କ୍ରମିକ ସଂଖ୍ୟା

ଚୁକ୍ତି/ବୁଝାମଣାପତ୍ରର ନାମ

ଭାରତ ପକ୍ଷରୁ ବିନିମୟକାରୀ

ସାଉଦି ଆରବ ପକ୍ଷରୁ ବିନିମୟକାରୀ

1

ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠିରେ ନିବେଶ ଲାଗି ଭାରତ ସରକାର ଏବଂ ସାଉଦୀ ଆରବ ରାଜତନ୍ତ୍ର ମଧ୍ୟରେ ବୁଝାମଣା   

ଶ୍ରୀମତି ସୁଷମା ସ୍ୱରାଜ, ବୈଦେଶିକ ବ୍ୟାପାର ମନ୍ତ୍ରୀ

ମହାମହିମ ଖଲିଦ ଅଲ ଫଲିହ, ଶକ୍ତି, ଉଦ୍ୟୋଗ ଏବଂ ଖଣିଜ ସମ୍ପଦ ମନ୍ତ୍ରୀ

 

2

ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ଲାଗି ଭାରତର ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ସାଉଦୀ ରାଜତନ୍ତ୍ରର କମିଶନ ଫର ଟୁରିଜିମ ଆଣ୍ଡ ନେସନାଲ ହେରିଟେଜ ମଧ୍ୟରେ ବୁଝାମଣା

ଶ୍ରୀ ଟିଏସ ତିରୁମୂର୍ତ୍ତୀ, ସଚିବ (ଇଆର)

ମହାମହିମ ମିଃ. ଆଦେଲ ଅଲ ଜୁବୈର, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ

3

ଆବାସ କ୍ଷେତ୍ରରେ ସହଯୋଗ ଲାଗି ଭାରତ ସରକାର ଏବଂ ସାଉଦୀ ରାଜତନ୍ତ୍ର ମଧ୍ୟରେ ବୁଝାମଣା

ଶ୍ରୀ ଅହମ୍ମଦ ଜାଭେଦ, ସାଉଦୀ ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

ମହାମହିମ ଡ. ମାଜିଦ ବିନ ଅବଦୁଲ୍ଲା ଅଲ କସାବୀ, ବାଣିଜ୍ୟ ଓ ନିବେଶ ମନ୍ତ୍ରୀ

4

ଭାରତର ଇନଭେଷ୍ଟ ଇଣ୍ଡିଆ ଏବଂ ସାଉଦୀ ଆରବ ରାଜତନ୍ତ୍ରର ସାଉଦୀ ଆବବୀୟାନ ଜେନେରାଲ ଇନଭେଷ୍ଟମେଂଟ ଅଥରିଟି ମଧ୍ୟରେ ସହଯୋଗ କାର୍ଯ୍ୟକ୍ରମ ଖସଡ଼ା

ଶ୍ରୀ ଅହମ୍ମଦ ଜାଭେଦ, ସାଉଦୀ ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

ମହାମହିମ ଡ. ମାଜିଦ ବିନ ଅବଦୁଲ୍ଲା ଅଲ କସାବୀ, ବାଣିଜ୍ୟ ଓ ନିବେଶ ମନ୍ତ୍ରୀ

5

ଦୃଶ୍ୟଶ୍ରାବ୍ୟ କାର୍ଯ୍ୟକ୍ରମ ବିନିମୟ ଲାଗି ପ୍ରସାର ଭାରତୀ, ନୂଆଦିଲ୍ଲୀ, ଭାରତ ଏବଂ ସାଉଦୀ ବ୍ରଡକାଷ୍ଟିଂ କର୍ପୋରେସନ (ଏସବିସି), ସାଉଦୀ ଆରବ ମଧ୍ୟରେ ପ୍ରସାରଣ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା

ଶ୍ରୀ ଅହମ୍ମଦ ଜାଭେଦ, ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

ମହାମହିମ ଡ. ଟୁର୍କି ଅବଦୁଲ୍ଲା ଅଲ ଶବାନା, ଗଣମାଧ୍ୟମ ମନ୍ତ୍ରୀ

ଦ୍ରଷ୍ଟବ୍ୟ : ଉପରୋକ୍ତ ସହିତ, ସାଉଦୀ ପକ୍ଷ ଅନ୍ତର୍ଜାତୀୟ ସୌର ମେଂଟ (ଆଇଏସଏ) ଉପରେ ଏକ ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Boost to small exporters, MSMEs as govt removes Rs 10-lakh cap on courier trade

Media Coverage

Boost to small exporters, MSMEs as govt removes Rs 10-lakh cap on courier trade
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived