ଉତ୍ତରପ୍ରଦେଶର ଲଖିମପୁରରେ ଏକ ଜନସଭାକୁ ସମ୍ବୋଧିତ କରି କରିବାବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଲେ ରାଜ୍ୟର ସରକାର ଜନତାଙ୍କୁ କହିବା ଉଚିତ କି ସେମାନେ ପାଞ୍ଚ ବର୍ଷରେ ବିକାଶ ପାଇଁ କ'ଣ କାମ କରିଛନ୍ତି । ସେ କହିଲେ ନିର୍ବାଚନ ପାଇଁ ୟୁପି ସରକାର ଅସମ୍ପୂର୍ଣ୍ଣ ଥିବା ଲଖନଉ ମେଟ୍ରୋକୁ ଉଦ୍ଘାଟନ କରିଦେଲେ । ଶ୍ରୀ ମୋଦୀ କହିଲେ ,'ଆଗାମୀ ବିଧାନସଭା ନିର୍ବାଚନକୁ ଦେଖି ୟୁପି ସରକାର ଲଖନଉରେ ଅସମ୍ପୂର୍ଣ୍ଣ ଥିବା ମେଟ୍ରୋକୁ ଉଦ୍ଘାଟନ କରିଦେଲେ ,ମୁଁ ଅଖିଳେସ ଜି ଙ୍କୁ ମେଟ୍ରୋରେ ଯାତ୍ରା ପାଇଁ ଆମଂତ୍ରଣ କରୁଛି ,ଏହି ଅବସରରେ ମୁଁ ତାଙ୍କ ସହିତ ଉପସ୍ଥିତ ରହିବି । ମୁଁ ତ ଦେଖିକି ଛାନିଆ ହେଉଛି ନା ମେଟ୍ରୋ ଚାଲୁଛି ନା ମେଟ୍ରୋ ଷ୍ଟେସନ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଛି ,କିଭଳି ପ୍ରକଳ୍ପର ଉଦ୍ଘାଟନ କରିଦେଲେ ।'

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କଲେ କି ଏଭଳି ହସ୍ପିଟାଲ ମଧ୍ୟ ୟୁପି ସରକାର ଉଦ୍ଘାଟନ କରିଛନ୍ତି ଯେଉଁଠାରେ ନା ଡାକ୍ତର ଅଛନ୍ତି ନା କୌଣସି ଚିକିତ୍ସା ସୁବିଧା ଏବେପର୍ଯ୍ୟନ୍ତ ଉପଲବ୍ଧ ହେଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi