ଚୁକ୍ତିନାମା / ବୁଝାମଣା ପତ୍ର

କ୍ରମିକ ସଂଖ୍ୟା

ଦସ୍ତାବିଜ

ପରିସର

୧.

ଦ୍ୱିପାକ୍ଷିକ ପ୍ରତିରକ୍ଷା ଶିଳ୍ପ ସହଯୋଗକୁ ସୁଦୃଢ଼ କରିବା ପାଇଁ ମିଳିତ ସଂକଳ୍ପ ଘୋଷଣାନାମା

ପ୍ରତିରକ୍ଷା ଏବଂ ସୁରକ୍ଷା

୨.

ଭାରତ-ଜର୍ମାନୀ ଅର୍ଥନୈତିକ ଏବଂ ବିନିଯୋଗ କମିଟିର ଅଂଶବିଶେଷ ଭାବେ ଏକ 'ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫୋରମ୍' ପ୍ରତିଷ୍ଠା କରି ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ମିଳିତ ସଂକଳ୍ପ ଘୋଷଣାନାମା

ବାଣିଜ୍ୟ ଏବଂ ଅର୍ଥନୀତି

୩.

ଭାରତ-ଜର୍ମାନୀ ସେମିକଣ୍ଡକ୍ଟର ଇକୋସିଷ୍ଟମ ସହଭାଗିତା ସମ୍ବନ୍ଧୀୟ ମିଳିତ ସଂକଳ୍ପ ଘୋଷଣାନାମା

ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା

୪.

ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ସହଯୋଗ ପାଇଁ ମିଳିତ ସଂକଳ୍ପ ଘୋଷଣାନାମା

ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା

୫.

ଦୂରସଞ୍ଚାର କ୍ଷେତ୍ରରେ ସହଯୋଗ ପାଇଁ ମିଳିତ ସଂକଳ୍ପ ଘୋଷଣାନାମା

ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା

୬.

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫର୍ମେସନ୍ ଟେକ୍ନୋଲୋଜି ଏବଂ ଇନଫିନିଅନ୍ ଟେକ୍ନୋଲୋଜି ଏଜି ମଧ୍ୟରେ ବୁଝାମଣା ପତ୍ର

ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା

୭.

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ ଏବଂ ଜର୍ମାନୀର ଚାରିଟେ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର

ପାରମ୍ପରିକ ଚିକିତ୍ସା

୮.

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ ଏବଂ ଜର୍ମାନ ଟେକନିକାଲ ଆଣ୍ଡ ସାଇଣ୍ଟିଫିକ ଆସୋସିଏସନ ଫର ଗ୍ୟାସ ଆଣ୍ଡ ୱାଟର ଇଣ୍ଡଷ୍ଟ୍ରିଜ୍ ମଧ୍ୟରେ ବୁଝାମଣା ପତ୍ର

ଅକ୍ଷୟ ଶକ୍ତି

୯.

ଗ୍ରୀନ୍ ଆମୋନିଆ ପାଇଁ ଭାରତୀୟ କମ୍ପାନୀ 'ଏଏମ ଗ୍ରୀନ୍' ଏବଂ ଜର୍ମାନ କମ୍ପାନୀ 'ୟୁନିପର୍ ଗ୍ଲୋବାଲ କମୋଡିଟିଜ୍' ମଧ୍ୟରେ ଅଫଟେକ୍ ଚୁକ୍ତି

ଗ୍ରୀନ୍ ହାଇଡ୍ରୋଜେନ୍

୧୦.

ଜୈବ ଅର୍ଥନୀତି ଉପରେ ଗବେଷଣା ଏବଂ ବିକାଶରେ ମିଳିତ ସହଯୋଗ ପାଇଁ ମିଳିତ ଉଦ୍ଦେଶ୍ୟ ଘୋଷଣାନାମା

ବିଜ୍ଞାନ ଏବଂ ଅନୁସନ୍ଧାନ

୧୧.

ଭାରତ-ଜର୍ମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରର କାର୍ଯ୍ୟକାଳ ବୃଦ୍ଧି ଉପରେ ମିଳିତ ସଂକଳ୍ପ ଘୋଷଣାନାମା

ବିଜ୍ଞାନ ଏବଂ ଅନୁସନ୍ଧାନ

୧୨.

ଉଚ୍ଚଶିକ୍ଷା ସମ୍ବନ୍ଧୀୟ ଭାରତ-ଜର୍ମାନ ରୋଡମ୍ୟାପ୍

ଶିକ୍ଷା

୧୩.

ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ନିରପେକ୍ଷ, ନୈତିକ ଏବଂ ସ୍ଥାୟୀ ନିଯୁକ୍ତି ପାଇଁ ବିଶ୍ୱସ୍ତରୀୟ ଦକ୍ଷତା ସହଭାଗିତାର ରୂପରେଖ ସର୍ତ୍ତାବଳୀ ଉପରେ ମିଳିତ ସଂକଳ୍ପ ଘୋଷଣାନାମା

ଦକ୍ଷତା ଏବଂ ଗତିଶୀଳତା

୧୪.

ହାଇଦ୍ରାବାଦର ନ୍ୟାସନାଲ ସ୍କିଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରେ ଅକ୍ଷୟ ଶକ୍ତି ଦକ୍ଷତା ନିମନ୍ତେ ଏକ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ମିଳିତ ସଂକଳ୍ପ ଘୋଷଣାନାମା

ଦକ୍ଷତା ଏବଂ ଗତିଶୀଳତା

୧୫.

ଗୁଜରାଟର ଲୋଥାଲଠାରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସର ବିକାଶ ପାଇଁ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଓ ଜର୍ମାନ ସାମୁଦ୍ରିକ ସଂଗ୍ରହାଳୟ-ଲାଇବନିଜ୍ ଇନଷ୍ଟିଚ୍ୟୁଟ୍ ଫର ମ୍ୟାରିଟାଇମ୍ ହିଷ୍ଟ୍ରି ମଧ୍ୟରେ ବୁଝାମଣା ପତ୍ର

ସାଂସ୍କୃତିକ ଏବଂ ଜନସମ୍ପର୍କ

୧୬.

କ୍ରୀଡ଼ା କ୍ଷେତ୍ରରେ ସହଯୋଗ ପାଇଁ ମିଳିତ ସଂକଳ୍ପ ଘୋଷଣାନାମା

ସାଂସ୍କୃତିକ ଏବଂ ଜନସମ୍ପର୍କ

୧୭.

ଡାକ ସେବା କ୍ଷେତ୍ରରେ ସହଯୋଗ ପାଇଁ ମିଳିତ ସଂକଳ୍ପ ଘୋଷଣାନାମା

ସାଂସ୍କୃତିକ ଏବଂ ଜନସମ୍ପର୍କ

୧୮.

ଯୋଗାଯୋଗ ମନ୍ତ୍ରଣାଳୟର ଡାକ ବିଭାଗ ଏବଂ ଡଏଚ୍ ପୋଷ୍ଟ ଏଜି ମଧ୍ୟରେ ଲେଟର ଅଫ ଇଣ୍ଟେଣ୍ଟ।

ସାଂସ୍କୃତିକ ଏବଂ ଜନସମ୍ପର୍କ

୧୯.

ହକି ଇଣ୍ଡିଆ ଏବଂ ଜର୍ମାନ ହକି ଫେଡେରେସନ୍ ମଧ୍ୟରେ ଯୁବ ହକି ବିକାଶ ଉପରେ ବୁଝାମଣା ପତ୍ର

ସାଂସ୍କୃତିକ ଏବଂ ଜନସମ୍ପର୍କ

 

II. ଘୋଷଣାବଳୀ

କ୍ରମିକ ସଂଖ୍ୟା

ଘୋଷଣାବଳୀ

କ୍ଷେତ୍ର

୨୦.

ଜର୍ମାନୀ ଦେଇ ଗମନାଗମନ କରୁଥିବା ଭାରତୀୟ ପାସପୋର୍ଟଧାରୀଙ୍କ ପାଇଁ ଭିସା-ମୁକ୍ତ ଟ୍ରାଞ୍ଜିଟ୍‌ର ଘୋଷଣା

ଜନସମ୍ପର୍କ

୨୧.

