PM visits Saraswati Vidya Niketan School, lauds the work of Swami Akasharananda Ji in their efforts to deepen the India-Guyana cultural connect

ପ୍ରଧାନମନ୍ତ୍ରୀ ସରସ୍ୱତୀ ବିଦ୍ୟା ନିକେତନ ସ୍କୁଲ ପରିଦର୍ଶନ କଲେ ଏବଂ ଭାରତ-ଗୁୟାନା ସାଂସ୍କୃତିକ ସମ୍ପର୍କକୁ ଗଭୀର କରିବା ଦିଗରେ ସ୍ୱାମୀ ଅକ୍ଷରାନନ୍ଦ ଜୀଙ୍କ ଉଦ୍ୟମକୁ ପ୍ରଶଂସା କଲେ

ଭାରତ-ଗୁୟାନା ସାଂସ୍ମୃତିକ ସମ୍ପର୍କକୁ ଗଭୀର କରିବା ଦିଗରେ ସ୍ୱାମୀ ଅକ୍ଷରାନନ୍ଦ ଜୀଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସରସ୍ୱତୀ ବିଦ୍ୟା ନିକେତନ ସ୍କୁଲ ପରିଦର୍ଶନ କରିଛନ୍ତି । ଗୁୟାନାରେ ଭାରତୀୟ ପରମ୍ପରା ଓ ସଂସ୍କୃତି ବିସ୍ତାରିତ ହେଉଛି ବୋଲି ଏହି ଅବସରରେ ସେ କହିଥିଲେ ।

 

ଗୋଟିଏ ଏକ୍ସ ପୋଷ୍ଟରେ ସେ ଲେଖିଛନ୍ତି:

“ଗୁୟାନାରେ ଭାରତୀୟ ସଂସ୍କୃତି ଓ ପରମ୍ପରା ବିସ୍ତାରିତ ହେଉଛି । ଏଭଳି ଏକ ସ୍ଥାନକୁ ଯିବାର ସୁଯୋଗ ମୋତେ ମିଳିଲା, ଯେଉଁ ସ୍ଥାନ ସାଂସ୍କୃତିକ ଓ ପାରସ୍ପରିକ ସମ୍ପର୍କକୁ ବୃଦ୍ଧି କରିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି- ସରସ୍ୱତୀ ବିଦ୍ୟା ନିକେତନ ସ୍କୁଲ । ସ୍କୁଲ ସହ ଜଡ଼ିତ ସମସ୍ତଙ୍କୁ ମୁଁ ପ୍ରଶଂସା କରୁଛି । ଭାରତ-ଗୁୟାନା ସାଂସ୍କୃତିକ ସମ୍ପର୍କକୁ ଗଭୀର କରିବା ଦିଗରେ ସ୍ୱାମୀ ଅକ୍ଷରାନନ୍ଦ ଜୀଙ୍କ ପ୍ରଚେଷ୍ଟାକୁ ମଧ୍ୟ ମୁଁ ପ୍ରଶଂସା କରୁଛି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Northeast’s first Emergency Landing Facility in Moran. Why it matters?

Media Coverage

PM Modi inaugurates Northeast’s first Emergency Landing Facility in Moran. Why it matters?
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to great social reformer Shri Sant Sevalal Maharaj
February 15, 2026

The Prime Minister, Shri Narendra Modi paid tributes to the great social reformer Shri Sant Sevalal Maharaj on his birth anniversary, today. “By spreading the message of truth, non-violence, and high moral values, he instilled a new consciousness in society. His inspiring life will forever continue to guide the people of the country”, Shri Modi said.

The Prime Minister posted on X:

“महान समाज सुधारक श्री संत सेवालाल महाराज को उनकी जयंती पर शत-शत नमन। सत्य, अहिंसा और उच्च नैतिक मूल्यों का संदेश देकर उन्होंने समाज में नवचेतना का संचार किया। उनका प्रेरणादायी जीवन सदैव देशवासियों का मार्गदर्शन करता रहेगा।

जय सेवालाल!”