Greetings on World Radio Day. I congratulate all radio lovers & those who work in radio industry & keep the medium active & vibrant: PM
Radio is a wonderful way to interact, learn and communicate, says the PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ଵ ରେଡିଓ ଦିବସ ଅବସରରେ ସବୁ ରେଡିଓ-ପ୍ରେମୀ ଓ ରେଡିଓ ଉଦ୍ୟୋଗରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

“ବିଶ୍ଵ ରେଡିଓ ଦିବସର ଶୁଭେଚ୍ଛା । ସବୁ ରେଡିଓ-ପ୍ରେମୀ, ରେଡିଓ ଉଦ୍ୟୋଗରେ କାର୍ଯ୍ୟରତ ବ୍ୟକ୍ତି ଏବଂ ଏହି ଗଣମାଧ୍ୟମକୁ ସକ୍ରିୟ ତଥା ଚଳଚଞ୍ଚଳ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ।

ଯୋଗାଯୋଗ, ଶିକ୍ଷଣ ଓ ଭାବ ବିନିମୟର ଏକ ଚମତ୍କାର ମାଧ୍ୟମ ହେଉଛି ରେଡିଓ । ମୋର “ମନ କି ବାତ” ଅନୁଭୂତିରୁ ଜାଣିପାରିଛି ଯେ ସମଗ୍ର ଭାରତର ଲୋକଙ୍କ ସହିତ ଯୋଡି ହେବାରେ ରେଡିଓ ଭଳି ମାଧ୍ୟମ ସହାୟକ ହୋଇଛି ।

ମନ କି ବାତ ର ସମସ୍ତ ଅଧ୍ୟାୟକୁ ଆପଣମାନେ ଏହି ଲିଙ୍କ- narendramodi.in/mann-ki-baat ”, ଯୋଗେ ଶୁଣି ପାରିବେ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Seychelles Honours PM Modi With 'Guardian Of The Blue Horizon' Title

Media Coverage

Seychelles Honours PM Modi With 'Guardian Of The Blue Horizon' Title
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on respecting the diverse cultures of the world
June 29, 2026

The Prime Minister, Shri Narendra Modi, shared a Sanskrit Subhashitam:

“देशाचारान् समयाञ्जातिधर्मान् बुभूषते यस्तु परावरज्ञः।

स तत्र तत्राधिगतः सदैव महाजनस्याधिपत्यं करोति॥"

The Subhashitam emphasizes that respecting the diverse cultures of the world fosters a sense of trust and cooperation among people, and strengthens mutual understanding and brotherhood.

The Prime Minister wrote on X;

दुनिया की अलग-अलग संस्कृतियों का सम्मान करने से लोगों के बीच विश्वास और सहयोग की भावना बढ़ती है। इससे आपसी समझ और भाईचारा और मजबूत होता है।

देशाचारान् समयाञ्जातिधर्मान् बुभूषते यस्तु परावरज्ञः।

स तत्र तत्राधिगतः सदैव महाजनस्याधिपत्यं करोति॥