39 Officer Trainees of Indian Foreign Service meet PM Modi
Represent India abroad in the context of the country's rich history, culture and traditions: PM to IFS Officers
Become more tech-savvy and engage fully with the State governments and diaspora: PM tells IFS Officers

ଭାରତୀୟ ବୈଦେଶିକ ସେବା ସଂସ୍ଥାନର 39 ଜଣ ଶିକ୍ଷାନବିସ ଅଧିକାରୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଶିକ୍ଷାନବିସ ଅଧିକାରୀମାନଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଭାରତର ସମୃଦ୍ଧ ଇତିହାସ, ସଂସ୍କୃତି ଓ ସଭ୍ୟତାକୁ ବିଦେଶରେ ଗୁରୁତ୍ଵ ଦେବାପାଇଁ ଜୋର ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଇଏଫଏସ ଅଧିକାରୀମାନେ ସାମ୍ପ୍ରତିକ ଜାତୀୟ ଆହ୍ଵାନ ଏବଂ ଭବିଷ୍ୟତ ବିକାଶ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଉଚିତ । ପ୍ରଧାନମନ୍ତ୍ରୀ ଶିକ୍ଷାନବିସ ଅଧିକାରୀମାନଙ୍କୁ ଯେଉଁମାନେକି ବୈଦେଶିକ ସମ୍ପର୍କକୁ ପରିଚାଳନା କରୁଛନ୍ତି ସେମାନେ ଅଧିକରୁ ଅଧିକ ପ୍ରଯୁକ୍ତିବିଦ୍ୟା ଆହରଣ କରିବା ସହିତ ରାଜ୍ୟ ସରକାର ତଥା ପ୍ରବାସୀଙ୍କ ପାଇଁ ପୂର୍ଣ୍ଣମାତ୍ରାରେ ନିୟୋଜିତ ରହିବା ଲାଗି ପ୍ରୋତ୍ସାହିତ କରିଥିଲେ ।

ବୈଦେଶିକ ସେବା ସଂସ୍ଥାନରେ ବର୍ତ୍ତମାନ ଶିକ୍ଷା ଗ୍ରହଣ କରୁଥିବା ଭୁଟାନର ଦୁଇ କୂଟନୈତିକ ଅଧିକାରୀ ମଧ୍ୟ ଦଳରେ ଯୋଗ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails Skyroot's Vikram-1 success, says India's youngsters have proven they can be trusted

Media Coverage

PM Modi hails Skyroot's Vikram-1 success, says India's youngsters have proven they can be trusted
NM on the go

Nm on the go

Always be the first to hear from the PM. Get the App Now!
...
Eminent industry leader Shri Ravi Kant meets the Prime Minister
July 18, 2026

Eminent industry leader Shri Ravi Kant met Prime Minister, Shri Narendra Modi earlier today and presented a copy of his book 'Leading from the Back - To Achieve the Impossible'.

The Prime Minister posted on X;

Eminent industry leader Shri Ravi Kant met PM @narendramodi earlier today and presented a copy of his book 'Leading from the Back - To Achieve the Impossible'.