ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସମଗ୍ର ଭାରତର ଦେଶବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି ଜୀ ପୋପ୍ ଫ୍ରାନ୍ସିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । “ସମାଜ ପ୍ରତି ପୋପ୍ ଫ୍ରାନ୍ସିସଙ୍କ ସେବାକୁ ସମଗ୍ର ବିଶ୍ୱ ସର୍ବଦା ସ୍ମରଣ କରିବ” ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ସମଗ୍ର ଭାରତର ଦେଶବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି ଜୀ ପୋପ୍ ଫ୍ରାନ୍ସିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସମାଜ ପ୍ରତି ପୋପ୍ ଫ୍ରାନ୍ସିସଙ୍କ ସେବାକୁ ସମଗ୍ର ବିଶ୍ୱ ସର୍ବଦା ସ୍ମରଣ କରିବ ।”
Rashtrapati Ji pays homage to His Holiness, Pope Francis on behalf of the people of India. The world will always remember his service to society. https://t.co/eW73nRp4MZ
— Narendra Modi (@narendramodi) April 26, 2025


