General Ngo Xuan Lich, Defence Minister of Vietnam meets PM Modi
Vietnam is a key pillar of India’s “Act East” policy: PM Modi
Closer cooperation between India & Vietnam in all sectors will contribute to stability, security & prosperity of the entire region: PM

ଭିଏତନାମର ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ ଏନଗୋ ସୁଆଁ ଲିକ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଗତ ସେପ୍ଟେମ୍ବର ୨୦୧୬ରେ ତାଙ୍କର ସଫଳ ଭିଏତନାମ ଗସ୍ତକୁ ସ୍ମରଣ କରିଥିଲେ । ଏହି ଗସ୍ତ ବେଳେ ଦ୍ଵିପାଖିକ ସମ୍ପର୍କ ସୁପରିକଳ୍ପିତ ରଣନୀତିକ ଭାଗିଦାରୀତାରେ ପରିଣତ ହୋଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର “ଏକ୍ଟ ଇଷ୍ଟ” ନୀତିରେ ଭିଏତନାମ ଏକ ପ୍ରମୁଖ ସ୍ତମ୍ଭ ।

 

ଜେନେରାଲ ଏନଗୋ ସୁଆଁ ଲିକ ଦ୍ଵିପାଖିକ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ଘଟିଥିବା ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତିରକ୍ଷା କ୍ଷେତ୍ରରେ ଭାରତ-ଭିଏତନାମ ମଧ୍ୟରେ ଦୀର୍ଘମିଆଦୀ ଓ ପାରସ୍ପରିକ ସ୍ଵାର୍ଥଜଡିତ ସମ୍ପର୍କ ରହିଛି ଏବଂ ଏହି ସଂପର୍କକୁ ଆହୁରି ସୁଦୃଢ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ।

ଭାରତ ଓ ଭିଏତନାମ ମଧ୍ୟରେ ସବୁ କ୍ଷେତ୍ରରେ ନିବିଡ ସମ୍ପର୍କ ଓ ସହଯୋଗ ସମଗ୍ର ଅଞ୍ଚଳରେ ସ୍ଥିରତା, ସମୃଦ୍ଧି ଓ ନିରାପତ୍ତାକୁ ସୁନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-Oman CEPA to boost trade, investment and mobility of Indian professionals: Subhrakant Panda

Media Coverage

India-Oman CEPA to boost trade, investment and mobility of Indian professionals: Subhrakant Panda
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Gujarat meets Prime Minister
December 19, 2025

The Chief Minister of Gujarat, Shri Bhupendra Patel met Prime Minister, Shri Narendra Modi today in New Delhi.

The Prime Minister’s Office posted on X;

“Chief Minister of Gujarat, Shri @Bhupendrapbjp met Prime Minister @narendramodi.

@CMOGuj”