ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପୂର୍ବ ରାଜ୍ୟ ଏବେ ଆଉ ଉପେକ୍ଷିତ ନୁହେଁ ।

ସେ କହିଥିଲେ, ବିଭିନ୍ନ କ୍ଷେତ୍ରରେ କରାଯାଇଥିବା ସରକାରୀ କାର୍ଯ୍ୟଗୁଡିକ ଅତ୍ୟନ୍ତ ପ୍ରଶଂସନୀୟ ଏବଂ ବର୍ତ୍ତମାନ ଉତ୍ତର ପୂର୍ବାଞ୍ଚଳର ସର୍ବାଧିକ ବିକାଶ ହୋଇଛି ଏବଂ ଏହା ଦେଶର ବୃହତ ବିକାଶ ଇଞ୍ଜିନ ଭାବେ ପ୍ରତିପାଦିତ ହୋଇପାରିଛି ।

ଉତ୍ତର ପୂର୍ବ ଅଂଚଳର ଜନସାଧାରଣ ଏବେ ଦିଲ୍ଲୀକୁ ଅତି ଦୂର ବୋଲି ଅନୁଭବ କରୁନାହାନ୍ତି । ବର୍ତ୍ତମାନ ସରକାର ତାଙ୍କ ଘର ପର୍ଯ୍ୟନ୍ତ ପହଂଚି ସାରିଛନ୍ତି । ଆମ ମନ୍ତ୍ରୀ ଓ ଅଧିକାରୀମାନେ ଏହି ଅଂଚଳକୁ ନିୟମିତ ଭାବେ ପରିଦର୍ଶନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ବିଜୁଳି, ରେଳବାଇ, ସଡକ ଯୋଗାଯୋଗ, ମୋବାଇଲ ସଂଯୋଗ ଏବଂ ଅଂଚଳର ବିକାଶ କରିବା ସହ ଏହି କ୍ଷେତ୍ରର ଅନ୍ୟ ଦିଗଗୁଡିକର ବିକାଶ କରିବା ନେଇ କାର୍ଯ୍ୟ କରୁଛି ।

ମାତ୍ର କିଛି ଦିନ ପୂର୍ବେ ସ୍ଵାକ୍ଷରିତ ବୋଡୋ ରାଜିନାମା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତ ଅଂଶୀଦାରମାନଙ୍କୁ ଏକତ୍ର କରି ଦଶନ୍ଧି ପୁରୁଣା ସମସ୍ୟାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସାଧାରଣ ସମସ୍ୟାର ସମାଧାନ ହୋଇ ପାରୁନଥିବା କାରଣରୁ ଦଶନ୍ଧି ଦଶନ୍ଧି ଧରି ଅଶାନ୍ତି ଲାଗି ରହିଥିଲା । ଏଥିଯୋଗୁ ପ୍ରାୟ 40000 ଲୋକ ମୃତ୍ୟୁବରଣ କରିଥିଲେ ।

ସେ କହିଥିଲେ ଯେ, ଆମେ ସମସ୍ତ ଅଂଶୀଦାରମାନଙ୍କୁ ଏକତ୍ର କରି ରାଜିନାମା ସ୍ଵାକ୍ଷର କଲୁଆ ଏବଂ ଏହା ପ୍ରମାଣିତ କଲା ଯେ ଏବେ ଆଉ କୌଣସି ବିବାଦ ନାହିଁ ।

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Ashtalakshmi Rising: How India’s Northeast became the engine of connectivity, growth and strategic transformation

Media Coverage

Ashtalakshmi Rising: How India’s Northeast became the engine of connectivity, growth and strategic transformation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on respecting the diverse cultures of the world
June 29, 2026

The Prime Minister, Shri Narendra Modi, shared a Sanskrit Subhashitam:

“देशाचारान् समयाञ्जातिधर्मान् बुभूषते यस्तु परावरज्ञः।

स तत्र तत्राधिगतः सदैव महाजनस्याधिपत्यं करोति॥"

The Subhashitam emphasizes that respecting the diverse cultures of the world fosters a sense of trust and cooperation among people, and strengthens mutual understanding and brotherhood.

The Prime Minister wrote on X;

दुनिया की अलग-अलग संस्कृतियों का सम्मान करने से लोगों के बीच विश्वास और सहयोग की भावना बढ़ती है। इससे आपसी समझ और भाईचारा और मजबूत होता है।

देशाचारान् समयाञ्जातिधर्मान् बुभूषते यस्तु परावरज्ञः।

स तत्र तत्राधिगतः सदैव महाजनस्याधिपत्यं करोति॥