It is important to use latest technology when it comes to agriculture. Farmers gain immensely thanks to technology: PM Modi
We are working towards doubling farmer incomes by 2022, says PM Modi
Our cooperation with Israel is diverse and benefits both our nation: PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଜି ଗୁଜରାଟର ସାବରକଣ୍ଟା ଜିଲ୍ଲାର ଭଦରାଦସ୍ଥିତ ପନିପରିବା ଉତ୍କର୍ଷ କେନ୍ଦ୍ରକୁ ଗସ୍ତ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଏହି କେନ୍ଦ୍ରର ବିଭିନ୍ନ ଉପଲବ୍ଧୀ ସମ୍ପର୍କରେ ଅବଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଭିଡିଓ ଲିଙ୍କ ମାଧ୍ୟମରେ କଚ୍ଛ ଜିଲ୍ଲାର କୁକାମାସ୍ଥିତ ଖଜୁରୀର ଉତ୍କର୍ଷ କେନ୍ଦ୍ରକୁ ମଧ୍ୟ ଉଦ୍ଘାଟନ କରିଥିଲେ । ଉଭୟ ପ୍ରଧାନମନ୍ତ୍ରୀ ଏହି ଅବସରରେ କଚ୍ଛ ଜିଲ୍ଲାର ଚାଷୀଙ୍କ ସହ ମଧ୍ୟ ବାର୍ତ୍ତାଳାପ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କୃଷିକ୍ଷେତ୍ରରେ ଆମୁଳଚୂଳ ପରିବର୍ତ୍ତନ କିଭଳି କରାଯାଇ ପାରିବ ତାହାର ମାର୍ଗ ଇସ୍ରାଏଲ ସମଗ୍ର ବିଶ୍ୱକୁ ଦେଖାଇଛି । କୃଷି କ୍ଷେତ୍ରରେ ପ୍ରଯୁକ୍ତବିଦ୍ୟାର ଉପଯୋଗ କରିବା ଅତ୍ୟନ୍ତ ଆବଶ୍ୟକ । ଭାରତରେ 2022 ମସିହା ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣ କରିବା ଦିଗରେ ସରକାର କିଭଳି ଅଭିନବ ପଦକ୍ଷେପ ନେଇଛନ୍ତି ତାହା ସେ ଉଲ୍ଲେଖ କରିଥିଲେ । ଚାଷ କାର୍ଯ୍ୟରେ ଜଳସେଚନ ଓ ନବସୃଜନ ଶୈଳୀ ଊପରେ ଗୁରୁତ୍ୱ ଦେବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ ।

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win