PM condoles the demise of Lok Sabha MP Mahant Chand Nath
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ସାଂସଦ ମହନ୍ତ ଚାନ୍ଦ ନାଥଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଲୱରରୁ ଲୋକସଭା ସାଂସଦ ଥିବା ମହନ୍ତ ଚାନ୍ଦ ନାଥ ମହୋଦୟଙ୍କ ବିୟୋଗରେ ମୁଁ ମର୍ମାହତ । ନିଜର ସମୃଦ୍ଧ ସମାଜ ସେବା ପାଇଁ ସେ ସର୍ବଦା ମନେ ରହିବେ । ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି” ।
Saddened by the demise of LS MP from Alwar, Mahant Chand Nath ji. He will be remembered for his rich social work. My deepest condolences: PM
— PMO India (@PMOIndia) September 17, 2017


