ବସନ୍ତ -ବସନ୍ତର ଆଗମନ 

ବହୁତ ବ୍ୟସ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଜିଂଜ୍ଞାସା ପାଠକ ଏବଂ ତାଙ୍କୁ ଲେଖିବା ଭାରି ପସନ୍ଦ ,ସେ ଗଦ୍ୟ ହେଉ କିମ୍ବା ପଦ୍ୟ ହେଉ ।
ପ୍ରଧାନମନ୍ତ୍ରୀ ବସନ୍ତ ଉପରେ ଏକ କବିତା ରଚନା କରିଛନ୍ତି ଯାହାର ନାମ 'ବସନ୍ତର ଆଗମନ '। ଏହି କବିତାକୁ ଗାୟକ ପାର୍ଥିବ ଗୋହିଲ ସ୍ୱର ଦେଇଛନ୍ତି । ଏଠାରେ ସେହି କବିତା ଅଛି ଏବଂ ତା'ସହିତ ଭିଡିଓ ଲିଙ୍କ ମଧ୍ୟ ଅଛି ।
ପ୍ରକୃତି ଦୂତଙ୍କ ମିଠା ଗୀତ ,ମାଟିର ତାଜା ସୁଗନ୍ଧ ,ଫୁଲ ଖେଳିବା.......ଏହି ସବୁ ଜିନିଷ ବସନ୍ତ ଆଗମନର ସୂଚନା ଦେଉଛି ;ଏବଂ କ୍ୟାଲେଣ୍ଡର କହୁଛି କି ଏବେ ବସନ୍ତ ଆସିଗଲା
। ଏହିପରି ସମୟରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭିତରେ ଲୁଚି ରହିଥିବା ଜଣେ କବି ଜାଗୃତ ହୋଇଯାଏ ଏବଂ ଏହା କବିତାର ରୂପ ନେଇଥାଏ ....

 

ଏକ ଶୁଭଚିନ୍ତକ ଦ୍ଵାରା କବିତାର ଅନୁବାଦର ହିନ୍ଦୀ ସଂସ୍କରଣ–

अंत में आरंभ है, आरंभ में है अंत,

हिय में पतझर के कूजता वसंत।

सोलह बरस की वय, कहीं कोयल की लय, किस पर है उछल रहा पलाश का प्रणय ?

लगता हो रंक भले, भीतर श्रीमंत

हिय में पतझर के कूजता वसंत।

किसकी शादी है, आज यहाँ बन में ? फूट रहे, दीप-दीप वृक्षों के तन में

देने को आशीष आते हैं संत,

हिय में पतझर के कूजता वसंत।

 

ଏକ ଶୁଭଚିନ୍ତକ ଦ୍ଵାରା କବିତାର ଅନୁବାଦର ଇଂଗ୍ରେଜୀ ସଂସ୍କରଣ–

All that begins meets an end, Every end onsets a new beginning,

From the heart of autumn Rises the spring…

At sweet sixteen, melody of a cuckoo within On whom showers romance, the flowers of spring?

Appearing poor, but rich within…

From the heart of autumn Rises the spring…

Who’s getting wedded in woods? Each tree is lit in festive moods!

Bestowed with divine blessing

From the heart of autumn Rises the spring…

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
82 km in less than 1 hour: Delhi-Meerut Namo Bharat corridor set for full opening on Feb 22

Media Coverage

82 km in less than 1 hour: Delhi-Meerut Namo Bharat corridor set for full opening on Feb 22
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 22, 2026
February 22, 2026

From Hours to Minutes: PM Modi’s Vision Turns Namo Bharat into Atmanirbhar Chips, AI & Global Pride