୧୦୮ ସ୍ଥାନରେ ଏକକାଳୀନ ବହୁସଂଖ୍ୟାରେ ଲୋକ ସୂର୍ଯ୍ୟ ନମସ୍କାର କରି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟକୁ ଅଭିନନ୍ଦନ ଜଣାଇଛନ୍ତି ।

 

ସୂର୍ଯ୍ୟ ନମସ୍କାରକୁ ନିଜ ଦୈନନ୍ଦିନ ଜୀବନର ଏକ ଅଂଶ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ବହୁସଂଖ୍ୟାରେ ଲୋକ ୧୦୮ ସ୍ଥାନରେ ଏକକାଳୀନ ସୂର୍ଯ୍ୟନମସ୍କାର ଦ୍ୱାରା ଏକ ଗିନିଜ୍ ବୁକ୍ ରେକର୍ଡ କରି ଗୁଜରାଟ ୨୦୨୪କୁ ଉଲ୍ଲେଖନୀୟ ଢଙ୍ଗରେ ସ୍ୱାଗତ କରିଛି! ଆମେ ସମସ୍ତେ ଜାଣୁ  ୧୦୮ ନମ୍ବର ଆମ ସଂସ୍କୃତିରେ ଏକ ବିଶେଷ ମହତ୍ତ୍ୱ ରଖେ । ଆୟୋଜନସ୍ଥଳୀ ସ୍ଥଳୀ ମଧ୍ୟରେ ପ୍ରତିଷ୍ଠିତ ମୋଧେରା ସୂର୍ଯ୍ୟ ମନ୍ଦିର ମଧ୍ୟ ରହିଛି, ଯେଉଁଠି ଅନେକ ଲୋକ ସାମିଲ ହୋଇଥିଲେ । ଏହା ବାସ୍ତବରେ ଯୋଗ ଏବଂ ଆମ ସାଂସ୍କୃତିକ ଐତିହ୍ୟ ପ୍ରତି ପ୍ରତିବଦ୍ଧତାର ପ୍ରକୃତ ପ୍ରମାଣ ।

 

ସୂର୍ଯ୍ୟ ନମସ୍କାରକୁ ନିଜ ଦୈନନ୍ଦିନ ଜୀବନର ଅଂଶ କରିବାକୁ ମୁଁ ସଭିଁଙ୍କୁ ନିବେଦନ କରୁଛି । ଏହାର ଲାଭ ବ୍ୟାପକ ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026