ସେୟାର
 
Comments

ଦେଶର ବିଭିନ୍ନ ସ୍ଥାନରୁ କେଭାଡିଆ ସହ ରେଳ ସଂଯୋଗ ସମସ୍ତଙ୍କ ନିମନ୍ତେ ଏକ ଗୌରବର ସ୍ମରଣୀୟ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଦେଶ ବିଭିନ୍ନ ସ୍ଥାନରୁ ଗୁଜରାଟର କେଭାଡିଆକୁ ଆଠଟି ଟ୍ରେନ ଭିଡିଓ କନ୍‌ଫରେନ୍ସି ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିବା ଅବସରରେ ଶ୍ରୀମୋଦି ଏହା କହିଛନ୍ତି । ଏହାବ୍ୟତୀତ ସେ ଗୁଜରାଟରେ କେତେକ ରେଳବାଇ ସମ୍ପର୍କୀତ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କହିଛନ୍ତି।

କେଭାଡିଆ ସହ ଚେନ୍ନାଇ, ବାରଣାସୀ, ରେୱା, ଦାଦାର ଏବଂ ଦିଲ୍ଳୀ ସହ ନୂତନ ସଂଯୋଗ, କେଭାଡିଆ ଏବଂ ପ୍ରତାପ ନଗର ମଧ୍ୟରେ ମେମୁ ସେବା, ଜାଭୋଇ- ଚାନ୍ଦୋଡ ରେଳଲାଇନ ପ୍ରଶସ୍ତିକରଣ ଓ ଚାନ୍ଦୋଡ କେଭାଡିଆ ମଧ୍ୟରେ ନୂତନ ଲାଇନ କେଭାଡିଆର ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ପର୍ଯ୍ୟଟକ ଓ ସ୍ଥାନୀୟ ଆଦିବାସୀଙ୍କ ନିମନ୍ତେ ଲାଭଦାୟକ ହେବା ସହ ନିଯୁକ୍ତି ଓ ଆତ୍ମନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି କରିବ । ରେଳଲାଇନ ଆସ୍ଥା ଓ ବିଶ୍ୱାସର ସ୍ଥାନ କର୍ଣ୍ଣୋଲୀ, ପୋଇଚା ଏବଂ ନର୍ମଦାର ଗରୁଡେଶ୍ୱର ସହ ସଂଯୋଗ କରିବ ।

 

ଭାରତର ଅଲିମ୍ପିଆନମାନଙ୍କୁ ପ୍ରେରଣା ଦିଅନ୍ତୁ! #Cheers4India
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
India's crude steel output up 21.4% at 9.4 MT in June: Worldsteel

Media Coverage

India's crude steel output up 21.4% at 9.4 MT in June: Worldsteel
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 2, 2021
August 02, 2021
ସେୟାର
 
Comments

Citizens elated as PM Narendra Modi to be First Indian Prime Minister to Preside Over UNSC Meeting

Citizens praise Modi Govt’s resolve to deliver Maximum Governance