ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ ହେଉଛି ଏକ ମୁକ୍ତ ଓ ସକ୍ରିୟ ଗଣମାଧ୍ୟମ ପ୍ରତି ଆମ ଦୃଢ ସହଯୋଗର ଅଙ୍ଗୀକାରକୁ ଦୋହରେଇବାର ଦିନ ଯାହାକି ଗଣତନ୍ତ୍ରରେ ଏକାନ୍ତ ଆବଶ୍ୟକ । ଆଜିର ଯୁଗରେ ସାମାଜିକ ଗଣମାଧ୍ୟମ ଏକ ସକ୍ରିୟ ମାଧ୍ୟମ ରୂପେ ମୁଣ୍ଡ ଟେକିଛି ଏବଂ ଗଣମାଧ୍ୟମ ସ୍ଵାଧୀନତାକୁ ଅଧିକ ଶକ୍ତି ପ୍ରଦାନ କରିଛି ।
World Press Freedom Day is a day to reiterate our unwavering support towards a free & vibrant press, which is vital in a democracy.
— Narendra Modi (@narendramodi) May 3, 2017
In today's day & age, social media has emerged as an active medium of engagement & has added more vigour to press freedom.
— Narendra Modi (@narendramodi) May 3, 2017