ଶ୍ରୀ କଳ୍‌କୀ ଧାମ ମନ୍ଦିର ଭାରତର ଆଧ୍ୟାତ୍ମିକତାର ଏକ ନୂତନ କେନ୍ଦ୍ର ଭାବେ ଉଭା ହେବ
ଆଜିର ଭାରତ 'ବିକାଶ ଭି ବିରାସତ ଭି - ଐତିହ୍ୟ ସହ ବିକାଶ" ମନ୍ତ୍ର ନେଇ ଦ୍ରୁତ ଗତିରେ ଆଗକୁ ବଢୁଛି
ଭାରତର ସାଂସ୍କୃତିକ ପୁନରୁଦ୍ଧାର, ଆମ ପରିଚୟକୁ ନେଇ ଗର୍ବ ଏବଂ ଏହାକୁ ପ୍ରତିଷ୍ଠା କରିବାର ଆତ୍ମବିଶ୍ୱାସ ପଛରେ ଛତ୍ରପତି ଶିବାଜୀ ମହାରାଜ ହେଉଛନ୍ତି ପ୍ରେରଣା
"ରାମ ଲାଲାଙ୍କ ଉପସ୍ଥିତିର ଦିବ୍ୟ ଅନୁଭୂତି, ସେହି ଦିବ୍ୟ ଅନୁଭବ, ଆଜି ବି ଆମକୁ ଭାବପ୍ରବଣ କରିଥାଏ "
"ଯାହା ଆମ କଳ୍ପନା ବାହାରେ ଥିଲା , ତାହା ଏବେ ବାସ୍ତବରେ ପରିଣତ ହୋଇଛି"
ଆଜି , ଗୋଟିଏ ପଟେ ଆମ ତୀର୍ଥସ୍ଥଳର ବିକାଶ ହେଉଥିବା ବେଳେ ଅନ୍ୟପଟେ ସହରରେ ହାଇଟେକ୍ ଭିତ୍ତିଭୂମି ମଧ୍ୟ ସୃଷ୍ଟି କରାଯାଉଛି
କାଳ ଚକ୍ରରେ ପରିବର୍ତ୍ତନର ପ୍ରବର୍ତ୍ତକ ହେଉଛନ୍ତି କଳ୍‌କୀ ଏବଂ ସେ ପ୍ରେରଣାର ଉତ୍ସ ମଧ୍ୟ ଅଟନ୍ତି
ଭାରତ ଜାଣେ କିପରି ପରାଜୟର କବଳରୁ ବିଜୟ ଛଡ଼ାଇ ନିଆଯିବ
ଆଜି ପ୍ରଥମ ଥର ପାଇଁ ଭାରତ ଏପରି ସ୍ଥିତିରେ ପହଞ୍ଚିଛି, ଯେଉଁଠି ଆମେ ଅନୁସରଣ କରୁନାହୁଁ, ଆମେ ଏକ ଉଦାହରଣ ସୃଷ୍ଟି କରୁଛୁ
ଆଜିର ଭାରତରେ ଆମର ଶକ୍ତି ଅସୀମ ଏବଂ ଆମ ପାଇଁ ମଧ୍ୟ ସମ୍ଭାବନା ଅସୀମ
ଯେତେବେଳେ ବି ଭାରତ ବଡ଼ ସଂକଳ୍ପ ନେଇଥାଏ, ସେତେବେଳେ ଦିବ୍ୟ ଚେତନା ନିଶ୍ଚିତ ଭାବରେ କୌଣସି ନା କୌଣସି ରୂପରେ ଆମ ମଧ୍ୟରେ ଆସି ଆମକ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ସମ୍ବଲଠାରେ ଶ୍ରୀକଳ୍‌କୀଧାମର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ବିଶାଳ ଜନସାଧାରଣଙ୍କୁ ସମ୍ବୋଧନ ଓ ଉଦ୍‌ବୋଧନ ଦେଇଛନ୍ତି । ଏହି ଅବସରରେ ଉପସ୍ଥିତ ସାଧୁସନ୍ଥମାନଙ୍କୁ ସମ୍ବୋଧନ କରି କହିଛନ୍ତି ‘ଜୟ ମା’ କେଲା ଦେବୀ, ଜୟ ବୁଢେ ବାବାକୀ ଜୟ, ଭାରତ ମାତା କି ଜୟ ସମସ୍ତ ସଭ୍ୟମାନଙ୍କୁ ନିଜ ନିଜ ସ୍ଥାନ ଗ୍ରହଣ କରିବା ପାଇଁ ଅନୁରୋଧ କରୁଛି ।’ ଏହା ପରେ ଉତ୍ତରପ୍ରଦେଶର ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ଜୀ, ପୂଜ୍ୟ ଶ୍ରୀ ଅବଧେଷାନନ୍ଦ ଗିରିଜୀ, କଳ୍‌କୀଧାମର ମୁଖ୍ୟ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌ଜୀ, ପୂଜ୍ୟ ସ୍ୱାମୀ କୈଳାସ ନନ୍ଦ ବ୍ରହ୍ମଚାରୀ ଜୀ, ପୂଜ୍ୟ ଜଗତ୍‌ଗୁରୁ ଶ୍ରୀ ରିତେଶ୍ୱର ଜୀ, ଭାରତର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ପୂଜ୍ୟ ସନ୍ଥଗଣ ଏବଂ ପ୍ରିୟ ଶ୍ରଦ୍ଧାବାନ ଭାଇ ଓ ଭଉଣୀମାନେ, ଆପଣମାନେ ନିଜ ନିଜ ସ୍ଥାନ ଗ୍ରହଣ କରନ୍ତୁ କହି ନିଜର ବକ୍ତବ୍ୟ ଉପସ୍ଥାପନ କରିଛନ୍ତି।

