ମନ କି ବାତ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଣମ ପର୍ବ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ଚିଙ୍ଗମ ମାସରେ ଏହି ପର୍ବ ଆସେ । ଏହି ସମୟ ମଧ୍ୟରେ ଲୋକମାନେ କିଛି ନୂଆ କିଣନ୍ତି, ନିଜ ଘରକୁ ସଜାନ୍ତି, ପୁକୁଲାମ ପ୍ରସ୍ତୁତ କରନ୍ତି ଏବଂ ଓଣମ-ସାଦିଆକୁ ଉପଭୋଗ କରନ୍ତି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଓଣମ ଦୂର ଦୂରାନ୍ତ ବିଦେଶରେ ପହଞ୍ଚିବା ସହିତ ଏକ ଅନ୍ତର୍ଜାତୀୟ ମହୋତ୍ସବରେ ପରିଣତ ହେବାକୁ ଯାଉଛି ।

ସେ ଆହୁରି କହିଛନ୍ତି ଯେ, ଓଣମ କୃଷି ସହିତ ଜଡିତ ଏକ ପର୍ବ ଏବଂ ଏହା ମଧ୍ୟ ଗ୍ରାମୀଣ ଅର୍ଥନୀତି ପାଇଁ ଏକ ନୂତନ ଆରମ୍ଭର ସମୟ । ସେ ଉଲ୍ଲେଖ କରିଛନ୍ତି, କୃଷକଙ୍କ କଠିନ ପରିଶ୍ରମରୁ ସମାଜକୁ ଅନ୍ନ ମିଳିଥାଏ । ଖାଦ୍ୟ ପ୍ରଦାନକାରୀ ଅନ୍ନଦାତାଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ମଧ୍ୟ କୃଷକ ମାନେ ନିଜ ପରିଶ୍ରମ ଓ ଅଧ୍ୟବସାୟର ପ୍ରମାଣ ଦେଇଛନ୍ତି ଏବଂ ସେମାନଙ୍କୁ ମୁଁ ଅଭିବାଦନ ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future