|
କ୍ରଂ.ସଂ. |
ବୁଝାମଣା ପତ୍ର/ରାଜିନାମା ର ନାମ |
ଉଦ୍ଦେଶ୍ୟ |
|
1. |
୨୦୨୪ରୁ ୨୦୨୯ ପର୍ଯ୍ୟନ୍ତ ରୁଷର ସୁଦୂର ପ୍ରାଚ୍ୟରେ ବାଣିଜ୍ୟ, ଆର୍ଥିକ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଭାରତ-ରୁଷ ସହଯୋଗର କାର୍ଯ୍ୟକ୍ରମ ଏବଂ ରୁଷର ଆର୍କ୍ଟିକ୍ ଜୋନରେ ସହଯୋଗ ନୀତିର କାର୍ଯ୍ୟକାରିତା |
ରୁଷ ଓ ଭାରତର ସୁଦୂର ପୂର୍ବାଞ୍ଚଳ ମଧ୍ୟରେ ବାଣିଜ୍ୟ ଏବଂ ମିଳିତ ନିବେଶ ପ୍ରକଳ୍ପଗୁଡ଼ିକୁ ଆହୁରି ବୃଦ୍ଧି କରିବା । |
|
2. |
ଜଳବାୟୁ ପରିବର୍ତ୍ତନ ଏବଂ ଅଙ୍ଗାରକାମ୍ଳ ହ୍ରାସ ପାଇଁ ପଦକ୍ଷେପ ବିକାଶ ପ୍ରସଙ୍ଗରେ ଭାରତର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ରୁଷ ଆର୍ଥିକ ବିକାଶ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର |
ଜଳବାୟୁ ପରିବର୍ତ୍ତନ ଏବଂ ଅଙ୍ଗାରକାମ୍ଳ ହ୍ରାସ ପାଇଁ ପଦକ୍ଷେପ ବିକାଶ ପ୍ରସଙ୍ଗରେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ । |
|
3. |
ସର୍ଭେ ଅଫ୍ ଇଣ୍ଡିଆ ଏବଂ ରୁଷର ଫେଡେରାଲ ସର୍ଭିସ ଫର ଷ୍ଟେଟ ରେଜିଷ୍ଟ୍ରେସନ, କାଡାଷ୍ଟ୍ରେ ଓ କାର୍ଟୋଗ୍ରାଫି ମଧ୍ୟରେ ବୁଝାମଣାପତ୍ର |
ଜିଓଡେସି, କାର୍ଟୋଗ୍ରାଫି ଓ ସ୍ପେସିଆଲ ଡାଟା ଭିତ୍ତିଭୂମିରେ ଜ୍ଞାନ ଓ ଅଭିଜ୍ଞତାର ଆଦାନ ପ୍ରଦାନ; ବୃତ୍ତିଗତ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ; ବୈଜ୍ଞାନିକ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗ । |
|
4. |
ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରଣାଳୟର ଜାତୀୟ ମେରୁ ଓ ମହାସାଗର ଗବେଷଣା କେନ୍ଦ୍ର ଏବଂ ମେରୁ ଅଞ୍ଚଳରେ ଗବେଷଣା ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ସହଯୋଗ ଉପରେ ଆର୍କ୍ଟିକ୍ ଓ ଆଣ୍ଟାର୍କଟିକା ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ବୁଝାମଣାପତ୍ର |
ସମ୍ବଳ ଏବଂ ଡାଟା ବିନିମୟ କରି ମେରୁ ପରିବେଶ ଏବଂ ସେଗୁଡ଼ିକର ପରିବର୍ତ୍ତନଶୀଳତା ଅଧ୍ୟୟନରେ ସହଯୋଗ; ମେରୁ ଅଞ୍ଚଳରେ ଲଜିଷ୍ଟିକ୍ସ; ମିଳିତ ଗବେଷଣା; କର୍ମଚାରୀଙ୍କ ବିନିମୟ; ଏବଂ ମେରୁ ଅଞ୍ଚଳରେ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପରେ ଅଂଶଗ୍ରହଣ । |
|
5. |
ଭାରତର ପ୍ରସାର ଭାରତୀ ଏବଂ ରୁଷର ଏଏନ୍ଓ ‘‘ଟିଭି-ନୋଭୋସ୍ତି’’ (ରୁଷିଆ ଟୁଡେ ଟିଭି ଚ୍ୟାନେଲ) ମଧ୍ୟରେ ପ୍ରସାରଣ କ୍ଷେତ୍ରରେ ସହଯୋଗ ଏବଂ ସହଭାଗିତା ପାଇଁ ବୁଝାମଣାପତ୍ର |
କାର୍ଯ୍ୟକ୍ରମ, କର୍ମଚାରୀ ଏବଂ ପ୍ରଶିକ୍ଷଣ ଆଦାନ ପ୍ରଦାନ ସମେତ ପ୍ରସାରଣ କ୍ଷେତ୍ରରେ ସହଯୋଗ । |
|
6. |
ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଭାରତୀୟ ଫାର୍ମାକୋପିଆ କମିଶନ ଏବଂ ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ‘‘ସାଇଣ୍ଟିଫିକ୍ ସେଣ୍ଟର୍ ଫର ଏକ୍ସପର୍ଟ ଇଭାଲୁଏସନ୍ ଅଫ୍ ମେଡିସିନାଲ ପ୍ରଡକ୍ଟସ୍’’ ମଧ୍ୟରେ ବୁଝାମଣାପତ୍ର |
ସୂଚନା ଆଦାନ ପ୍ରଦାନ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ମାନବ ବ୍ୟବହାର ପାଇଁ ଉନ୍ନତ ମାନର ଔଷଧ ଉପଲବ୍ଧତା ସୁନିଶ୍ଚିତ କରିବା । |
|
7. |
ରୁଷର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ଭାରତୀୟ ଅନ୍ତର୍ଜାତୀୟ ଆର୍ବିଟ୍ରେସନ୍ ସେଣ୍ଟର ଏବଂ ଅନ୍ତର୍ଜାତୀୟ ବାଣିଜ୍ୟିକ ଆର୍ବିଟ୍ରେସନ୍ କୋର୍ଟ ମଧ୍ୟରେ ସହଯୋଗ ରାଜିନାମା |
ବାଣିଜ୍ୟିକ ପ୍ରକୃତିର ଦେୱାନୀ ଆଇନ ମାମଲା ସମାଧାନର ସୁବିଧା । |
|
8. |
ଇନଭେଷ୍ଟ ଇଣ୍ଡିଆ ଏବଂ ଜେଏସସି ‘‘ମ୍ୟାନେଜମେଣ୍ଟ କମ୍ପାନୀ ଅଫ୍ ରଷିୟାନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ’’ ମଧ୍ୟରେ ମିଳିତ ନିବେଶ ପ୍ରୋତ୍ସାହନ ବ୍ୟବସ୍ଥା ରାଜିନାମା |
ନିବେଶ ସହଯୋଗକୁ ପ୍ରୋତ୍ସାହନ ଓ ସହଯୋଗ ଯୋଗାଇ ଦେଇ ଭାରତୀୟ ବଜାରରେ ରୁଷୀୟ କମ୍ପାନୀଗୁଡିକ ଦ୍ୱାରା ପୁଞ୍ଜିନିବେଶକୁ ସୁଗମ କରିବା । |
|
9. |
ଭାରତୀୟ ବାଣିଜ୍ୟିକ ପ୍ରୋତ୍ସାହନ ପରିଷଦ ଏବଂ ଅଲ୍ ରୁଷିଆ ପବ୍ଲିକ ଅର୍ଗାନାଇଜେସନ୍ ‘‘ବିଜନେସ୍ ରୁଷିଆ’’ ମଧ୍ୟରେ ବୁଝାମଣାପତ୍ର |
ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା, ବି୨ବି ବୈଠକ ଆୟୋଜନ, ବ୍ୟବସାୟ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆୟୋଜନ; ଏବଂ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀର ବିନିମୟ । |
Make in India, Power India, Play for India: Multi-Sector Momentum Under PM Modi’s Leadership
