ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମୂର୍ଣ୍ଣ ତତ୍ପରତାର ସହ କାମ କରି ଉତ୍ତର ପୂର୍ବାଞ୍ଚଳର ବିକାଶ ଆବଶ୍ୟକତା ପୂରଣ ପାଇଁ ନିଜ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।
ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଏକ ଟ୍ୱିଟ ଶୃଙ୍ଖଳ, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କ ପୂର୍ବାଞ୍ଚଳ ପ୍ରତି ଆଗ୍ରହ ଓ ଯୋଗଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ, ତାର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆମେ ସମୂର୍ଣ୍ଣ ତତ୍ପରତାର ସହ କାମ କରି ଉତ୍ତର ପୂର୍ବାଞ୍ଚଳର ବିକାଶ ଆବଶ୍ୟକତା ପୂରଣ କରିବୁ ।”
We will continue working with full vigour and fulfil the development needs of the Northeast. https://t.co/dYMfvIWqew
— Narendra Modi (@narendramodi) March 6, 2023


