ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦିଗବିଜୟ ସିଂ ଜାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଦିଗବିଜୟ ସିଂ ଜାଲାଙ୍କ ଦେହାନ୍ତରେ ମର୍ମାହତ । ଗୁଜରାଟ ତଥା ଜାତୀୟ ରାଜନୀତିରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସମାଜ ସେବା ତଥା ପରିବେଶ ପ୍ରତି ତାଙ୍କର ବିଶେଷ ଆଗ୍ରହ ପାଇଁ ସେ ସ୍ମରଣୀୟ ହୋଇ ରହିବେ । ତାଙ୍କ ପରିବାର ପ୍ରତି ମୋର ସମବେଦନା । ଓମ୍ ଶାନ୍ତି" ।
Anguished by the demise of former Union Minister, Shri Digvijaysinh Zala Ji. He played an active role in Gujarat and national politics. He will be remembered for his community service and passion towards the environment. Condolences to his family. Om Shanti.
— Narendra Modi (@narendramodi) April 4, 2021


