ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସ୍ୱାଧୀନତା ଦିବସ ସମ୍ବୋଧନରେ ଦେଶବାସୀଙ୍କୁ, ସାମୁହିକ ସଙ୍କଳ୍ପ ନେଇ ଏକ ‘ନ୍ୟୁ ଇଣ୍ଡିଆ’ ଅଭିଯାନରେ ଦେଶକୁ ଆଗକୁ ବଢ଼ାଇବାକୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ,' 'ଚଲତା ହେ' ର ମାନସିକତା ଶେଷ ହୋଇଯାଇଛି ,ଆମକୁ 'ବଦଲ ସକତା ହେ' ର ମାନସିକତାକୁ  ନେଇ ଚାଲିବାକୁ ପଡ଼ିବ ।  ଶ୍ରୀ ମୋଦୀ ବିକାଶରୁ ଏକତା ,ଆତଙ୍କବାଦରୁ ସୁରକ୍ଷା ଏବଂ କୃଷିରୁ ପ୍ରଯୁକ୍ତିବିଦ୍ୟାର ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ଉପରେ ଆପଣଙ୍କ ମତ କ'ଣ ? ଆପଣଙ୍କ ମତ ରଖନ୍ତୁ । ତଳେ ଥିବା ଟିପ୍ପଣୀ ବିଭାଗରେ ଆପଣ ଆପଣଙ୍କ ବିଚାର ଅବା ମତ ଦେଇପାରିବେ ।

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
Unveiling India’s market magnetism: Why international brands flock to expand amidst rising opportunities

Media Coverage

Unveiling India’s market magnetism: Why international brands flock to expand amidst rising opportunities
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 16, 2024
June 16, 2024

PM Modi becomes synonymous with Viksit Bharat at home and abroad