ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜୁନ ୨୧ରେ ହେବାକୁ ଥିବା ନବମ ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କରେ ଦେଶବାସୀଙ୍କୁ ସ୍ମରଣ କରାଇ ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଆସନ୍ତୁ ପ୍ରସ୍ତୁତ ହେବା ଏବଂ ଆମ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଏହି ପ୍ରାଚୀନ ସ୍ୱାସ୍ଥ୍ୟ ପଦ୍ଧତିକୁ ପାଳନ କରିବା ।
ଆୟୁଷ ମନ୍ତ୍ରାଳୟର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଆଉ ମାତ୍ର ତିନି ସପ୍ତାହ ବାକି!
ଆସନ୍ତୁ ପ୍ରସ୍ତୁତ ହେବା ଏବଂ ଆମ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଏହି ପ୍ରାଚୀନ ବ୍ୟବସ୍ଥାକୁ ପାଳନ କରିବା । ଆସନ୍ତୁ ଆମେ ଏକ ସୁସ୍ଥ ଓ ସୁଖୀ ସମାଜ ନିର୍ମାଣ କରିବା ।”
The 2022-23 GDP growth figures underscore the resilience of the Indian economy amidst global challenges. This robust performance along with overall optimism and compelling macro-economic indicators, exemplify the promising trajectory of our economy and the tenacity of our people.
— Narendra Modi (@narendramodi) May 31, 2023


