French defence minister meets PM Modi, condemns terror attack in Uri, Jammu and Kashmir
France stands with India in the fight against terrorism: French Minister Jean-Yves Le Drian
PM Modi welcomes signing of the inter-governmental agreement on purchase of 36 Rafale aircraft from France

ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ମିଷ୍ଟର ଜାଁ-ଭେସ ଲି ଦ୍ରିଆନ ଆଜି (23.09.2016) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ ।

ଜାମ୍ମୁ-କାଶ୍ମୀରର ଉରିଠାରେ ସେପ୍ଟେମ୍ବର 18, 2016ରେ ସୀମାପାର ଆତଙ୍କବାଦ ଆକ୍ରମଣରେ ମୃତକଙ୍କ ପ୍ରତି ମନ୍ତ୍ରୀ ଲି ଦ୍ରିଆନ ସମବେଦନା ଜଣାଇଥିଲେ । ସେ କହିଥିଲେ ଯେ, ଆତଙ୍କବାଦ ବିରୁଦ୍ଧରେ ଭାରତ ସହିତ ଫ୍ରାନ୍ସ ରହିଛି ।

ମନ୍ତ୍ରୀ ଲି ଦ୍ରିଆନ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ସଦ୍ୟତମ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

 

36ଟି ରାଫେଲ ଯୁଦ୍ଧବିମାନ ଖର୍ଦ୍ଦିର ଆନ୍ତଃ-ସରକାରୀ ରାଜିନାମା ସ୍ୱାକ୍ଷରକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହିତ ଏହାର ତୁରନ୍ତ ଓ ସମୟୋଚିତ କାର୍ଯ୍ୟକାରିତା ପାଇଁ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi