ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ପୌର ନିର୍ବାଚନ ଫଳାଫଳ ଉପରେ ଖୁସି ବ୍ୟକ୍ତ କରିଛନ୍ତି । ଟ୍ୱିଟର ରେ ଶ୍ରୀ ମୋଦୀ କହିଲେ ''ବିଜେପି ଉପରେ ବିଶ୍ୱାସ ରଖିଥବାରୁ ଦିଲ୍ଲୀ ବାସିନ୍ଦାଙ୍କ ଉପରେ ଭାରି କୃତଜ୍ଞ ଅଛି । ମୁଁ ଦିଲ୍ଲୀର ବିଜେପି ଗ୍ରୁପର କଠିନ ପରିଶ୍ରମକୁ ପ୍ରଶଂସା କରୁଛି ,ଯାହା ପାଇଁ ପୌରାଞ୍ଚଳ ନିର୍ଵାଚନରେ ବିଜୟ ଲାଭର ସମ୍ଭାବନା ଅଛି ।"
Grateful to the people of Delhi for the faith in BJP. I laud the hardwork of team @BJP4Delhi which made the resounding MCD win possible.
— Narendra Modi (@narendramodi) April 26, 2017


