମନା” ଜଣାଇଛନ୍ତି । କ୍ରମାଗତ ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଛନ୍ତି ।
Greetings to people across India on the various festivals. May this auspicious day bring joy & prosperity in everyone's lives.
— Narendra Modi (@narendramodi) April 14, 2017
আমার বাঙালি বন্ধুদের জানাই শুভ নববর্ষ। আপনাদের সবাইকে ১লা বৈশাখের শুভেচ্ছা এবং এক অসাধারণ আগামী বছরের জন্য প্রার্থনা করি।
— Narendra Modi (@narendramodi) April 14, 2017
Shubho Nabo Barsho to my Bengali friends. Wishing you all on Poila Boishakh & praying for a wonderful year ahead.
— Narendra Modi (@narendramodi) April 14, 2017
ব\'হাগ বিহুৰ শুভক্ষণত অসমবাসীলৈ বহুত বহুত শুভেচ্ছা জনালোঁ।
— Narendra Modi (@narendramodi) April 14, 2017
Wishing the people of Assam on the auspicious occasion of Bohag Bihu.
— Narendra Modi (@narendramodi) April 14, 2017
என் தமிழ் சகோதர சகோதரிகளுக்கு இனிய தமிழ் புத்தாண்டு வாழ்த்துகள். இந்த ஆண்டு முழுவதும் மகிழ்ச்சியும் நல்ல ஆரோக்கியமும் வளமும் கிடைக்கட்டும்
— Narendra Modi (@narendramodi) April 14, 2017
Greetings on Puthandu to my Tamil sisters & brothers. May the year be full of happiness, good health and prosperity.
— Narendra Modi (@narendramodi) April 14, 2017
കേരളത്തിലെ ജനങ്ങള്ക്ക് എന്റെ വിഷു ആശംസകള്. വരും വര്ഷം സന്തോഷവും നല്ല ആരോഗ്യവും പ്രദാനം ചെയ്യട്ടെയെന്ന് ഞാന് പ്രാര്ത്ഥിക്കുന്നു.
— Narendra Modi (@narendramodi) April 14, 2017
On the special occasion of Vishu, I convey my good wishes to the people of Kerala. I pray the coming year brings joy & good health.
— Narendra Modi (@narendramodi) April 14, 2017
ପ୍ରିୟ ଓଡିଶାବାସୀଙ୍କୁ ମହାବିଷୁବ ସଂକ୍ରାନ୍ତିର ଅଭିନନ୍ଦନ । ନବବର୍ଷରେ ଆପଣମାନଙ୍କ
— Narendra Modi (@narendramodi) April 14, 2017
ସକଳ ଆଶା ଓ ଅଭିଳାଷ ପୂରଣ ହେଉ ବୋଲି ମୋର ଶୁଭକାମନା ।
Greetings to all Odia people on Maha Vishuba Sankranti. May all your
— Narendra Modi (@narendramodi) April 14, 2017
wishes be fulfilled in the coming year.


