ଯୁକ୍ତରାଷ୍ଟ୍ର-ଭାରତ ରଣନୈତିକ ଭାଗୀଦାରୀ ମଞ୍ଚ ଅଧ୍ୟକ୍ଷ ମିଷ୍ଟର ଜଣ ଚାମ୍ବର୍ସ ଆଜି ଗାନ୍ଧୀନଗରଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କ ପୂର୍ବ ସାକ୍ଷାତକୁ ମନେ ପକାଇଥିଲେ ଏବଂ ଭାରତ-ଯୁକ୍ତରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଇଥିବା ଦ୍ଵିପାକ୍ଷିକ ବାଣିଜ୍ୟ ଓ ଆର୍ଥିକ ସମ୍ବନ୍ଧକୁ ସ୍ଵାଗତ କରିଥିଲେ । ଭାରତ-ଯୁକ୍ତରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଉଥିବା ଏକାଭିମୁଖତା ଏବଂ ରଣନୈତିକ ଭାଗୀଦାରୀତାର ସୁଦୃଢତାକୁ ସେ ଲକ୍ଷ୍ୟ କରିପାରିଥିଲେ । ଭାରତର ବିନିର୍ମାଣ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶକୁ ସ୍ଵାଗତ କରିଥିଲେ ଏବଂ ମେକ ଇନ ଇଣ୍ଡିଆ ପାଇଁ ବିସ୍ତୃତ ସୁଯୋଗ ଆଣିବା ଲାଗି ପ୍ରଧାନମନ୍ତ୍ରୀ ଯୁକ୍ତରାଷ୍ଟ୍ର କମ୍ପାନୀମାନଙ୍କୁ ଆମନ୍ତ୍ରଣ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From welfare to opportunity: How DPI 2.0 and AI will unlock India’s productivity

Media Coverage

From welfare to opportunity: How DPI 2.0 and AI will unlock India’s productivity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to former PM Shri PV Narasimha Rao Ji on his birth anniversary
June 28, 2026

The Prime Minister, Shri Narendra Modi, today, paid tributes to former Prime Minister Shri PV Narasimha Rao Ji on his birth anniversary. Shri Modi remarked that Shri PV Narasimha Rao Ji made enduring contributions to India’s progress during a critical phase of our nation’s history.

The Prime Minister posted on X:

Tributes to former Prime Minister Shri PV Narasimha Rao Ji on his birth anniversary. He made enduring contributions to India’s progress during a critical phase of our nation’s history. He made a mark as an able administrator. He was also a distinguished scholar, blessed with immense knowledge and understanding of India’s diverse culture.