ରେନେସାସ୍ ଇଲେକ୍ଟ୍ରୋନିକ୍ସର ସିଇଓ ଶ୍ରୀ ତୋଶି ଶିବାତା ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
ରେନେସାସ୍ ଇଲେକ୍ଟ୍ରୋନିକ୍ସର ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
ରେନେସାସ୍ ଇଲେକ୍ଟ୍ରୋନିକ୍ସର ସିଇଓ ଶ୍ରୀ ତୋଶି ଶିବାତାଙ୍କ ସହ ସଫଳ ବୈଠକ ହୋଇଛି । ଆମେ ସେମିକଣ୍ଡକ୍ଟର୍ସ ଦୁନିଆରେ ଟେକ୍, ଇନୋଭେସନ ଏବଂ ଭାରତର ପ୍ରଗତି ସହ ସମ୍ପର୍କିତ ବିଷୟ ଉପରେ ଆଲୋଚନା କରିଥିଲୁ ।’
Had a productive meeting with Mr. Toshi Shibata, CEO of @RenesasGlobal. We discussed aspects relating to tech, innovation and India’s strides in the world of semiconductors. https://t.co/6eJRtkzcZ0
— Narendra Modi (@narendramodi) May 12, 2023


