ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଧରୱାଡରେ ଥିବା ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଲଷ୍ଟର ଧରୱାର୍ଡ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ବହୁତ ଲାଭଦାୟକ ହେବ । ଏହା ଉତ୍ପାଦନ ଏବଂ ନବସୃଜନ ଜଗତରେ କର୍ଣ୍ଣାଟକର ପଦକ୍ଷେପକୁ ମଧ୍ୟ ଆଗକୁ ନେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଏକ ଟୁଇଟ୍‌ରେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ଯେ କର୍ଣ୍ଣାଟକର ଧରୱାଡ ଜିଲ୍ଲାକୁ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଲଷ୍ଟର ମିଳିଛି । ଏହି କ୍ଲଷ୍ଟର ୧୫୦୦ କୋଟି ଟଙ୍କାର ବିନିଯୋଗକୁ ଆକର୍ଷିତ କରିବ ଏବଂ ୧୮,୦୦୦ ନିଯୁକ୍ତି ସୃଷ୍ଟି କରିବ, ଯାହା ଜିଲ୍ଲା ତଥା ରାଜ୍ୟର ଅର୍ଥନୀତିକୁ ମଜବୁତ କରିବ ।

କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଟୁଇଟ୍‍ର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଏହା ଧରୱାଡ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ବହୁତ ଉପକୃତ କରିବ । ଏହା ଉତ୍ପାଦନ ଏବଂ ନବସୃଜନ ଜଗତରେ କର୍ଣ୍ଣାଟକର ପଦକ୍ଷେପକୁ ମଧ୍ୟ ଆଗକୁ ନେବ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 52,000 Indians return safely from Gulf amid Iran war: MEA

Media Coverage

Over 52,000 Indians return safely from Gulf amid Iran war: MEA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 10, 2026
March 10, 2026

Citizens Appreciate India’s Digital Leap and Green Triumphs Under the Leadership of PM Modi