ପ୍ରଧାନମନ୍ତ୍ରୀ ମୋଦୀ ସେତୁବନ୍ଧାସନ ଅଭ୍ୟାସର ଏକ 3ଡି ଏନିମେଟଡ ଭିଡିଓ ସେୟାର କରିଛନ୍ତି । ପିଠିର ମାଂସପେଶୀକୁ ମଜବୁତ ପ୍ରଦାନ କରିବା ,ପାଚନରେ ସୁଧାର ଆଣିବା ଏବଂ ହୃଦୟର କାଯ୍ୟକ୍ଷମତାରେ ସୁଧାର କରିବା ଆଦି ଭଳି ବିଭିନ୍ନ ଲାଭ ଏହି ଆସନର ରହିଛି ।
ପ୍ରଧାନମନ୍ତ୍ରୀ ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ଏହିପରି ବିଭିନ୍ନ ଭିଡିଓ ସେୟାର କରୁଛନ୍ତି ।
How about devoting some time to Setu Bandhasana? I am sure you will enjoy this Asana. Watch this video. #4thYogaDay pic.twitter.com/EOMPUhuwwe
— Narendra Modi (@narendramodi) May 24, 2018