Massive Squad: Asian Games ke liye 768-member Indian contingent approved!
— JeeT (@SubhojeetD999) September 4, 2026
Strong Backing: 503 athletes ko expert support staff ki solid backing.
Vision: PM @narendramodi ji ka Khelo India initiative desh mein badi sporting revolution la raha hai. #AsianGames #TeamIndia pic.twitter.com/ES9PVid1EW
Historic Target: Agle 5 saal mein India-Belgium trade ko double karna!
— Siyaram (@siyaram108S) September 4, 2026
Key Focus: Defence aur Green Energy mein mazboot partnership.
Driving Force: PM @narendramodi ji ki proactive diplomacy tezi se ab desh ki global reach badha rahi hai. #IndiaBelgium #NewIndia pic.twitter.com/feG3Rv32Zy
GE Aerospace has delivered 3 additional F404 engines to HAL, fast-tracking our LCA Tejas Mk1A fighter jet production! This rapid modernization of Indian forces is a direct outcome of PM Narendra Modi ji’s 'Atmanirbhar Bharat' vision. #MakeInIndia #Tejashttps://t.co/QtqsK98hzX
— Vamika (@Vamika379789) September 4, 2026
Global partnerships are fueling a massive industrial boom across South India, driving investments and creating thousands of jobs. This regional transformation perfectly showcases how PM @narendramodi ji's Make in India vision is turning local potential into a global powerhouse. pic.twitter.com/9YTIsrEncj
— Riya Chaudhary (@RiyaChS93535683) September 4, 2026
Modinomics is policy translating into measurable outcomes.
— 🇮🇳 Sangitha Varier 🚩 (@VarierSangitha) September 4, 2026
Bharat’s economic momentum under Hon #PM @narendramodi Ji’s leadership is visible across multiple indicators,reflecting the substance of #PMModi Ji’s vision of accelerating development & building a Viksit Bharat 🇮🇳 pic.twitter.com/lBmxv6mnj7
INDIA TO EV GLOBAL MANUFACTURING HUB
— Zahid Patka (Modi Ka Parivar) (@zahidpatka) September 4, 2026
Kudos PM @narendramodi Ji #GoGreen
India EV sales jump 51% (29,687 registrations) in August as robust demand drives electric car &
E-Two Wheelers: Top 5 listed players surged +68.6% YoY to 160,039 unitshttps://t.co/dPqIwrPs5r@PMOIndia
PM Modi’s vision for Aatmanirbhar Bharat, aims to transform India from one of the world's largest defense importers into a net global exporter of indigenous military technology. pic.twitter.com/m8QlA8sUNa
— Rukmani Varma 🇮🇳 (@pointponder) September 4, 2026
Indian scientists have achieved a historic milestone by breaking a century-old limit on converting heat into electricity! This massive leap in clean energy research shows how PM Narendra Modi ji’s strong focus on scientific innovation is rapidly making India a global tech leader. pic.twitter.com/K4XPCyKA17
— Shivam (@Gagan19989) September 4, 2026
The ₹5,070 crore PM Surya Sarovar Yojana to build 5,000 MW of floating solar capacity is a phenomenal game-changer! Smartly utilizing water surfaces to save valuable land perfectly illustrates PM @narendramodi ji's unparalleled green energy vision. #RenewableEnergy #NewIndia pic.twitter.com/mzlPYn8z9U
— Himanshu Mishra (@Himansh65981942) September 4, 2026


