|
କ୍ରମିକ ସଂଖ୍ୟା |
ବୁଝାମଣା / ରାଜିନାମା |
ଭାରତ ପକ୍ଷ |
ସିସିଲି ପକ୍ଷରୁ ସ୍ଵାକ୍ଷରିତ |
|
1 |
ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା, ଶିକ୍ଷା ଏବଂ ଧନ୍ଦାମୂଳକ ସଂସ୍ଥାନ ମାଧ୍ୟମରେ କ୍ଷୁଦ୍ର ଉନ୍ନୟନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଲାଗି ଭାରତୀୟ ଅନୁଦାନ ସହାୟତା ପାଇଁ ଭାରତ ଏବଂ ସିସିଲି ମଧ୍ୟରେ ବୁଝାମଣା |
ଶ୍ରୀ ଏମ.ଜେ. ଆକବର,ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
ସୁଶ୍ରୀ ପାମେଲା ଚାର୍ଲେଟ, ଆବାସଗତ ଭିତ୍ତିଭୂମି ଏବଂ ଭୂପୃଷ୍ଟ-ପରିବହନ ମନ୍ତ୍ରୀ |
|
2 |
ଭାରତର ପାନାଜୀ (ମହାନଗର ନିଗମ) ଏବଂ ସିସିଲିର ଭିକ୍ଟୋରିଆ ସହର ମଧ୍ୟରେ ମୈତ୍ରୀ ଓ ସହଯୋଗ ଲାଗି ଦୁଇଟି ବୁଝାମଣା |
ଶ୍ରୀ ଏମ.ଜେ. ଆକବର,ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
ସୁଶ୍ରୀ ପାମେଲା ଚାର୍ଲେଟ,ଆବାସଗତ ଭିତ୍ତିଭୂମି ଏବଂ ଭୂପୃଷ୍ଟ-ପରିବହନ ମନ୍ତ୍ରୀ |
|
3 |
ସାଇବର ସୁରକ୍ଷା କ୍ଷେତ୍ରରେ ସହଯୋଗ ଲାଗି ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସୀ ରେସପନ୍ସ ଟିମ ଏବଂ ସିସିଲିର ସୂଚନା ଯୋଗାଯୋଗ ପ୍ରଯୁକ୍ତି ବିଭାଗ ମଧ୍ୟରେ ବୁଝାମଣା |
ଶ୍ରୀ ଏମ.ଜେ. ଆକବର,ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
ସୁଶ୍ରୀ ଚାର୍ଲ୍ସ ବାସ୍ତିଏନେ,ମତ୍ସ୍ୟ ଏବଂ କୃଷି ମନ୍ତ୍ରୀ |
|
4 |
ଭାରତ ଓ ସିସିଲି ମଧ୍ୟରେ 2018-2022 ବର୍ଷ ପାଇଁ ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ |
ଶ୍ରୀ ଏମ.ଜେ. ଆକବର,ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
ସୁଶ୍ରୀ ପାମେଲା ଚାର୍ଲେଟ,ଆବାସଗତ ଭିତ୍ତିଭୂମି ଏବଂ ଭୂପୃଷ୍ଟ-ପରିବହନ ମନ୍ତ୍ରୀ |
|
5 |
ହ୍ଵାଇଟ ସିପିଂ ସୂଚନା ଆଦାନ ପ୍ରଦାନ ନେଇ ଭାରତୀୟ ନୌବାହିନୀ ଏବଂ ସିସିଲିର ରାଷ୍ଟ୍ରୀୟ ସୂଚନା ଓ ସହଯୋଗ କେନ୍ଦ୍ର ମଧ୍ୟରେ ବୈଷୟିକ ବୁଝାମଣା |
ଶ୍ରୀ ଏମ.ଜେ. ଆକବର,ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
ସୁଶ୍ରୀ ଚାର୍ଲ୍ସ ବାସ୍ତିଏନେ,ମତ୍ସ୍ୟ ଏବଂ କୃଷି ମନ୍ତ୍ରୀ |
|
6 |
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ବୈଦେଶିକ ସେବା ସଂସ୍ଥାନ ଏବଂ ସିସିଲିର ବୈଦେଶିକ ବ୍ୟାପାର ବିଭାଗ ମଧ୍ୟରେ ବୁଝାମଣା |
ଶ୍ରୀ ଜେ.ଏସ. ମୁକୁଲ, ଡିନ,ବୈଦେଶିକ ସେବା ସଂସ୍ଥାନ |
ବେରୀ ଫୌରେ,ବୈଦେଶିକ ବ୍ୟାପାର ମନ୍ତ୍ରୀ |
Prime Minister Shri Narendra Modi spoke to the team of Skyroot Aerospace and congratulated them on the successful launch of Vikram-1, today. Shri Modi remarked that this is a defining moment in India’s space journey. The growing participation of our private sector is opening new frontiers and accelerating innovation.
“This achievement will encourage countless youngsters to dream bigger and innovate fearlessly”, Shri Modi stated .
Shri Modi posted on X;
Spoke to the team of Skyroot Aerospace and congratulated them on the successful launch of Vikram-1.
This is a defining moment in India’s space journey. The growing participation of our private sector is opening new frontiers and accelerating innovation.
This achievement will encourage countless youngsters to dream bigger and innovate fearlessly.
@SkyrootA
Spoke to the team of Skyroot Aerospace and congratulated them on the successful launch of Vikram-1.
— Narendra Modi (@narendramodi) July 18, 2026
This is a defining moment in India’s space journey. The growing participation of our private sector is opening new frontiers and accelerating innovation.
This achievement will… pic.twitter.com/epWjOY8yKa