ଭାରତ ଏହାର ଅମୃତ ମହୋତ୍ସବ ପାଳନ କରୁଥିବା ପରିପ୍ରେକ୍ଷୀରେ ୧୩୦ କୋଟି ଭାରତୀୟ ଦେଶକୁ ନୂଆ ଉଚ୍ଚତାରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ପାଇଁ ନିରନ୍ତର ଭାବେ କଠିନ ପରିଶ୍ରମ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶା ପ୍ରକାଶ କରିଛନ୍ତି ।

ଏକାଧିକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଅଗଷ୍ଟ ମାସ ସହିତ ଅମୃତ ମହୋତ୍ସବ ଆରମ୍ଭ ହୋଇଯାଇଛି ଏବଂ ଏହି ମାସରେ ଆମେ ଅନେକ ଘଟଣା ଦେଖିଛେ, ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଖୁସି କରିଦେଇଛି । ରେକର୍ଡ ସଂଖ୍ୟାରେ ଟିକାକରଣ ହୋଇଛି ଏବଂ ଜିଏସଟି ସଂଖ୍ୟା ବେଶ୍ ଅଧିକ ହୋଇଥିବାରୁ ଆର୍ଥିକ ଗତିବିଧି ମଜଭୁତ ହୋଇଥିବା ସଂକେତ ମିଳିଛି ।

ପି ଭି ସିନ୍ଧୁ କେବଳ ପଦକ ଜିତିନାହାନ୍ତି, ଯାହାର ସେ ହକ୍‌ଦାର ଥିଲେ, ବରଂ ଆମେ ଅଲିମ୍ପିକରେ ପୁରୁଷ ଓ ମହିଳା ହକି ଟିମର ଐତିହାସିକ ପ୍ରୟାସ ବି ଦେଖିଛେ । ମୋର ବିଶ୍ୱାସ ଯେ ୧୩୦ କୋଟି ଭାରତୀୟ ଅମୃତ ମହୋତ୍ସବର ଆୟୋଜନ ସହ ଭାରତକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ଲାଗି କଠିନ ପରିଶ୍ରମ ଜାରି ରଖିବେ ।’’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 08, 2026
August 08, 2026

Infrastructure + Inclusion + Innovation: How PM Modi’s Agenda is Rewiring India’s Growth Engine