ଲାଲ୍ କିଲାର ପ୍ରଚୀରରୁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 77ତମ ସ୍ବାଧୀନତା ଦିବସ ଅବସରରେ ଆଜି କହିଛନ୍ତି ଯେ ସରକାର ଗ୍ରାମରେ 2 କୋଟି ‘ଲକ୍ଷପତି ଦିଦି’ କରିବାର ଲକ୍ଷ୍ୟ ନେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସହିତ କାମ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି 10 କୋଟି ମହିଳାମାନେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହିତ ସାମିଲ୍ ରହିଛନ୍ତି। ‘‘ଗାଁ ରେ ଆଜି ସଭିଙ୍କୁ ବ୍ୟାଙ୍କରେ ଦିଦି, ଅଙ୍ଗନବାଡ଼ିରେ ଦିଦି ଏବଂ ଔଷଧ ଉପଲବ୍ଧ କରାଇବା ପାଇଁ ଦିଦି ମିଳିପାରିବେ।’’

ପ୍ରଧାନମନ୍ତ୍ରୀ କୃଷି ପ୍ରଯୁକ୍ତି ବିଷୟରେ କହିଛନ୍ତି ଏବଂ ଗ୍ରାମୀଣ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତିର କ୍ଷମତାର ଲାଭ ଉଠଇବା ପାଇଁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 15,000 ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ୍ ଚଲାଇବା ଏବଂ ଏହାର ମରାମତି ପାଇଁ ଋଣ ଓ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ‘ଡ୍ରୋନର ଉଡ଼ାନ୍’ ର ଶକ୍ତି ପ୍ରଦାନ କରାଯିବ। 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s petroleum products’ exports surge 8% in July

Media Coverage

India’s petroleum products’ exports surge 8% in July
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 27, 2026
August 27, 2026

Make in India Goes Global: Engineering Boom, Rice Triumph & EU FTA Breakthrough Under PM Modi