ଟ୍ରାକ୍ ୧.୫ ବୈଦେଶିକ ନୀତି ଏବଂ ସୁରକ୍ଷା ସଂଳାପର ପ୍ରତିଷ୍ଠା

ବୈଦେଶିକ ନୀତି ଏବଂ ସୁରକ୍ଷା

୨୨.

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ଦ୍ୱିପାକ୍ଷିକ ସଂଳାପ ବ୍ୟବସ୍ଥାର ପ୍ରତିଷ୍ଠା

ଭାରତ-ପ୍ରଶାନ୍ତ ମହାସାଗର

୨୩.

ଭାରତ-ଜର୍ମାନୀ ଡିଜିଟାଲ ସଂଳାପ (୨୦୨୫-୨୦୨୭) ର କାର୍ଯ୍ୟ ଯୋଜନା ଗ୍ରହଣ

ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ

୨୪.

ପ୍ରମୁଖ ଦ୍ୱିପାକ୍ଷିକ 'ଗ୍ରୀନ୍ ଆଣ୍ଡ ସଷ୍ଟେନେବଲ୍ ଡେଭଲପମେଣ୍ଟ ପାର୍ଟନରସିପ୍' (ଜିଏସଡିପି) ଅଧୀନରେ ୧.୨୪ ବିଲିୟନ ୟୁରୋର ନୂତନ ପାଣ୍ଠି ପ୍ରତିଶ୍ରୁତି, ଯାହା ଅକ୍ଷୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ପିଏମ୍‍ଇ-ବସ୍‍ ସେବା ଏବଂ ଜଳବାୟୁ-ସହନଶୀଳ ସହରୀ ଭିତ୍ତିଭୂମି ପ୍ରକଳ୍ପକୁ ସହାୟତା କରିବ

ସବୁଜ ଏବଂ ସ୍ଥାୟୀ ବିକାଶ

୨୫.

ବିଶ୍ୱବ୍ୟାପୀ ଅକ୍ଷୟ ଶକ୍ତିରେ ବିନିଯୋଗ ପାଇଁ ଭାରତ-ଜର୍ମାନୀ ପ୍ଲାଟଫର୍ମ ଅଧୀନରେ ବ୍ୟାଟେରୀ ଷ୍ଟୋରେଜ୍ ୱାର୍କିଂ ଗ୍ରୁପ୍‌ର ଶୁଭାରମ୍ଭ

ସବୁଜ ଏବଂ ସ୍ଥାୟୀ ବିକାଶ

୨୬.

ଭାରତ-ଜର୍ମାନୀ ତ୍ରିକୋଣୀୟ ବିକାଶ ସହଯୋଗ ଅଧୀନରେ ଘାନା (ବାଉଁଶର ଡିଜାଇନ୍ ଏବଂ ପ୍ରକ୍ରିୟାକରଣ ପାଇଁ ଡିଜିଟାଲ୍ ଟେକ୍ନୋଲୋଜି ସେଣ୍ଟର), କ୍ୟାମେରୁନ୍ (ଆଳୁ ବିହନ ନବସୃଜନ ପାଇଁ କ୍ଲାଇମେଟ୍ ଆଡାପ୍ଟିଭ୍ ଆରଏସି ଟେକ୍ନୋଲୋଜି ଲ୍ୟାବ୍) ଏବଂ ମାଲାୱି (ମହିଳା ଓ ଯୁବକମାନଙ୍କ ପାଇଁ କୃଷି ମୂଲ୍ୟ ଶୃଙ୍ଖଳାରେ ବୈଷୟିକ ନବସୃଜନ ଏବଂ ଉଦ୍ୟୋଗୀ ହବ୍) ରେ ପ୍ରକଳ୍ପଗୁଡିକର ସମ୍ପ୍ରସାରଣ

ସବୁଜ ଏବଂ ସ୍ଥାୟୀ ବିକାଶ

୨୭.

ଅହମ୍ମଦାବାଦରେ ଜର୍ମାନୀର ଏକ ଅନରାରୀ କନ୍‍ସୁଲ କାର୍ଯ୍ୟାଳୟ ଖୋଲିବା

ସାଂସ୍କୃତିକ ଏବଂ ଜନସମ୍ପର୍କ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts