On #ArmyDay, I convey greetings to the soldiers, veterans and their families: PM Modi
Every citizen of India has unwavering trust and pride in our Army, says PM Modi on #ArmyDay
Our Army always puts the nation first. I salute all those great individuals who sacrificed their lives while serving the nation: PM Modi on #ArmyDay

ସେନା ଦିବସ ଅବସରରେ ସୈନିକ, ବରିଷ୍ଠ ସୈନିକ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ '' ଆମ ସେନା ଉପରେ ଭାରତର ପ୍ରତ୍ୟେକ ନାଗରିକଙ୍କ ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି, ଯେଉଁମାନେ କି ଦେଶର ସୁରକ୍ଷା କରୁଛନ୍ତି ଏବଂ ପ୍ରାକୃତିକ ଦୁର୍ବିପାକ ଏବଂ ଅନ୍ୟାନ୍ୟ ଦୁର୍ଘଟଣା ସମୟରେ ମାନବିକ ସହାୟତା ପ୍ରଦାନରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି । ''

ସେନା ସବୁବେଳେ ଦେଶକୁ ଅଗ୍ରାଧିକାର ଦେଇଛି । ଦେଶ ସେବା କରୁଥିବା ବେଳେ ଯେଉଁମାନେ ବଳିଦାନ ଦେଇଛନ୍ତି ସେହି ମହାନ ବ୍ୟକ୍ତିମାନଙ୍କୁ ମୁଁ ପ୍ରଣାମ କରୁଛି । ଆମର ଏହି ସାହସୀ ବୀରମାନଙ୍କୁ ଭାରତ କେବେ ହେଲେ ଭୁଲି ପାରିବ ନାହିଁ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI to remain free for consumers, says Payments Council of India

Media Coverage

UPI to remain free for consumers, says Payments Council of India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch