ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି ।

କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସରକାର ବିପଣନ ଋତୁ ୨୦୨୪-୨୫ ପାଇଁ ଖରିଫ ଫସଲର ଏମଏସପି ବୃଦ୍ଧି କରିଛନ୍ତି । ଗତ ବର୍ଷ ତୁଳନାରେ ତୈଳବୀଜ ଏବଂ ଡାଲି ଜାତୀୟ ଫସଲ ଯଥା କଳା ରାଶି (କ୍ୱିଣ୍ଟାଲ ପିଛା ୯୮୩ ଟଙ୍କା) ଏବଂ ରାଶି (କ୍ବିଣ୍ଟାଲ ପିଛା ୬୩୨/- ଟଙ୍କା) ଏବଂ ହରଡ଼ (କ୍ବିଣ୍ଟାଲ ପିଛା ୫୫୦ ଟଙ୍କା) ପାଇଁ ଏମଏସପିରେ ସର୍ବାଧିକ ନିରପେକ୍ଷ ବୃଦ୍ଧି ସୁପାରିସ କରାଯାଇଛି।

ବିପଣନ ଋତୁ ୨୦୨୪-୨୫ ପାଇଁ ସମସ୍ତ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନିମ୍ନରେ ଦିଆଗଲା

 

କ୍ୱିଣ୍ଟାଲ ପିଛା ଟଙ୍କାରେ

 

ଫସଲ

ଏମଏସପି
୨୦୨୪-୨୫

ମୂଲ୍ୟ * କେଏମଏସ
୨୦୨୪-୨୫

ଖର୍ଚ୍ଚ ଉପରେ ସୀମା (%)

ଏମଏସପି
୨୦୨୩-୨୪

୨୦୨୩-୨୪ ତୁଳନାରେ ୨୦୨୪-୨୫ରେ
ଏମଏସପି ବୃଦ୍ଧି

 

ସ୍ୟ

 

 

 

 

 

 

 

ଧାନ

ସାଧାରଣ

୨୩୦୦

୧୫୩୩

୫୦

୨୧୮୩

୧୧୭

 

ଗ୍ରେଡ୍ ଏ^

୨୩୨୦

-

-

୨୨୦୩

୧୧୭

 

ଯଅ

ହାଇବ୍ରିଡ୍

୩୩୭୧

୨୨୪୭

୫୦

୩୧୮୦

୧୯୧

 

ମାଲଦାଣ୍ଡି"

୩୪୨୧

-

-

୩୨୨୫

୧୯୬

 

ବାଜରା

୨୬୨୫

୧୪୮୫

୭୭

୨୫୦୦

୧୨୫

 

ମାଣ୍ଡିଆ

୪୨୯୦

୨୮୬୦

୫୦

୩୮୪୬

୪୪୪

 

ମକା

୨୨୨୫

୧୪୪୭

୫୪

୨୦୯୦

୧୩୫

 

ଡାଲି

 

 

 

 

 

 

ହରଡ଼

୭୫୫୦

୪୭୬୧

୫୯

୭୦୦୦

୫୫୦

 

ମୁଗ

୮୬୮୨

୫୭୮୮

୫୦

୮୫୫୮

୧୨୪

 

 

ଫସଲ

ଏମଏସପି
୨୦୨୪-୨୫

କେଏମଏସ
୨୦୨୪-୨୫ରେ ଖର୍ଚ୍ଚ *

ଖର୍ଚ୍ଚ ଉପରେ ଲାଭ ସୀମ(%)

ଏମଏସପି
୨୦୨୩-୨୪

୨୦୨୩-୨୪ ତୁଳନାରେ ୨୦୨୪-୨୫ରେ
ଏମଏସପି ବୃଦ୍ଧି

 

 

 

 

ବିରି

୭୪୦୦

୪୮୮୩

୫୨

୬୯୫୦

୪୫୦

ତୈଳବୀଜ

 

 

 

 

 

ଚିନାବାଦାମ

୬୭୮୩

୪୫୨୨

୫୦

୬୩୭୭

୪୦୬

ସୂର୍ଯ୍ୟମୁଖୀ ମଞ୍ଜି

୭୨୮୦

୪୮୫୩

୫୦

୬୭୬୦

୫୨୦

ସୋୟାବିନ୍ (ହଳଦିଆ)

୪୮୯୨

୩୨୬୧

୫୦

୪୬୦୦

୨୯୨

ରାଶି

୯୨୬୭

୬୧୭୮

୫୦

୮୬୩୫

୬୩୨

କଳା ରାଶି

୮୭୧୭

୫୮୧୧

୫୦

୭୭୩୪

୯୮୩

ବାଣିଜ୍ୟିକ

 

 

 

 

 

କପା

(ମଧ୍ୟମ ଷ୍ଟେପଲ୍)

୭୧୨୧

୪୭୪୭

୫୦

୬୬୨୦

୫୦୧

(ଲଙ୍ଗ ଷ୍ଟେପଲର)

୭୫୨୧

-

-

୭୦୨୦

୫୦୧

 

*ଉତ୍ପାଦନ ଖର୍ଚ୍ଚରେ ଫସଲ ଅମଳ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରାଯାଉଥିବା ସବୁ ବ୍ୟୟ ସାମିଲ ରହିଛି । ଏଥିରେ ଶ୍ରମିକବଳଦ ଶ୍ରମ/ମେସିନ ଶ୍ରମଜମି ଭାଗ ପାଇଁ ଖର୍ଚ୍ଚବିହନସାରଖତଜଳସେଚନ ଶୁଳ୍କଉପକରଣ ଏବଂ କୃଷି ଭବନ ଉପଯୋଗ ବାବଦ ଖର୍ଚ୍ଚଚଳନ୍ତି ପୁଞ୍ଜି ଉପରେ ସୁଧପମ୍ପ ସେଟ୍‌ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଆଦି ସମେତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମର ଲାଗୁ ମୂଲ୍ୟ ସାମିଲ ରହିଛି ।

ଧାନ (ଗ୍ରେଡ୍ ଏ), ଜୁଆର (ମାଲଦାଣ୍ଡି) ଏବଂ କପା (ଲଙ୍ଗ ଷ୍ଟେପଲ) ପାଇଁ ଏକ ମୂଲ୍ୟ ତଥ୍ୟ ପୃଥକ ଭାବରେ ସଂକଳିତ କରାଯାଏ ନାହିଁ।

 

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ମୂଲ୍ୟର ଅତି କମରେ ୧.୫ ଗୁଣ ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ବଜେଟ ୨୦୧୮-୧୯ରେ ଘୋଷଣା କରାଯାଇଥିଲା। ଏହାକୁ ଆଧାର କରି ବିପଣନ ଋତୁ ୨୦୨୪-୨୫ ପାଇଁ ଖରିଫ ଫସଲର ଏମଏସପି ବୃଦ୍ଧି କରାଯାଇଛି। କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ ଆଶାନୁରୂପ ଲାଭ ସୀମା ବାଜରା (୭୭%) ଏବଂ ହରଡ଼ (୫୯%) କ୍ଷେତ୍ରରେ ସର୍ବାଧିକ ହେବ ବୋଲି ଆକଳନ କରାଯାଇଛି। ଏହାପଛକୁ ମକା (୫୪%) ଓ ହରଡ଼ (୫୨%)ରୁ ଦ୍ୱିତୀୟ ସର୍ବାଧିକ ଲାଭ ମିଳିବ । ଅବଶିଷ୍ଟ ଫସଲ ପାଇଁ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ବାବଦରେ ୫୦ ପ୍ରତିଶତ ମାର୍ଜିନ ମିଳିବ ବୋଲି ଆକଳନ କରାଯାଇଛି ।

ବିଗତ ବର୍ଷମାନଙ୍କରେ ସରକାର ଡାଲି ଜାତୀୟ ଓ ତୈଳବୀଜ ଏବଂ ପୋଷ-ଶସ୍ୟ/ ଶ୍ରୀ ଅନ୍ନ ଭଳି ଶସ୍ୟ ବ୍ୟତୀତ ଅନ୍ୟ ଫସଲ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି।

ଖରିଫ ବିପଣନ ଋତୁ ଅଧୀନରେ ୨୦୦୩-୦୪ରୁ ୨୦୧୩-୧୪ ମଧ୍ୟରେ ୧୪ଟି ଫସଲକୁ ସାମିଲ କରାଯାଇଥିଲା। ଏହି ସମୟ ମଧ୍ୟରେ ଏମଏସପିରେ ସର୍ବନିମ୍ନ ନିରପେକ୍ଷ ବୃଦ୍ଧି ବାଜରା ପାଇଁ କ୍ୱିଣ୍ଟାଲ ପିଛା ୭୪୫/- ଟଙ୍କା ଥିଲା ଏବଂ ମୁଗ ପାଇଁ କ୍ୱିଣ୍ଟାଲ ପିଛା ସର୍ବାଧିକ ନିରପେକ୍ଷ ବୃଦ୍ଧି ୩,୧୩୦/- ଟଙ୍କା ଥିଲା । ଅନ୍ୟପକ୍ଷରେ ୨୦୧୩-୧୪ରୁ ୨୦୨୩-୨୪ ମଧ୍ୟରେ ମକା ପାଇଁ ସର୍ବନିମ୍ନ ଏମଏସପି କୁଇଣ୍ଟାଲ ପିଛା ୭୮୦/- ଟଙ୍କା ଏବଂ କଳା ରାଶି ପାଇଁ କ୍ୱିଣ୍ଟାଲ ପିଛା ସର୍ବାଧିକ ୪,୨୩୪/- ଟଙ୍କା ବୃଦ୍ଧି ହୋଇଥିଲା। ଏହାର ବିବରଣୀ ସଂଲଗ୍ନକ -୧ରେ ରହିଛି।

