ଆଜି କଲମ୍ବୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀଲଙ୍କାର ଭାରତୀୟ ବଂଶୋଦ୍ଭବ ତାମିଲ (ଆଇଓଟି) ନେତାମାନେ ଭେଟିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ଘୋଷଣା କରିଥିଲେ ଯେ ଶ୍ରୀଲଙ୍କା ସରକାରଙ୍କ ସହଯୋଗରେ ଭାରତ ଆଇଓଟି ପାଇଁ ୧୦ ହଜାର ଘର, ସ୍ୱାସ୍ଥ୍ୟସେବା ସୁବିଧା, ପବିତ୍ର ସୀଥା ଏଲିୟା ମନ୍ଦିର ଏବଂ ଅନ୍ୟାନ୍ୟ କମୁ୍ୟନିଟି ବିକାଶ ପ୍ରକଳ୍ପ ପାଇଁ ସହାୟତା କରିବ ।

ଏକ୍ସ ର ଏକ ସ୍ୱତନ୍ତ୍ର ପୋଷ୍ଟରେ ସେ କହିଛନ୍ତି:

“ଭାରତୀୟ ବଂଶୋଦ୍ଭବ ତାମିଲ (ଆଇଓଟି) ନେତାମାନଙ୍କ ସହ ସାକ୍ଷାତକାର ବେଶ୍ ଫଳପ୍ରଦ ହୋଇଛି । ବିଗତ ୨ଶହ ବର୍ଷ ଧରି ଏହି ସମୁଦାୟ ଦୁଇ ଦେଶ ମଧ୍ୟ ଜୀବନ୍ତ ସେତୁ ସଦୃଶ କାମ କରୁଛନ୍ତି । ଶ୍ରୀଲଙ୍କା ସରକାରଙ୍କ ସହଯୋଗରେ ଭାରତ ଆଇଓଟି ପାଇଁ ୧୦ ହଜାର ଘର, ସ୍ୱାସ୍ଥ୍ୟସେବା ସୁବିଧା, ପବିତ୍ର ସୀଥା ଏଲିୟା ମନ୍ଦିର ଏବଂ ଅନ୍ୟାନ୍ୟ କମୁ୍ୟନିଟି ବିକାଶ ପ୍ରକଳ୍ପ ପାଇଁ ସହାୟତା କରିବ ।”

“இந்தியாவை பூர்வீகமாக கொண்ட தமிழ் மக்களுடன் சுமூகமான சந்திப்பு இடம்பெற்றிருந்தது. இச்சமூகத்தினர் 200 ஆண்டுகளுக்கும் மேலாக இரு நாடுகளுக்குமான ஒரு வாழும் உறவுப் பாலமாக திகழ்கின்றனர். இலங்கை அரசாங்கத்துடனான ஒத்துழைப்புடன் இந்தியாவை பூர்வீகமாக கொண்ட தமிழ் மக்களுக்காக 10000 வீடுகள், சுகாதார வசதிகள், புனித சீதை அம்மன் ஆலயம் ஆகியவற்றின் நிர்மாணம் மற்றும் ஏனைய சமூக அபிவிருத்தி திட்டங்களுக்காக இந்தியா ஆதரவு வழங்கும்.”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
E-Samudra: India’s digital push to reshape maritime governance

Media Coverage

E-Samudra: India’s digital push to reshape maritime governance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 11, 2026
August 11, 2026

Champions on the Podium, Capital Unlocked, Digital Seas Opened: New India’s Winning Streak Under PM Modi