The amazing talent of my young friends filled me with new energy: PM

ପ୍ରଧାନମନ୍ତ୍ରୀ: ଆଚ୍ଛା, ତେବେ ତମେ ମଧ୍ୟ ଜଣେ କଳାକାର?

ବିଦ୍ୟାର୍ଥୀ: ସା,ର୍ ଏହା ଆପଣଙ୍କର କବିତା ।

ପ୍ରଧାନମନ୍ତ୍ରୀ:ତୁମେ ମୋର କବିତା ଗାଇବ ।

ବିଦ୍ୟାର୍ଥୀ: ଆପନେ ମନ ମେଁ ଲକ୍ଷ୍ୟ ଲିୟେ, ମଁଜିଲ ଆପନୀ ପ୍ରତ୍ୟେକ୍ଷ ଲିୟେ

ହମ୍ ତୋଡ ରହେ ହେଁ ଜୀ ଜୀଉରେଁ , ହମ ବଦଲ ରହେ ହେଁ, ତକଦିରେଁ

ୟେ ନବୟୁବ ହେ, ୟେ ନବ ଭାରତ, ହମ ଖୁଦ୍ ଲିଖେଙ୍ଗେ ଅପନି ତକଦିର

ହମ ବଦଲ ରହେ ହେଁ ତସବିର, ଖୁଦ ଲିଖେଁଗେ ଅପନି ତକଦିର

ହମ୍ ନିକଲ ପଡେ ହେଁ ପ୍ରଣ କରେକେ, ତନ-ମନ ଅପନା ଅର୍ପଣ କରକେ

ଜିଦ୍‌ରେ, ଜିଦ୍ ହେ ଏକ ସୂର୍ଯ୍ୟ ଲଗାନା ହେ, ଅମ୍ବର ସେଉଁୟ ଜାନାରେ

ଏକ ଭାରତ, ନୟା ବନାନା ହେ, ଅମ୍ବର ସେ ଉଁଚା ଜାନା ହେ, ଏକ ଭାରତ ନୟା ବନାନା ହେ,

ପ୍ରଧାନମନ୍ତ୍ରୀ: ୱାଃ।

ପ୍ରଧାନମନ୍ତ୍ରୀ: ତୁମ ନାମ କ'ଣ?

 

ବିଦ୍ୟାର୍ଥୀ : ସ୍ପଷ୍ଟ ନାହିଁ।

ପ୍ରଧାନମନ୍ତ୍ରୀ: ୱାଃ ଆପଣଙ୍କୁ ଘର ମିଳିଗଲା ? ଚାଲନ୍ତୁ, ପ୍ରଗତି ହେଉଛି ନୂଆ ଘରେ, ବହୁତ ଭଲ

ବିଦ୍ୟାର୍ଥୀ : ସ୍ପଷ୍ଟ ନାହିଁ।

ପ୍ରଧାନମନ୍ତ୍ରୀ :ୱାଃ, ବଢିଆ।

ପ୍ରଧାନମନ୍ତ୍ରୀ: ୟୁପିଆଇ...

ବିଦ୍ୟାର୍ଥୀ: ହଁ, ସାର୍ । ଆଜି ପ୍ରତ୍ୟେକଙ୍କ ଘରେ ଆପଣଙ୍କ ଯୋଗୁଁ ୟୁପିଆଇ ଅଛି ....

ପ୍ରଧାନମନ୍ତ୍ରୀ: ଏହାକୁ ତୁମେ ନିଜେ ତିଆରି କରିଛ ?

ବିଦ୍ୟାର୍ଥୀ :ହଁ ।

ପ୍ରଧାନମନ୍ତ୍ରୀ: ନାଁ କଣ?

ବିଦ୍ୟାର୍ଥୀ: ଆରଣା ଚୌହାନ ।

ପ୍ରଧାନମନ୍ତ୍ରୀ: ହଁ ।

ବିଦ୍ୟାର୍ଥୀ: ମୋତେ ମଧ୍ୟ ଆପଣଙ୍କୁ ଗୋଟିଏ କବିତା ଶୁଣାଇବାକୁ ଅଛି ।

 

ପ୍ରଧାନମନ୍ତ୍ରୀ: କବିତା ଶୁଣାଇବ, ଶୁଣାଅ ।

ବିଦ୍ୟାର୍ଥୀ : "ନରେନ୍ଦ୍ରମୋଦୀ ଏକ ନାମ ହେ ଜୋ ମିତ୍ କା ନଇ ଉଡାନ ହେ,

ଆପ୍ ଲଗେ ହୋ ଦେଶ କୋ: ଉଡାନେ କେଲିୟେ, ହାମ,ଭି ଆପକେ ସାଥ ହେଁ, ଦେଶ କୋ ବଢାନେ କେଲିୟେ ।

ଯେତେବେଳେ ଆପଣ ଦେଶକୁ ଉନ୍ନତ କରିବା ପାଇଁ ଚେଷ୍ଟା କରନ୍ତି,

ଏହାର ଅଭିବୃଦ୍ଧିରେ ଯୋଗଦାନ କରିବା ପାଇଁ ଆମେ ଆପଣଙ୍କ ସହିତ ଛିଡ଼ା ହୋଇଛୁ)।

ପ୍ରଧାନମନ୍ତ୍ରୀ: ସାବାସ ।

ପ୍ରଧାନମନ୍ତ୍ରୀ: ଆପଣ ସମସ୍ତଙ୍କର ଟ୍ରେନିଂ ହୋଇଗଲା ?

ମେଟ୍ରୋ ଲୋକୋ ପାଇଲଟ: ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ: ସମ୍ଭାଳୁଛ ?

 

ମେଟ୍ରୋ ଲୋକୋ ପାଇଲଟ: ଆଜ୍ଞା, ସାର୍ ।

ପ୍ରଧାନମନ୍ତ୍ରୀ: ଆପଣ ସନ୍ତୁଷ୍ଟ ମିଳୁଛି କି ଏହି କାମରୁ ?

ମେଟ୍ରୋ ଲୋକୋ ପାଇଲଟ: ଆଜ୍ଞା ସାର । ସାର୍ ଆମେ ଭାରତର ପ୍ରଥମ (ଅସ୍ପଷ୍ଟ).... ସାର ବହୁତ ଗର୍ବ ଲାଗୁଛି, ଭଲ ଲାଗୁଛି ସାର।

ପ୍ରଧାନମନ୍ତ୍ରୀ: ବହୁତ ଧ୍ୟାନ କେନ୍ଦ୍ରିତ କରିବାକୁ ପଡୁଥିବ, କଥାବାର୍ତ୍ତା ହୋଇପାରୁ ନ ଥିବେ ?

ମେଟ୍ରୋ ଲୋକୋ ପାଇଲଟ: ନା ସାର୍‌, ଆମ ପାଖରେ ସମୟ ନ ଥାଏ ଏମିତି କିଚି କରିବାର.....(ଅସ୍ପଷ୍ଟ) ଏମିତି କିଛି ନାହିଁ ।

ପ୍ରଧାନମନ୍ତ୍ରୀ : କିଛି ହୋଇ ନ ଥାଏ ।

ଲୋକ ପାଇଲଟ୍ : ଆଜ୍ଞା ସାର ...

ପ୍ରଧାନମନ୍ତ୍ରୀ : ଚାଲନ୍ତୁ ବହୁତ ଶୁଭକାମନା ଆପଣ ସମସ୍ତଙ୍କୁ ।

 

ମେଟ୍ରୋ ଲୋକୋ ପାଇଲଟ: ଧନ୍ୟବାଦ ସାର୍ ।

ମେଟ୍ରୋ ଲୋକୋ ପାଇଲଟ୍ : ଆପଣଙ୍କୁ ସାକ୍ଷାତ କରି ଆମ ସମସ୍ତଙ୍କୁ ବହୁତ ଭଲ ଲାଗିଲା ସାର୍‌....

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"