Mr. Tharman Shanmugaratnam, Deputy Prime Minister of Singapore meets PM Modi
 

ସିଙ୍ଗାପୁର ଉପ-ପ୍ରଧାନମନ୍ତ୍ରୀ ମିଷ୍ଟର ଥର୍ମାନ ସନମୁଗରତ୍ନମ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଅକ୍ଟୋବର 2016ରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ମିଷ୍ଟର ଲୀ ହସିଏଁ ଲୁଙ୍ଗଙ୍କ ସଫଳ ଭାରତ ଗସ୍ତକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଏବଂ ଶିଖର ସମ୍ମିଳନୀରେ ଉଭୟ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତାକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ ।

ଭାରତରେ ବସ୍ତୁ ଓ ସେବା କର ପ୍ରଣାଳୀର ସଫଳ ଶୁଭାରମ୍ଭ ପାଇଁ ମିଷ୍ଟର ସନମୁଗରତ୍ନମ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।  ଆର୍ଥିକ କ୍ଷେତ୍ରରେ ଦ୍ଵିପାକ୍ଷିକ ସମ୍ପର୍କର ପ୍ରଗତି ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ପୁଞ୍ଜିନିବେଶ, ନଗର ଉନ୍ନୟନ, ବେସାମରିକ ବିମାନ ଚଳାଚଳ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ଵିପାକ୍ଷିକ ସହଯୋଗକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

 

ଦୁଇ ନେତା ବ୍ୟାଙ୍କିଙ୍ଗ, ଡିଜିଟାଲ ଅର୍ଥବ୍ୟବସ୍ଥା, ପର୍ଯ୍ୟଟନ ଏବଂ ନବସୃଜନ କ୍ଷେତ୍ରରେ ଥିବା ବ୍ୟାପକ ସୁଯୋଗକୁ ତର୍ଜମା କରିବା ସହ ଦ୍ଵିପାକ୍ଷିକ ସଂପର୍କକୁ ଆଗକୁ ବଢାଇବା ଲାଗି ଆଲୋଚନା କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Solar infra helps India meet record 256GW power demand

Media Coverage

Solar infra helps India meet record 256GW power demand
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the selfless spirit of service
April 27, 2026

The Prime Minister, Shri Narendra Modi, shared a Sanskrit Subhashitam highlighting the selfless spirit of service among its citizens:

“छायामन्यस्य कुर्वन्ति तिष्ठन्ति स्वयमातपे।

फलान्यपि परार्थाय वृक्षाः सत्पुरुषा इव॥"

The Subhashitam conveys, "Trees bear the harsh sunlight themselves, yet they give shade to others. Their fruits are also meant for others. Trees are like selfless and noble people who always provide comfort and help to others.

Shri Modi said that true strength of a nation lies in the selfless spirit of service among its citizens. It inspires people to learn from one another and makes our society more strong, prosperous, and compassionate.

The Prime Minister wrote on X;

“राष्ट्र की असली शक्ति उसके नागरिकों की निःस्वार्थ सेवा भावना में निहित है। इससे लोग एक दूसरे से प्रेरित होते हैं, साथ ही हमारा समाज भी और समृद्ध होता है।

छायामन्यस्य कुर्वन्ति तिष्ठन्ति स्वयमातपे।

फलान्यपि परार्थाय वृक्षाः सत्पुरुषा इव॥"