ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆବୁଧାବିର ଶାସକ ମାନ୍ୟବର ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହ୍ୟାନଙ୍କୁ ୟୁଏଇର ନୂତନ ରାଷ୍ଟ୍ରପତି ଭାବରେ ର୍ନିବାଚିତ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ୟୁଏଇର ନୂତନ ରାଷ୍ଟ୍ରପତି ଭାବରେ ର୍ନିବାଚିତ ହୋଇଥିବାରୁ ଆବୁଧାବିର ଶାସକ ମାନ୍ୟବର ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହ୍ୟାନଙ୍କୁ ମୋର ଶୁଭେଚ୍ଛା । ମୋର ବିଶ୍ୱାସ ଅଛି ଯେ ତାଙ୍କର ବହୁମୁଖୀ ଓ ଦୂରଦୃଷ୍ଟି ନେତୃତ୍ୱ ଆମର ରଣନୀତିକ ସହଭାଗିତାକୁ ଗଭୀର କରିବା ଜାରି ରଖିବ ।”
My best wishes to the Ruler of Abu Dhabi H.H. Sheikh Mohamed bin Zayed Al Nahyan on being elected as the new President of the UAE. I am confident that under his dynamic and visionary leadership, our Comprehensive Strategic Partnership will continue to deepen. @MohamedBinZayed
— Narendra Modi (@narendramodi) May 14, 2022