ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାରଙ୍କ ପଦକ୍ଷେପଗୁଡ଼ିକର ପ୍ରଭାବ ବାବଦରେ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଜୋଶୀଙ୍କ ଏକ ଟୁଇଟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
ଉନ୍ନତ ମାନର ତଥା ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆମର ପ୍ରୟାସ କିପରି ଏକ ସୁସ୍ଥ ଭାରତ ଗଠନ ଦିଗରେ ସହାୟକ ହେଉଛି ଏବଂ ଅନେକ ଲୋକଙ୍କୁ ସାହାଯ୍ୟ କରୁଛି ତାହାର ଆଉ ଏକ ଉଦାହରଣ ।
Yet another example of how our efforts to provide top quality and affordable healthcare are contributing towards a healthier India and helping several people. https://t.co/XdnTF6pDXj
— Narendra Modi (@narendramodi) April 26, 2023
ಕೈಗೆಟಕುವ ದರದಲ್ಲಿ ಉತ್ತಮ ಗುಣಮಟ್ಟದ ಆರೋಗ್ಯ ಸೇವೆಯನ್ನು ಜನರಿಗೆ ಒದಗಿಸುವ ನಮ್ಮ ಪ್ರಯತ್ನ ಅನೇಕ ಮಂದಿಗೆ ಸಹಾಯ ಮಾಡಿ ಆರೋಗ್ಯಕರ ಭಾರತ ನಿರ್ಮಾಣಕ್ಕೆ ಯಾವ ರೀತಿ ಕೊಡುಗೆ ನೀಡುತ್ತದೆ ಎಂಬುದಕ್ಕೆ ಇದು ಮತ್ತೊಂದು ಉದಾಹರಣೆಯಾಗಿದೆ. https://t.co/XdnTF6pDXj
— Narendra Modi (@narendramodi) April 26, 2023