୨୦୦୪-୦୫ରୁ ୨୦୧୩-୧୪ ମଧ୍ୟରେ ଖରିଫ ବିପଣନ ଋତୁରେ ଅନ୍ତର୍ଭୁକ୍ତ ୧୪ଟି ଫସଲ କ୍ରୟ ପରିମାଣ ୪,୬୭୫.୯୮ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍ଏମଟି) ହୋଇଥିବା ବେଳେ ୨୦୧୪-୧୫ରୁ ୨୦୨୩-୨୪ ମଧ୍ୟରେ ଏହି ଫସଲ କ୍ରୟ ୭,୧୦୮.୬୫ ଲକ୍ଷ ମେଟ୍ରିକ ଟନ୍ ଥିଲା। ବର୍ଷ ପିଛା ବିବରଣୀ ସଂଲଗ୍ନକ-୨ରେ ରହିଛି।

୨୦୨୩-୨୪ ପାଇଁ ଉତ୍ପାଦନର ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ, ଦେଶରେ ସମୁଦାୟ ଖାଦ୍ୟଶସ୍ୟ ଉତ୍ପାଦନ ୩୨୮୮.୬ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍ଏମଟି) ଏବଂ ତୈଳବୀଜ ଉତ୍ପାଦନ ୩୯୫.୯ ଲକ୍ଷ ଏଲଏମଟି ଛୁଇଁଛି। ୨୦୨୩-୨୪ ରେ ଚାଉଳ, ଡାଲି, ତୈଳବୀଜ ଓ ପୁଷ୍ଟିକର ଖାଦ୍ୟଶସ୍ୟ/ଶ୍ରୀ ଅନ୍ନ ଓ କପାର ଖରିଫ ଉତ୍ପାଦନ ଯଥାକ୍ରମେ ୧୧୪୩.୭ ଏଲଏମଟି, ୬୮.୬ ଏଲଏମଟି, ୨୪୧.୨ ଏଲଏମଟି, ୧୩୦.୩ ଲକ୍ଷ ଏଲଏମଟି ଓ ୩୨୫.୨ ଲକ୍ଷ ଗଣ୍ଠିଲି ହେବ ବୋଲି ଆକଳନ କରାଯାଇଛି।

ସଂଲଗ୍ନକ-୧ କ୍ୱିଣ୍ଟାଲ ପିଛା ଟଙ୍କା

ଫସଲ

ଏମଏସପି
୨୦୦୩-୦୪

ଏମଏସପି
୨୦୧୩-୧୪

ଏମଏସପି
୨୦୨୩-୨୪

. .

୨୦୦୩-୦୪ ତୁଳନାରେ ୨୦୧୩-୧୪ରେ ଏମଏସପି ବୃଦ୍ଧି

. .

୨୦୧୩-୧୪ ତୁଳନାରେ ୨୦୨୩-୨୪ରେ ଏମଏସପି ବୃଦ୍ଧି

 

ଶସ୍ୟ

 

A

B

C

D=B-A

E=C-B

 

ଧାନ

ସାଧାରଣ

୫୫୦

୧୩୧୦

୨୧୮୩

୭୬୦

୮୭୩

 

ଗ୍ରେଡ୍ ଏ^

୫୮୦

୧୩୪୫

୨୨୦୩

୭୬୫

୮୫୮

 

ଯଅ

ହାଇବ୍ରିଡ୍

୫୦୫

୧୫୦୦

୩୧୮୦

୯୯୫

୧୬୮୦

 

ମାଲଦାଣ୍ଡି ଏ

-

୧୫୨୦

୩୨୨୫

 

୧୭୦୫

 

ବାଜରା

୫୦୫

୧୨୫୦

୨୫୦୦

୭୪୫

୧୨୫୦

 

ମାଣ୍ଡିଆ

୫୦୫

୧୫୦୦

୩୮୪୬

୯୯୫

୨୩୪୬

 

ମକା

୫୦୫

୧୩୧୦

୨୦୯୦

୮୦୫

୭୮୦

 

ଡାଲି

 

 

 

 

 

 

ହରଡ଼

୧୩୬୦

୪୩୦୦

୭୦୦୦

୨୯୪୦

୨୭୦୦

 

ମୁଗ

୧୩୭୦

୪୫୦୦

୮୫୫୮

୩୧୩୦

୪୦୫୮

 

ବିରି

୧୩୭୦

୪୩୦୦

୬୯୫୦

୨୯୩୦

୨୬୫୦

 

