ମେଘାଳୟର ପୂର୍ବତନ ରାଜ୍ୟପାଳ ମିଷ୍ଟର ଏମ.ଏମ.ଜାକବଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି ।
“ମେଘାଳୟର ପୂର୍ବତନ ରାଜ୍ୟପାଳ ମିଷ୍ଟର ଏମ.ଏମ.ଜାକବଙ୍କ ବିୟୋଗରେ ମୁଁ ମର୍ମାହତ । ସାଂସଦ, ମନ୍ତ୍ରୀ ଏବଂ ରାଜ୍ୟପାଳ ଭାବେ ଦେଶ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ । କେରଳର ବ୍ୟାପକ ବିକାଶ ଦିଗରେ ସେ କାର୍ଯ୍ୟ କରିଛନ୍ତି । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଓ ଶୁଭଚିନ୍ତକଙ୍କ ପ୍ରତି ମୋର ସହାନୁଭୂତି ରହିଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Saddened by the demise of former Meghalaya Governor Mr. MM Jacob. He made notable contributions to the nation as a Parliamentarian, Minister and Governor. He worked extensively for the development of Kerala. My thoughts are with his family and well-wishers in this sad hour: PM
— PMO India (@PMOIndia) July 8, 2018


