ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉଲ୍ଲେଖନୀୟ ଅଭିଭାଷଣକୁ ପ୍ରଶଂସା କରିଛନ୍ତି।
ଗୃହମନ୍ତ୍ରୀ ତାଙ୍କ ଅଭିଭାଷଣରେ ଦୃଢ଼ ତଥ୍ୟ ଉପସ୍ଥାପନ କରିଥିଲେ ଯାହା ଭାରତର ନିର୍ବାଚନ ପ୍ରକ୍ରିୟାର ବିବିଧ ଦିଗ ଏବଂ ଦେଶର ଗଣତନ୍ତ୍ରର ସ୍ଥାୟୀ ଶକ୍ତିକୁ ରେଖାଙ୍କିତ କରିଥିଲା।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
"ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଜୀଙ୍କ ଏକ ଉଲ୍ଲେଖନୀୟ ଅଭିଭାଷଣ। ବାସ୍ତବ ତଥ୍ୟ ସହିତ, ସେ ଆମ ନିର୍ବାଚନ ପ୍ରକ୍ରିୟାର ବିବିଧ ଦିଗ, ଆମ ଗଣତନ୍ତ୍ରର ଶକ୍ତି ଉପରେ ଆଲୋକପାତ କରିଛନ୍ତି ଏବଂ ବିରୋଧୀଙ୍କ ମିଛକୁ ମଧ୍ୟ ଉନ୍ମୋଚନ କରିଛନ୍ତି ।’’
An outstanding speech by Home Minister Shri Amit Shah Ji. With concrete facts, he has highlighted diverse aspects of our electoral process, the strength of our democracy and also exposed the lies of the Opposition. https://t.co/oRI21Eij8H
— Narendra Modi (@narendramodi) December 10, 2025