ତୈଳବୀଜ

 

 

 

 

 

 

ଚିନାବାଦାମ

୧୪୦୦

୪୦୦୦

୬୩୭୭

୨୬୦୦

୨୩୭୭

 

ସୂର୍ଯ୍ୟମୁଖୀ ମଞ୍ଜି

୧୨୫୦

୩୭୦୦

୬୭୬୦

୨୪୫୦

୩୦୬୦

 

ସୋୟାବିନ୍ (ହଳଦିଆ)

୯୩୦

୨୫୬୦

୪୬୦୦

୧୬୩୦

୨୦୪୦

 

ରାଶି

୧୪୮୫

୪୫୦୦

୮୬୩୫

୩୦୧୫

୪୧୩୫

 

କଳା ରାଶି

୧୧୫୫

୩୫୦୦

୭୭୩୪

୨୩୪୫

୪୨୩୪

 

 

 

ବାଣିଜ୍ୟିକ

 

 

 

 

କପା

(ମାଧ୍ୟମ)

ଷ୍ଟେପଲ)

୧୭୨୫

୩୭୦୦

୬୬୨୦

୧୯୭୫

୨୯୨୦

 

(ଲଙ୍ଗ ଷ୍ଟେପଲ)"

୧୯୨୫

୪୦୦୦

୭୦୨୦

୨୦୭୫

୩୦୨୦

 

 

ସଂଲଗ୍ନକ - 

ଖରିଫ ଫସଲ କ୍ରୟ ୨୦୦୪-୦୫ରୁ ୨୦୧୩-୧୪ ଓ ୨୦୧୪-୧୫ରୁ ୨୦୨୩-୨୪

ଏଲମଟିରେ

 

ଫସଲ

୨୦୦୪-୦୫ରୁ ୨୦୧୩-୧୪

୨୦୧୪-୧୫ରୁ ୨୦୨୩-୨୪

 

ଶସ୍ୟ

 

A

B

 

ଧାନ

,୫୯୦.୩୯

,୯୧୪.୯୮

 

ଯଅ

.୯୨

.୬୪

 

ବାଜରା

.୯୭

୧୪.୦୯

 

ମାଣ୍ଡିଆ

.୯୨

୨୧.୩୧

 

ମକା

୩୬.୯୪

.୨୦

 

ଡାଲି

 

 

 

ହରଡ଼

.୬୦

୧୯.୫୫

 

ମୁଗ

.୦୦

 

ବିରି

.୮୬

.୭୫

 

ତୈଳବୀଜ

 

 

 

ଚିନାବାଦାମ

.୪୫

୩୨.୨୮

 

ସୂର୍ଯ୍ୟମୁଖୀ ମଞ୍ଜି

.୨୮

 

 

ସୋୟାବିନ୍ (ହଳଦିଆ)

.୦୧

.୧୦

 

ରାଶି

.୦୫

.୦୩

 

କଳା ରାଶି

.୦୦

.୦୦

 

ବାଣିଜ୍ୟିକ

 

 

 

କପା

୩୪.୫୯

୬୩.୪୧

 

ସମୁଦାୟ

,୬୭୫.୯୮

,୧୦୮.୬୫

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets everyone on the occasion of Independence Day
August 15, 2026
PM remembers the courage, sacrifice, and unwavering commitment of the countless freedom fighters

Prime Minister Shri Narendra Modi today extended his warm greetings to the nation on the occasion of Independence Day. He noted that this national festival serves as a poignant reminder of the incredible courage, tireless struggle, and unparalleled dedication of our brave freedom fighters to the motherland, which ensured the end of colonial rule.

​The Prime Minister observed that their dreams continue to inspire us, urging citizens to adopt their ideals as we collectively work to realize the resolution of a Viksit Bharat.

​Shri Modi highlighted that, powered by 140 crore Indians, our nation is scaling new heights of progress across different sectors. He expressed his hope that this developmental journey will keep progressing at an even greater pace in the times to come.

​In a post on X, the Prime Minister wrote:

​"Warm greetings on the occasion of Independence Day.

​We remember with gratitude the countless freedom fighters whose courage, sacrifice and unwavering commitment ensured the end of colonial rule. Their dreams continue to inspire us as we work together to build a Viksit Bharat.

​Powered by 140 crore Indians, our nation is scaling new heights of progress across different sectors. May this journey keep progressing at an even greater pace in the times to come.

​सभी देशवासियों को स्वतंत्रता दिवस की असीम शुभकामनाएं।

​यह राष्ट्रीय पर्व हमें देश के वीर सेनानियों के अद्भुत साहस, अथक संघर्ष और मातृभूमि के प्रति अतुलनीय समर्पण का स्मरण कराता है।

​आइए, उनके आदर्शों को अपनाकर विकसित भारत के संकल्प को साकार करें।"