କ୍ର ସଂଖ୍ୟା

ବୁଝାମଣା/ରାଜିନାମା/ଘୋଷଣା

ଭାରତ ପକ୍ଷରୁ ସ୍ୱାକ୍ଷରକାରୀ

ଲାଓସିଆନ୍ ପକ୍ଷରୁ ସ୍ୱାକ୍ଷରକାରୀ

01

ପ୍ରତିରକ୍ଷା ସହଯୋଗ ସମ୍ପର୍କରେ ଭାରତୀୟ ଗଣତନ୍ତ୍ରର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଲାଓ ପିପୁଲ୍ସ ଡେମୋକ୍ରାଟିକ୍ ରିପବ୍ଲିକର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର

ଶ୍ରୀ ରାଜନାଥ ସିଂହ, ଭାରତର ପ୍ରତିରକ୍ଷା ମନ୍ତ୍ରୀ

ଜେନେରାଲ ଚାନ୍ସାମୋନ ଚାନ୍ୟାଲଥ, ଉପପ୍ରଧାନମନ୍ତ୍ରୀ ତଥା ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ, ଲାଓ ପିଡିଆର

02

ଲାଓ ନ୍ୟାସନାଲ ଟେଲିଭିଜନ, ଲାଓ ପିଡିଆରର ସୂଚନା ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ଭାରତୀୟ ଗଣତନ୍ତ୍ରର ପ୍ରସାର ଭାରତୀ ମଧ୍ୟରେ ପ୍ରସାରଣ ସହଯୋଗ ଉପରେ ବୁଝାମଣାପତ୍ର

ପ୍ରଶାନ୍ତ ଅଗ୍ରୱାଲ , ଲାଓ ପିଡିଆରରେ ଭାରତର ରାଷ୍ଟ୍ରଦୂତ

ଡ. ଆମଖା ଭୁଙ୍ଗମେଉଙ୍କା, ଲାଓ ନ୍ୟାସନାଲ ଟିଭିର ଜେନେରାଲ ଡାଇରେକ୍ଟର

03

ସୀମା ଶୁଳ୍କ କ୍ଷେତ୍ରରେ ସହଯୋଗ ଏବଂ ପାରସ୍ପରିକ ସହାୟତା ପାଇଁ ଲାଓ ପିପୁଲ୍ସ ଡେମୋକ୍ରାଟିକ୍ ରିପବ୍ଲିକ୍ ସରକାର ଏବଂ ଭାରତ ସରକାରଙ୍କ ମଧ୍ୟରେ ବୁଝାମଣା

ଶ୍ରୀ ସଞ୍ଜୟ କୁମାର ଅଗ୍ରୱାଲ . କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡର ଅଧ୍ୟକ୍ଷ

ଶ୍ରୀ ଫୁଖାଓଖମ୍ ଭାନାଭୋଙ୍ଗକ୍ସାୟ

, ଲାଓ ପିଡିଆର୍ ଅର୍ଥ ମନ୍ତ୍ରଣାଳୟର ସୀମା ଶୁଳ୍କ ମହାନିର୍ଦେଶକ

04

ଲୁଆଙ୍ଗ ପ୍ରବାଙ୍ଗ ପ୍ରଦେଶରେ ଫଲକ-ଫାଲମ (ଲାଓ ରାମାୟଣ) ନାଟକ ପରିବେଷଣ କଳାର ଐତିହ୍ୟ ସଂରକ୍ଷଣ ଉପରେ କ୍ୟୁଆଇପି

ପ୍ରଶାନ୍ତ ଅଗ୍ରୱାଲ , ଲାଓ ପିଡିଆରରେ ଭାରତର ରାଷ୍ଟ୍ରଦୂତ

ସୌଦାଫୋନ୍ ଖୋମ୍‌ତାଭୋଙ୍ଗ, ଲୁଆଙ୍ଗ ପ୍ରବାଙ୍ଗ ସୂଚନା ବିଭାଗର ନିର୍ଦ୍ଦେଶିକା

05

ଲୁଆଙ୍ଗ ପ୍ରବାଙ୍ଗ ପ୍ରଦେଶରେ ୱାଟ ଫାକିଆ ମନ୍ଦିରର ନବୀକରଣ ଉପରେ କ୍ୟୁଆଇପି

ପ୍ରଶାନ୍ତ ଅଗ୍ରୱାଲ , ଲାଓ ପିଡିଆରରେ ଭାରତର ରାଷ୍ଟ୍ରଦୂତ

ସୌଦାଫୋନ୍ ଖୋମ୍‌ତାଭୋଙ୍ଗ, ଲୁଆଙ୍ଗ ପ୍ରବାଙ୍ଗ ସୂଚନା ବିଭାଗର ନିର୍ଦ୍ଦେଶିକା

06

ଚମ୍ପାସକ ପ୍ରଦେଶରେ ଛାୟା କଣ୍ଢେଇ ଥିଏଟରର ପ୍ରଦର୍ଶନର ସଂରକ୍ଷଣ ଉପରେ କ୍ୟୁଆଇପି

ପ୍ରଶାନ୍ତ ଅଗ୍ରୱାଲ , ଲାଓ ପିଡିଆରରେ ଭାରତର ରାଷ୍ଟ୍ରଦୂତ

ଶ୍ରୀ ସୋମସାକ୍ ଫୋମଚାଲିଆନ୍‌, ଚମ୍ପାସାକ ସଦାଓ ପପେଟ୍ସ ଥିଏଟରର ସଭାପତି, ବାନ୍ ସ୍ଥିତ କାର୍ଯ୍ୟାଳୟ

07

ଭାରତ-ଜାତିସଂଘ ବିକାଶ ଭାଗିଦାରୀ ପାଣ୍ଠି ଜରିଆରେ ଭାରତଠାରୁ ପ୍ରାୟ ୧ ନିୟୁତ ଆମେରିକୀୟ ଡଲାର ସହାୟତାରେ ଖାଦ୍ୟ ସୁରକ୍ଷା ମାଧ୍ୟମରେ ଲାଓ ପିଡିଆରରେ ପୋଷଣ ନିରାପତ୍ତା ରେ ଉନ୍ନତି ଆଣିବା ପାଇଁ ଏକ ପ୍ରକଳ୍ପ ଘୋଷଣା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 28, 2026
July 28, 2026

From Factories to Space & High-Speed Rail: How PM Modi’s Vision is Rewiring India’s Future