ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ଵ ଶର୍ମା ଏବଂ ଅନ୍ୟ ମନ୍ତ୍ରୀଗଣ ଆସାମରେ ଶପଥ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ହିମନ୍ତ ବିଶ୍ଵ ଶର୍ମା ଜୀ ଏବଂ ଆଜି ଶପଥ ଗ୍ରହଣ କରିଥିବା ଅନ୍ୟ ମନ୍ତ୍ରୀଗଣଙ୍କୁ ଶୁଭେଚ୍ଛା । ମୋର ପୂର୍ଣ୍ଣ ବିଶ୍ଵାସ ଅଛି ଯେ, ଏହି ଦଳ ଆସାମର ବିକାଶ ଯାତ୍ରାକୁ ଗତିଶୀଳ କରିବା ସହିତ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବ” ।
Congratulations to @himantabiswa Ji and the other Ministers who took oath today. I am confident this team will add momentum to the development journey of Assam and fulfil aspirations of the people.
— Narendra Modi (@narendramodi) May 10, 2021


