ସେୟାର
 
Comments

ଜରୁରୀକାଳୀନ ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଓ ରିଲିଫ (ପିଏମ କେୟାର୍ସ) ପାଣ୍ଠିରୁ ୨୫୦ଶଯ୍ୟା ବିଶିଷ୍ଟ ଦୁଇଟି କାମଚଳା କୋଭିଡ୍ ହସ୍‌ପିଟାଲ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଓ କଲ୍ୟାଣୀରେ ସ୍ଥାପନ ପାଇଁ ୪୧.୬୨ କୋଟି ଟଙ୍କା ମଞ୍ଜୁର ହୋଇଛି । ଡିଆରଡିଓ ଦ୍ୱାରା ତିଆରି ହେବାକୁ ଥିବା ଏହି ହସ୍‌ପିଟାଲ ନିମନ୍ତେ କେତେକ ଭିତ୍ତିଭୂମି ସହାୟତା ମଧ୍ୟ ରାଜ୍ୟ ସରକାର ଓ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯୋଗାଇଦେବେ ।

କୋଭିଡ ପରିସ୍ଥିତିରେ ସୁଧାର ଆଣିବା ପାଇଁ ଏହି ପ୍ରସ୍ତାବିତ ଯୋଜନା ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି ଦିଗରେ ମଧ୍ୟ ସହାୟକ ହେବ ।

ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି ପାଇଁ ପିଏମ୍ କେୟାର୍ସ ପାଣ୍ଠି ପକ୍ଷରୁ ବିହାର, ଦିଲ୍ଲୀ, ଜମ୍ମୁ ଓ ଶ୍ରୀନଗରରେ ମଧ୍ୟ କୋଭିଡ ହସ୍‌ପିଟାଲମାନ ସ୍ଥାପନ କରାଯାଇଛି ।

 

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's manufacturing PMI hits 31-month high, as factory orders surge on robust demand conditions

Media Coverage

India's manufacturing PMI hits 31-month high, as factory orders surge on robust demand conditions
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 1, 2023
June 01, 2023
ସେୟାର
 
Comments

Harnessing Potential, Driving Progress: PM Modi’s Visionary leadership fuelling India’s Economic Rise