Groups of Secretaries to the Government of India, today presented ideas on Education and Crisis Management to PM Modi

ଭାରତ ସରକାରଙ୍କ ଦୁଇଟି ଉଚ୍ଚସ୍ତରୀୟ ସଚିବ ଗୋଷ୍ଠୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଶିକ୍ଷା ଓ ସଙ୍କଟ ପରିଚାଳନା ସମ୍ପର୍କରେ ସେମାନଙ୍କର ଅଭିମତ ଉପସ୍ଥାପନ କରିଛନ୍ତି ।

ଏହି ଉପସ୍ଥାପନା ବେଳେ କେନ୍ଦ୍ରମନ୍ତ୍ରୀ ବୃନ୍ଦ ଏବଂ ନୀତି ଆୟୋଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗ ଉପରେ 9 ଟି ଅଭିମତ ଉପସ୍ଥାପନା କରାଯାଇଛି ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ନୂଆ ନୂଆ ଭାବନା ଓ ଚିନ୍ତାଧାରାକୁ ମୁକ୍ତ ମନରେ ବିଚାର କରିବେ । ପ୍ରଶାସନ ସମ୍ପର୍କରେ ସାମଗ୍ରୀକ ଭାବେ ଚିନ୍ତା କରିବା ଏବଂ ପରିଣାମଭିତ୍ତିକ କାର୍ଯ୍ୟକୁ ଅଗ୍ରାଧିକାର ଦେବା ଲାଗି ପ୍ରଧାନମନ୍ତ୍ରୀ ଏହି ଅବସରରେ ସଚିବମାନଙ୍କୁ ପରାମର୍ଶ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'BRICS 2026 becomes major Bharat achievement for PM Narendra Modi'

Media Coverage

'BRICS 2026 becomes major Bharat achievement for PM Narendra Modi'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 15, 2026
September 15, 2026

A Mandate of Performance: Civic Wins, IPO Surge and Neighbourly Power Reflect Faith in PM Modi’s Leadership