ସେ କହିଛନ୍ତି ଯେ -ଆଜି ଉତ୍ତରପ୍ରଦେଶର ଭୂମିରେ ପ୍ରଭୁ ଶ୍ରୀରାମ ଓ ପ୍ରଭୃ ଶ୍ରୀକୃଷ୍ଣଙ୍କୁ  ଭକ୍ତି ଜଣାଇ ଆଧ୍ୟାତ୍ମ ଭାବନାରେ ଏକ ଧାରା ପ୍ରବାହିତ ହେଉଛି ।  ଆଜି ପୂଜ୍ୟ ସନ୍ଥମାନଙ୍କ ସାଧନାର ଫଳସ୍ୱରୂପ ଏବଂ ଜନସାଧାରଣଙ୍କର ଭାବନା ସହିତ ଜଡିତ ଆଉ ଏକ ପବିତ୍ରଧାମର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି । ଆଜି ସମସ୍ତ ସନ୍ଥ, ଆଚାର୍ଯ୍ୟ ଓ ଉପସ୍ଥିତ ଭକ୍ତମାନଙ୍କ ଗହଣରେ ସୁରମ୍ୟ କଳ୍‌କୀ ଧାମର ଶିଳାନ୍ୟାସ କରିବାର ସୌଭାଗ୍ୟ ମୋତେ ମିଳିଛି । ମୋର ସମୂର୍ଣ୍ଣ ବିଶ୍ୱାସ ଅଛି ଯେ କଳ୍‌କୀ ଧାମ ସମଗ୍ର ଭାରତର ଧାର୍ମିକ ଭାବନାର ଏକ କେନ୍ଦ୍ର ଭାବରେ ମୁଣ୍ଡ ଟେକିବ । ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଏବଂ ବିଶ୍ୱବାସୀଙ୍କୁ, ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଶୁଭକାମନା ଜଣାଉଛି । ଏହି ଅଳ୍ପ ସମୟ ପୂର୍ବରୁ ଆଚାର୍ଯ୍ୟ ଜୀ କହୁଥିଲେ ଯେ, ୧୮ବର୍ଷର ଅପେକ୍ଷା ପରେ ଆଜି ଏହିଭଳି ଏକ ସୂବର୍ଣ୍ଣ ଅବସର ମିଳିଛି, ଏଭଳି ଅନେକ ସୁଯୋଗ  ଛାଡିଦିଆଯାଇଛି, ଯେଉଁ ଗୁଡିକକୁ କି  ମଧ ମୋ ପାଇଁ ହିଁ ସେମାନେ ଛାଡି ଯାଇଛନ୍ତି ।  ଭବିଷ୍ୟତକୁ  ମୋ ପାଇଁ ମଧ୍ୟ ଯେତେସବୁ ଭଲକାମ ରହିଯାଇଛି , ସେହି କାର୍ଯ୍ୟକୁ ଜନତା ଜନାର୍ଦ୍ଦନ ଏବଂ ସନ୍ଥମାନଙ୍କ ଆଶୀର୍ବାଦ ଫଳରେ ମୁଁ ସମ୍ପୂର୍ଣ୍ଣ କରିବ ନିଶ୍ଚିତ ।

 

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ  ‘ବନ୍ଧୁଗଣ,

ଆଜି ଛତ୍ରପତି ଶିବାଜୀ ମହାରାଜଙ୍କର ଜନ୍ମଜୟନ୍ତୀ । ଆଜି ଏହି ଶିଳାନ୍ୟାସ ଅବସରରେ ଏହି ଦିନଟି ଅଧିକ ପବିତ୍ର ହୋଇପଡୁଛି ଏବଂ ଅଧିକ ପ୍ରେରଣା ଦାୟକ ମଧ୍ୟ ହୋଇପଡିଛି । ଆଜି ଆମେ ଦେଶର ଯେଉଁ ସାଂସ୍କୃତିକ ପୁନରୋଦୟ ଦେଖୁଛୁ, ଆମ ନିଜର ପରିଚୟ ଉପରେ ଯେଉଁ ଗର୍ବ କରୁଛ,ୁ ଏହା ଉପରେ ବିଶ୍ୱାସସ୍ଥାପନ କରି ଆତ୍ମବିଶ୍ୱାସ ଦେଖୁଛ. ଏ ସମସ୍ତ ପ୍ରେରଣା ଛତ୍ରପତି ଶିବାଜୀ ମହରାଜାଙ୍କ ଠାରୁ ମିଳୁଛି । ତେଣୁ ମୁଁ ତାଙ୍କୁ ଶ୍ରଦ୍ଧା ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ତାଙ୍କ ଚରଣରେ ବିନମ୍ର ପ୍ରଣତି ଜଣାଉଛି ।’

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ – ‘ବନ୍ଧୁଗଣ,

ଅତୀତରେ ପ୍ରପୋଦକୃଷ୍ଣ ଜୀ ମୋତେ ନିମନ୍ତ୍ରଣ ଦେବାକୁ ଆସିଥିଲେ । ସେ ମୋତେ େକେତେଗୁଡିଏ କଥା କହିଥିଲେ । ତାଙ୍କ ବକ୍ତବ୍ୟ ଆଧାରରେ ମୁଁ କହୁଛି ଯେ ବର୍ତ୍ତମାନର ମୁହୁର୍ତ୍ତ  ତାଙ୍କୁ ଯେତିକି ଆନନ୍ଦ ଲାଗୁୂଛି, ତା’ଠାରୁ ଅଧିକ ଆନନ୍ଦ ତାଙ୍କର ପୂଜ୍ୟ ମାତାଜୀଙ୍କ ଆତ୍ମା ଯେଉଁ ଠି ବି ଥାଉ ତାଙ୍କୁ ହେଉଥିବ । ଜଣେ ମା’ଙ୍କର ପ୍ରତିଜ୍ଞା  ପୂରଣ ପାଇଁ ପୁତ୍ର କିଭଳି ନିଜ ଜୀବନକୁ ଉତ୍ସର୍ଗ କରିପାରନ୍ତି, ତାହା ପ୍ରମୋଦ ଜୀ ଦେଖାଇ ଦେଇଛନ୍ତି । ପ୍ରମୋଦ କୃଷ୍ଣଜୀ କହିଥିଲେ । ଅନେକ  ଏକର ଜମିରେ ବିସ୍ତାରିତ ଏହି ବିଶାଳ ଭୂମି ମାତ୍ର କିଛି ମାସ ମଧ୍ୟରେ ଏକ ବିଶିଷ୍ଟ ସ୍ଥାନରେ ପରିଣତ ହୋଇଯିବ । ଏହା ଏଭଳି ଏକ ବିଶାଳ ମନ୍ଦିର ହେବ, ଯେଉଁଠାରେ ୧୦ଟି ଗର୍ଭଗୃହ ରହିବ ଏବଂ ଭଗବାନଙ୍କର  ସମସ୍ତ  ଦଶଅବତାର ଏଠାରେ ବିରାଜମାନ କରିବେ । ଆମର ଶାସ୍ତ୍ର ପୁରାଣ ଅନୁସାରେ ଈଶ୍ୱରଙ୍କର ଅବତାର କେବଳ ମନୁଷ୍ୟରେ  ନୁହେଁ, ବିଭିନ୍ନ ସ୍ୱରୂପରେ ହୋଇଛନ୍ତି । ବାସ୍ତବରେ ଆମ ଜୀବନରେ ଈଶ୍ୱରଙ୍କ ଚେତନାକୁ ଦର୍ଶର୍ନ କରିଛୁ । ଆମେ ଈଶ୍ୱରଙ୍କ ସ୍ୱରୂପକୁ ସିଂହଠାରେ ଦେଖିଛୁ, ବରାହଠାରେ ଦେଖିଛୁ, କଚ୍ଛପଠାରେ ମଧ୍ୟ ଦେଖିଛୁ । ଏ ସମସ୍ତ ସ୍ୱରୂପ ଏକସଙ୍ଗେ ସ୍ଥାପନ କରି ଆମର ଧାର୍ମିର୍କ ମାନସିକତାର ଏକ ଛବି ପ୍ରକାଶ ପାଇବ । ଏହା ଈଶ୍ୱରଙ୍କର ବଡ ଦୟା ଯେ ଏହି ପବିତ୍ର ଯଜ୍ଞରେ ଏହି ଶିଳାନ୍ୟାସ ଅବସରରେ ମାଧ୍ୟମଭାବେ ମୋତେ ବାଛିଛନ୍ତି । ପ୍ରମୋଦ କୃଷ୍ଣମ୍ ଜୀ ବର୍ତ୍ତମାନ ସ୍ୱାଗତ ଭାଷଣ ଦେଉଥିବା ସମୟରେ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ନିକଟରେ ଏମିତି କିଛି ନା କିଛି ଈଶ୍ୱରଙ୍କୁ ଦେବା ପାଇଁ ରହିଛି । ମୋ ପାଖରେ ତ କିଛି ନାହିଁ, ମୁଁ କେବଳ ଭକ୍ତିଭାବନା ବ୍ୟକ୍ତ କରିପାରିବି । ପ୍ରମୋଦ ଜୀ, ଏକ ଭଲ କଥା ହେଲା ଯେ  ମୁଁ କିଛି ଦେଇନାହିଁ । ନ ହେଲେ ବର୍ତ୍ତମାନ ସମୟରେ ପରିସ୍ଥିତି ଏପରି ହୋଇଛି ଯେ ଯେ ଯେକୌଣସି ଘଟଣାର ଭିଡିଓ ପ୍ରସ୍ତୁତ କରାଯାଇଥାନ୍ତା । ଆଜିର  ଅବରସରେ ମୁଁ ଯଦି ମୁଠାଏ ବି ଚାଉଳ ଦେଇଥାଆନ୍ତି, ତାହାର ଭିଡିଓ ପ୍ରକାଶ ପାଇଥାଆନ୍ତା ଏବଂ ସୁପ୍ରିମକୋର୍ଟରେ ଏକ ପିଆଇଏଲ ଦାଖଲ କରାଯାଇଥାଆନ୍ତା । ଏଥିରେ ରାୟ ଆସିଥାଆନ୍ତା ଯେ ଭଗବାନ କୃଷ୍ଣଙ୍କୁ  କିଛି ଦିଆଗଲା ଏବଂ ଭଗବାନ କୃଷ୍ଣ ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି ।ଏହି କ୍ଷଣରେ ଆମେ ଯାହା କିଛି କରୁଛନ୍ତି, ସେଥିରେ ଗୋଟିଏ ଭଲ କଥା ହେଉଛି, ଆମେ କେବଳ ନିଜର ଭାବନାକୁ ବ୍ୟକ୍ତ କରୁଛୁ କିଛି ଦେଉନାହୁଁ । ଏହି ଶୁଭ ଅବସରରେ ମୋତେ ମାର୍ଗଦର୍ଶନ ଦେଇଥିବା ଏବଂ ଏଠାରେ ଉପସ୍ଥିତ ଥିବା ସମସ୍ତ ସାଧୁସନ୍ଥମାନଙ୍କୁ ପ୍ରଣାମ କରୁଛି । ଏହି ଅବସରରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଜୀଙ୍କୁ ଶୁଭକାମନା ଜଣାଉଛି ।’

 

ପ୍ରଧାନମନ୍ତ୍ରୀ କହିଛନ୍ତ ଯେ,  ‘ବନ୍ଧୁଗଣ,

ଆଜି ସମ୍ବଲରେ ଯେଉଁ ଅବସରର ଆମେ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ହୋଇ ପାରିଛୁ ଏହା ଭାରତର ସାଂସ୍କୃତିକ ନବଜାଗରଣର ଏକ ଅଦ୍ଭୂତ ମୁହୁର୍ତ୍ତ । ଗତମାସ ୨୨ତାରିଖ ଦିନ ଦେଶ ଅଯୋଧ୍ୟାଠାରେ ୬ଶହ ବର୍ଷର ଅପେକ୍ଷାକୁ ପୂର୍ଣ୍ଣହୋଇଥିବା ଦେଖିଲା । ରାମଲାଲା ବିରାଜମାନ କରିବାର ଏକ ଆଲୌକିକ ଅନୁଭବ ଏବଂ ଅନୁଭୂତି ମୋତେ ଏବେ ବି ଉତ୍‌ଫୁଲ୍ଲିତ କରିଦେଉଛି । ଏହି ଅଳ୍ପ କେତେ ଦିନ ତଳେ ଶହ ଶହ କିଲୋମିଟର ଆରବ ମାଟି ଉପରେ ଆବୁଧାବିଠାରେ  ଏକ ବିରାଟ ମନ୍ଦିରର ଉଦଘାଟନର ସାକ୍ଷୀ ହେବାର ମୁଁ ସୌଭାଗ୍ୟ ଲାଭ କରିଛି । ପୂର୍ବରୁ ଯାହା କଳ୍ପନାରେ ରହିଥିଲା ଆଜି ତାହା ବାସ୍ତବରୂପ ନେଇ ପାରୁଛି । ଆମେ ସମସ୍ତେ ସମ୍ବଲରେ ସୁରମ୍ୟ କଲ୍‌କୀ ଧାମର ଶିଳାନ୍ୟାସର ସାକ୍ଷୀ ହୋଇ ରହିଛୁ ।

ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ‘ଭାଇ ଓ ଭଉଣୀମାନେ,

ଗୋଟିଏ ପରେ ଗୋଟିଏ ଏହିଭଳି ଆଧ୍ୟାତ୍ମିକ ଅନୁଭବ ଏବଂ ସାଂସ୍କୃତିକ ଗୌରବର ମୁହୂର୍ତ୍ତ । ଏହି ପିଢିର ଲୋକମାନଙ୍କର ଜୀବନ କାଳରେ ଆସିବା ଠାରୁ ସେମାନଙ୍କ ପାଇଁ ଆଉ ଅଧିକ ସୌଭାଗ୍ୟ କ’ଣ ହୋଇପାରେ  ? ଏହି ସମୟ ମଧ୍ୟରେ ଆମେ ବିଶ୍ୱନାଥ ଧାମର କାଶୀ ମାଟି ଉପରେ ବୈଭବକୁ ଦେଖିଛନ୍ତି । ଏହି  ସମୟରେ ଆମେ କାଶୀର କାୟାକଳ୍ପ ବାସ୍ତବ ହୋଇଥିବା ଦେଖିଛନ୍ତି । ଏହି ସମୟରେ ଆମେ ମହାକାଳର ମହାଲୋକର ମହିମା ଦେଖିଛନ୍ତି,  ଆମେ ସୋମାନାଥର ବିକାଶ ଦେଖିଛନ୍ତି, କେଦାର ଘାଟିର ପୁର୍ନନିର୍ମାଣ ଦେଖଛନ୍ତି, ଆମେ ବିକାଶ ଏବଂ ବୈଭବକୁ ଅନୁଭବ କରି ଆଗକୁ ଚାଲିଛନ୍ତି । ଆଜି ଆମର ଆଉ ଏକ ତୀର୍ଥସ୍ଥଳର ବିକାଶ ଘଟୁଛି। ଅନ୍ୟପକ୍ଷରେ ସହର ଗୁଡିକରେ ହାଇଟେକ ଭିତ୍ତିଭୂମିକୁ ପ୍ରସ୍ତୁତ ହେଉଛି । ଆଜି ଯଦି ମନ୍ଦିର ନିର୍ମାଣ କରାଯାଉଛି, ଦେଶ ସାରା ନୂଆ ନୂଆ ମେଡିକାଲ କଲେଜ ମଧ୍ୟ ନିର୍ମାଣ କରାଯାଉଛି । ଆଜି ଦେଶରୁ ଚୋରି ଯାଇଥିବା ଏବଂ ବିଦେଶରେ ଥିବା ମୂର୍ତ୍ତିସବୁ ମଧ୍ୟ ଦେଶକୁ ଫେରାଇ ଅଣାଯାଉଛି । ଦେଶକୁ ରେକର୍ଡ ପରିମାଣରେ ବିଦେଶୀ ପୁଞ୍ଜି ଆସୁଛି । ଏଭଳି ଏକ ପରିବର୍ତ୍ତନର ପ୍ରମାଣ ଦିଆଯାଇଛି  । ଏହି ସମୟଚକ୍ର ଆମ ଦୁଆର ମୁହଁରେ ଆସି  ପହଞ୍ଚି ଯାଇଛି । ଏହା ନିରନ୍ତର ଘୁରୁଛି । ବର୍ତ୍ତମାନ ଆମର କର୍ତ୍ତବ୍ୟ ହେଉଛି, ଏଭଳି ଏକ ସମୟକୁ ଆମେ ହୃଦୟକୁ ଉନ୍ମକ୍ତ କରି ସ୍ୱାଗତ କରିବା । ଏଥିପାଇଁ ମୁଁ ଲାଲକିଲ୍ଲାରୁ ଉପରୁ ଦେଶକୁ ଏକ ବିଶ୍ୱାସ ଦେଇଥିଲି ଯେ ବର୍ତ୍ତମାନର ସମୟ ହେଉଛି ଉପଯୁକ୍ତ ସମୟ ।’

 

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ‘ବନ୍ଧୁଗଣ ,

ଯେଉଁଦିନ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା ସେଦିନ ମୁଁ ଆଉ ଗୋଟିଏ କଥା ମଧ୍ୟ କହିଥିଲି । ୨୨ଜାନୁୟାରୀରୁ ଏପର୍ଯ୍ୟନ୍ତ ଏକ ନୂଆ କାଳଚକ୍ର ଆରମ୍ଭ ହୋଇଛି । ପ୍ରଭୁ ଶ୍ରୀରାମ ଯେତେବେଳେ ଶାସନ ଆରମ୍ଭ କଲେ, ତାହାର ପ୍ରଭାବ ହଜାର ହଜାର ବର୍ଷ ଧରି ଲାଗି ରହିଥିଲା । ସେହିଭଳି ରାମଲାଲାଙ୍କର ବିରାଜମାନ ହେବା ପରେ ଆସନ୍ତା ହଜାର ବର୍ଷ ପର୍ଯ୍ୟନ୍ତ ଭାରତ ପାଇଁ ଏକ ନୂଆ ଯାତ୍ରାର ଶୁଭାରମ୍ଭ ହୋଇଛି । ଅମୃତ କାଳରେ ରାଷ୍ଟ୍ରନିର୍ମାଣ ନିମନ୍ତେ ସମ୍ପୂର୍ଣ୍ଣ ଶହସ୍ରାଦ୍ଧୀ ଏହି ଶପଥ କେବଳ ଗୋଟିଏ ଇଚ୍ଛା ପୂରଣ କରୁନାହିଁ, ଏହା ଏଭଳି ଏକ ସଂକଳ୍ପ ଯେଉଁଥିରେ ଆମର ସଂସ୍କୃତି ପ୍ରତ୍ୟେକ ଯୁଗରେ ବଞ୍ôଚ ରହିଥିବା ଦେଖାଯାଉଛି । ଭଗବାନ କଳ୍‌କୀଙ୍କ ସମ୍ପର୍କରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ଜୀ ଗଭୀର ଅଧ୍ୟୟନ କରିଛନ୍ତି । ଭଗବାନ କଳ୍‌କୀଙ୍କର ଅବତାର ସହିତ ଅନେକ ତଥ୍ୟ ଏବଂ ଶାସ୍ତ୍ରୀୟ ଜ୍ଞାନ ସମ୍ପର୍କରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ଜୀ କହିଛନ୍ତି । ସେ ମୋତେ କହିଛନ୍ତି ଯେ, ଭଗବାନ ରାମଙ୍କ ପରି କଳ୍‌କୀ ଅବତାର ମଧ୍ୟ ହଜାର ହଜାର ବର୍ଷ ଧରି ଧାର୍ମିକ ଚେତନା ରୂପରେ ଲୋକଙ୍କ ମନରେ ରହିବ । 

 

ଏଥିପାଇଁ ଭାଇ ଓ ଭଉଣୀଗଣ,

ଆମେ ଏହା କହିପାରିବା ଯେ, କଳକୀ ହେଉଛନ୍ତି କାଳଚକ୍ର ପରିବର୍ତ୍ତନର ପ୍ରେରଣା ଏବଂ ପ୍ରେରଣାର ଉତ୍ସ  । ସମ୍ଭବତଃ ଏଥିପାଇଁ କଳ୍‌କୀ ଧାମ ଏଭଳି ଏକ ସ୍ଥାନ ହେବାକୁ ଯାଉଛି, ଯେଉଁ ସ୍ଥାନ ଭଗବାନଙ୍କ ପ୍ରତି ସମର୍ପିତ ଏବଂ ଭଗବାନଙ୍କର ଏହି ଅବତାର ହେବା ପାଇଁ ବାକିଅଛି । ଆପଣମାନେ କଳ୍ପନା କରନ୍ତୁ, ଆମର ଶାସ୍ତ୍ର ଗୁଡିକରେ ହଜାର ହଜାର ବର୍ଷ ପୂର୍ବରୁ ଭବିଷ୍ୟତକୁ ନେଇ ଏପ୍ରକାର ଅବଧାରଣା ଲେଖା ହୋଇରହିଛି । ହଜାର ବର୍ଷ ପରେ ବି କ’ଣ ଘଟିବ, ତାଙ୍କୁ ନେଇ ଚିନ୍ତାଧାରା ରହିଛି । ଏହା କିଭଳି ଅଦ୍ଭୂତ ଘଟଣା । ସବୁଠାରୁ ଅଦ୍ଭୂତ ହେଉଛି ଆଜି ପ୍ରମୋଦ କୃଷ୍ଣମଜୀଙ୍କ ଭଳି ଲୋକମାନେ ସମ୍ପୂର୍ଣ୍ଣ ବିଶ୍ୱାସର ସହିତ ଏଭଳି ଶାସ୍ତ୍ରୀୟ ମାନ୍ୟତାକୁ ଆଗେଇ ନେବାରେ ଜୀବନକୁ ସମର୍ପଣ କରି ଦେଇଛ୍‌ନ୍ତି । ସେ ଭଗବାନ କଳ୍‌କୀଙ୍କ ପାଇଁ ମନ୍ଦିର ନିର୍ମାଣ କରୁଛନ୍ତି । ତାଙ୍କର ଆରାଧନା କରୁଛନ୍ତି, ହଜାର ବର୍ଷ ପରେ ବି ଏ ପ୍ରକାର ବିଶ୍ୱାସ ଏବଂ ଆମର ଭବିଷ୍ୟତକୁ ନେଇ ପ୍ରସ୍ତୁତି ଏବଂ ବାସ୍ତବ ରୂପ ଦେବା ଭଳି ଲୋକ ଅଛନ୍ତି । ଏଥିପାଇଁ ତ ପ୍ରମୋଦ କୃଷ୍ଣମ ଜୀ ପ୍ରଶଂସାର ପାତ୍ର ଅଟନ୍ତି । ଜଣେ ରାଜନୈତିକ ବ୍ୟକ୍ତିଭାବରେ ମୁଁ ପ୍ରମୋଦ କୃଷ୍ଣମ୍ ଜୀଙ୍କୁ ବହୁତ ଦୂରରୁ ଜାଣିଛି । ଯେତେବେଳେ ମୋର ତାଙ୍କ ସହ ପରିଚୟ ନ ଥିଲା, ସେତେବେଳେ ମୁଁ ଜାଣିଛି ।  ଏହି ଅଳ୍ପଦିନ ତଳେ ଯେତେବେଳେ ତାଙ୍କ ସହିତ ମୋର ତାଙ୍କ ସହ ପ୍ରଥମ ସାକ୍ଷାତ ହେଲା, ସେତେବେଳେ ମୁଁ ଜାଣିଲି ଯେ ଏହି ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ କିଭଳି ପରିଶ୍ରମ କରି କାର୍ଯ୍ୟରେ ଲାଗି ରହିଛନ୍ତି । କଳ୍‌କୀ ମନ୍ଦିର ନିମନ୍ତେ ପୂର୍ବ ସରକାରମାନଙ୍କ ସହିତ ଏକ ଲମ୍ବା ସଂଘର୍ଷ କରିବାକୁ ପଡିଛି । କୋର୍ଟରେ ଚକ୍କର କାଟିବାକୁ ପଡିଛି । ଏପରିକି ଗୋଟିଏ ସମୟରେ କୁହାଯାଉଥିଲା ଯେ, ମନ୍ଦିର ନିର୍ମାଣ ଦ୍ୱାରା ସାମାଜିକ ଶାନ୍ତି ବ୍ୟବସ୍ଥା ବିଗିଡିଯିବ । ଆଜି ଆମ ସରକାରରେ ପ୍ରମୋଦ କୃଷ୍ଣମ୍ ଜୀ ନିଶ୍ଚିନ୍ତ ଭାବରେ ଏହି କାର୍ଯ୍ୟକୁ ଆରମ୍ଭ କରିପାରିଥିଲେ । ମୁଁ ଆଶ୍ୱାସନା ଦେଇ କହିପାରିବି ଯେ ଏହି ମନ୍ଦିର ଏକଥାକୁ ଭବିଷ୍ୟତରେ ପ୍ରମାଣିତ କରିବା ଯେ ଭବିଷ୍ୟତର ଲୋକମାନଙ୍କୁ ଏବଂ ଭବିଷ୍ୟତକୁ ନେଇ ସକାରାତ୍ମକ ଦୃଷ୍ଟିଭଙ୍ଗୀ ରଖୁଥିବା ଲୋକ ଅଛନ୍ତି ।’

 

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି - ‘ବନ୍ଧୁଗଣ,

ଭାରତ ପରାଜୟ ଭିତରେ ମଧ୍ୟ ବିଜୟକୁ ଟାଣି ଆଣିପାରୁଥିବା ଏକ ଦେଶ । ଆମ ଉପରେ ଶହ ଶହ ବର୍ଷ ଧରି ଅନେକ ଆକ୍ରମଣ ହୋଇଛି । ଅନ୍ୟ କେଉଁ ଦେଶ କିମ୍ବା କେଉଁ ସମାଜ ହୋଇଥିଲେ ଲଗାତାର ଭାବରେ ଏତେ ଆକ୍ରମଣରେ ସମ୍ପୂର୍ଣ୍ଣଭାବରେ ନଷ୍ଟ ହୋଇ ଯାଇଥାନ୍ତା । କିନ୍ତୁ ଆମେ ଦୃଢତାର ସହିତ ରହିଛୁ ଏବଂ ଆହୁରି ଆମ ଭିତରେ ଦୃଢପଣ ସାମ୍ନାକୁ ଆସିଛି । ଶହ ଶହ ବର୍ଷ ଧରି ସେ ବଳିଦାନର ଫଳ ଆଜି ଫଳୁଛି । ଯେଭଳି କୌଣସି ଏକ ମଞ୍ଜି ମରୁଡି ଯୋଗୁଁ ଦୀର୍ଘ ବର୍ଷ ଧରି ମାଟିରେ ପଡି ରହିଥାଏ କିନ୍ତୁ ବର୍ଷା ଋତୁ ଆସିଲେ ଅଙ୍କୁରିତ ହୋଇ ଉଠେ,  ସେହିଭଳି ଆଜି ଭାରତର ଅମୃତ କାଳରେ ଭାରତର ଗୌରବ, ଏହାର ଉତ୍କର୍ଷତା ଏବଂ ଭାରତର ସାମର୍ଥ୍ୟର ମଞ୍ଜି ଅଙ୍କୁରିତ ହେଉଛି । ଗୋଟିଏ ପରେ ଗୋଟିଏ ବିଭିନ୍ନ କ୍ଷେତ୍ରରେ ଅନେକ ନୂଆ ନୂଆ ଘଟଣାମାନ ଘଟୁଛି । ଯେଭଳି ଆଚାର୍ଯ୍ୟ ଓ ସନ୍ଥମାନେ ନୂଆ ମନ୍ଦିର ଗଢୁଛନ୍ତି, ଠିକ୍ ସେହିଭଳି ଈଶ୍ୱର ମୋତେ ନୂଆ ରାଷ୍ଟ୍ର ରୂପକ ମନ୍ଦିରର ନବନିର୍ମାଣ ପାଇଁ ଦାୟିତ୍ୱ ସମର୍ପଣ କରିଛନ୍ତି । ମୁଁ ଦିନରାତି ରାଷ୍ଟ୍ର ରୂପୀ ମନ୍ଦିରର ସୁରମ୍ୟ ରୂପ ସଜ୍ଜାରେ ଏବଂ ସେବାରେ ଲାଗି ରହିଛି । ଏହାର ଗୌରବର ପ୍ରସାର କରୁଛି । ମୋର ଏପ୍ରକାର ନିଷ୍ଠାର ପରିଣାମ ମଧ୍ୟ ସେହିଭଳି ଦ୍ରୁତଗତିରେ ମିଳୁଛି । ଆଜି ପ୍ରଥମ ଥର ପାଇଁ ଭାରତ ଏଭଳି ଏକ ପରିସ୍ଥିତିରେ ସମ୍ମୁଖୀନ ହୋଇଛି, ଯେଉଁଠାରେ ଆମେ ଅନୁସରଣ କରୁନାହାନ୍ତି, ବରଂ ଉଦାହରଣ ସୃଷ୍ଟି କରୁଛୁ । ଆଜି ଭାରତ ପ୍ରଥମ ଥର ପାଇଁ ବୈଷୟିକ କୌଶଳ ଓ ଡିଜିଟାଲ କୌଶଳର କ୍ଷେତ୍ର ଭାବରେ ଅନେକ ଆକାଂକ୍ଷାର କେନ୍ଦ୍ର ବିନ୍ଦୁ ହୋଇ  ଉଭା ହୋଇଛି । ଆମର ପରିଚୟ ସୃଜନଶୀଳତାର ହବ୍ ସୃଷ୍ଟିରେ ରହିଛି । ଆମର ପରିଚୟ ପ୍ରଥମ ଥର ପାଇଁ ବିଶ୍ୱର ୫ଟି ବଡ ଅର୍ଥ ବ୍ୟବସ୍ଥା ମଧ୍ୟରୁ ଗୋଟିଏ ହୋଇପାରିଛି । ଆମେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ôଚଥିବା ପ୍ରଥମ ଦେଶ ହେବାର ଗୌରବ ଅର୍ଜନ କରିଛୁ । ପ୍ରଥମ ଥର ପାଇଁ ଭାରତରେ ‘ବନ୍ଦେ ଭାରତ ଏବଂ ନମୋ ଭାରତ’ ଭଳି ଆଧୁନିକ ଟ୍ରେନ ଚଳାଚଳ କରୁଛି । ପ୍ରଥମ ଥର ପାଇଁ ଭାରତରେ ବୁଲେଟ୍ ଟ୍ରେନ ଚଳାଚଳର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ଦେଶରେ ହାଇଟେକ୍ ଜାତୀୟ ରାଜପଥ ଏକ୍ସପ୍ରେସ-ୱେ ରାଜପଥର ଏକ ବିଶାଳ ନେଟ୍‌ୱାର୍କ ଏବଂ ଏହାର ଶକ୍ତି ଦେଶ ନିକଟରେ ପହଞ୍ôଚପାରିଛି । ପ୍ରଥମ ଥର ପାଇଁ ଭାରତର ନାଗରିକ ବିଶ୍ୱର ଯେକୌଣସି ଦେଶରେ ରହନ୍ତୁନା କାହିଁକି ନିଜକୁ ଅତ୍ୟନ୍ତ ଗୌରବାନ୍ୱିତ ମନେ କରୁଛନ୍ତି । ଦେଶରେ ସକାରାତ୍ମକ ବିଚାର ଓ ଆତ୍ମବିଶ୍ୱାସର ଜୁଆର ଆମେ ଦେଖୁଛୁ । ଏହା ଏକ ଅଦ୍ଭୂତ ଅନୁଭୂତି ଅଟେ । ଏଥିପାଇଁ ଆଜି ଆମର ଶକ୍ତି ଯେଭଳି ଅସୀମ, ସେହିପରି ଭବିଷ୍ୟତର ସ୍ୱପ୍ନ ମଧ୍ୟ ଅସୀମ ଅଟେ ।

ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି ଯେ ‘ବନ୍ଧୁଗଣ,

ଦେଶକୁ ସଫଳ ହେବା କ୍ଷେତ୍ରରେ ସାମୁହିକ ମନୋଭାବରୁ ଶକ୍ତି ମିଳୁଛି । ଆମର ବେଦ କହୁଛି ଯେ କୌଣସି ଏକ ନିର୍ମାଣ ପାଇଁ ହଜାର ଲକ୍ଷ କୋଟିଏ ହାତର ଆବଶ୍ୟକତା ଅଛି । ଗତିମାନ ହେବା ପାଇଁ ହଜାର  ଲକ୍ଷ କୋଟିଏ ପାଦର ଆବଶ୍ୟକତା ଅଛି । ଆଜି ଆମେ ଭାରତରେ ଏହି ବିରାଟ ଚେତନାର ଦର୍ଶନ କରୁଛୁ । ‘ସବ୍‌କା ସାଥ୍‌, ସବକା ବିକାଶ, ସବ୍‌କ ବିଶ୍ୱାସ ଏବଂ ସବ୍‌କା ପ୍ରୟାସ’  ଏହି ଭାବନାରେ ଆମେ ସମସ୍ତେ ଦେଶବାସୀ ସଂକଳ୍ପବୋଧ ହୋଇ ରାଷ୍ଟ୍ର ପାଇଁ ଉଦ୍ୟମ ଆରମ୍ଭ କରିଛୁ । ଗତ ୧୦ବର୍ଷରେ ଆପଣମାନେ ଆମ ସମସ୍ତ କାର୍ଯ୍ୟର ବିଶ୍ଲେଷଣ କରି ଦେଖନ୍ତୁ । ଚାରି କୋଟିରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ନିର୍ମାଣ କରାଯାଇଛି । ୧୧କୋଟି ପରିବାରକୁ ଶୌଚାଳୟ ଅନ୍ୟ ପକ୍ଷରେ ଇଜ୍ଜତ ଘର ଦିଆଯାଇଛି । ୨.୫କୋଟି ପରିବାରକୁ ପାନୀୟଜଳର ସଂଯୋଗ କରାଯାଇଛି ।  ୮୦କୋଟି ଲୋକଙ୍କୁ ନିଶୁଳ୍କ ରେସନ ଯୋଗାଇ ଦିଆଯାଉଛି । ୧୦କୋଟି ମହିଳାଙ୍କୁ କମ୍ ଦରରେ ଗ୍ୟାସ ସିଲିଣ୍ଡର ଯୋଗାଉ ଦିଆଯାଉଛି । ୫୦କୋଟି ଲୋକଙ୍କୁ ସୁସ୍ଥ ଜୀବନ ବିତାଇବା ପାଇଁ ଆୟୁଷ୍ମାନ କାର୍ଡ ଦିଆଯାଇଛି । ୧୦କୋଟି କିଷାନଙ୍କ ପାଇଁ ‘କିଷାନ ସମ୍ମାନ ନିଧି’ ଗଠନ କରାଯାଇଛି । କରୋନା ସମୟରେ ଦେଶବାସୀଙ୍କୁ ନିଶୁଳ୍କ ଟିକା ଯୋଗାଇ ଦିଆଯାଇଛି । ସ୍ୱଚ୍ଛ ଭାରତ ଭଳି ଏକ ବିଶାଳ ଅଭିଯାନ ଆଦିକୁ ନେଇ ଆଜି ସମଗ୍ର ବିଶ୍ୱରେ ଭାରତର ଆଲୋଚନା ହେଉଛି । ସରକାର ଏଭଳି ତୀବ୍ର ଗତିରେ କାର୍ଯ୍ୟ କରିବାର ସାମର୍ଥ୍ୟ ଦେଶବାସୀଙ୍କର ଉଦ୍ୟମ ଓ ସାମର୍ଥ୍ୟରୁ ପାଇଛନ୍ତି । ଆଜି ସରକାର ବିଭିନ୍ନ ଯୋଜନାର ଲାଭ ପାଇବା ନିମନ୍ତେ ଗରିବମାନଙ୍କୁ ସାହାଯ୍ୟ କରୁଛନ୍ତି । ଶତକଡା ୧୦୦ଭାଗ ଉନ୍ନତିର ଅଭିଯାନରେ ଦେଶବାସୀ ଏକ ଅଂଶ ହୋଇଯାଇଛନ୍ତି । ସମାଜ ସେବା କ୍ଷେତ୍ରରେ ‘ନର ମଧ୍ୟରେ ନାରାୟଣର ପ୍ରେରଣା’ ଆମ ଆଧ୍ୟାତ୍ମିକ ମୂଲ୍ୟବୋଧରୁ ମିଳିଛି । ତେଣୁ ଦେଶରେ ବିକଶିତ ଭାରତର ନିର୍ମାଣ ଏବଂ ଇତିହାସ ଉପରେ ଗର୍ବର ପଂଚପ୍ରାଣ ଆହ୍ୱାନ ଦେଇଛୁ ।

ସମ୍ଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ବନ୍ଧୁଗଣ,

ଭାରତ ଯେତେବେଳେ ବି କୌଣସି ଏକ ବଡ ସଂକଳ୍ପ ନିଏ, ସେତେବେଳେ କୌଣସି ନା କୌଣସି ରୂପରେ ଆମ ଭିତରେ ଈଶ୍ୱରୀୟ ଚେତନା ଆସିଯାଏ । ତେଣୁ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି

 

 ‘ସମ୍ଭବାମୀ ଯୁଗେ ଯୁଗେ ।’

ସେ ଏତେ ବଡ ଆଶ୍ୱାସନା ଦେଇଛନ୍ତି । ଏଭଳି ଏକ ଆଶ୍ୱାସନା ସହିତ କର୍ମ ଓ କର୍ତ୍ତବ୍ୟ କରି ଚାଲ, କୌଣସି ଚିନ୍ତା ନ କରି ବଡ ଆଶା ନ ରଖିବାକୁ ଆଦେଶ ମଧ୍ୟ ଦେଇଛନ୍ତି । ଭଗବାନଙ୍କର ଏହି ଆଦେଶ ଆଜି ୧୪୦କୋଟି ଦେଶବାସୀଙ୍କ ପାଇଁ ଜୀବନ ମନ୍ତ୍ର ହୋଇପଡିଛି । ଆସନ୍ତା ୨୫ବର୍ଷ କାଳ କର୍ତ୍ତବ୍ୟ କାଳ ଭାବରେ ଆମକୁ ପରିଶ୍ରମର ପରାକାଷ୍ଠା ଦେଖାଇବାକୁ ପଡିବ । ଆମେ ନିଃସ୍ୱାର୍ଥପର ଭାବରେ ଦେଶସେବାକୁ ଆଖିଆଗରେ ରଖି କାର୍ଯ୍ୟ କରିଚାଲିବା । ଆମର ପ୍ରତ୍ୟେକ ଉଦ୍ୟମରେ, ଆମର ପ୍ରତ୍ୟେକ କାର୍ଯ୍ୟରେ ରାଷ୍ଟ୍ରକୁ କ’ଣ ସୁଫଳ ମିଳିବ ଏହି ପ୍ରଶ୍ନ ପଚାରିବା ଉଚିତ । ଏହି ପ୍ରଶ୍ନ ରାଷ୍ଟ୍ରର ସାମୂହିକ ଆହ୍ୱାନଗୁଡିକର ସମାଧାନ କରିପାରିବ । ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଭଗବାନ କଳ୍‌କୀଙ୍କ ଆଶୀର୍ବାଦରୁ, ସଂକଳ୍ପରୁ ଆମର ଯାତ୍ରା ଆରମ୍ଭ ହୋଇଛି ଏବଂ ସିଦ୍ଧିରେ ଏହାର ଶେଷ ହେବ । ଆମେ ସଶକ୍ତ ଏବଂ ସମର୍ଥ ଭାରତର ସ୍ୱପ୍ନକୁ ଶତ ପ୍ରତିଶତ ପୂର୍ଣ୍ଣ ହୋଇଯିବା ଦେଖିବା । ଏହି କାମନା ସହିତ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ସମସ୍ତ ଉପସ୍ଥିତ ସନ୍ଥମାନଙ୍କର ଆଶୀର୍ବାଦ ପ୍ରାପ୍ତି ପାଇଁ ପ୍ରଣାମ କରୁଛି ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
You have not just increased the number of medals, you have prepared an entire generation: PM Modi to CWG Champions
August 10, 2026

प्रधानमंत्री – मेरे यहां, मुझे यहां लगभग 12-13 साल हो गए इसी मकान में, अगर मैंने regularly और हर बार किसी को रिसिव किया है, किसी को मैं मिला हूं, तो खिलाड़ी हैं। पिछले 10-12 साल हो गए, आप लोगों के पुरुषार्थ के कारण, भारत को लगातार विजय दिलाने के आपके प्रयासों के कारण और उत्तरोत्तर सफलता में नई ऊंचाईयां पार करने की परंपरा के कारण, जो काम शायद हम स्कूलों में जाकर कहें कि नहीं नहीं भई खेलना चाहिए, ये करना चाहिए, वो काम स्कूलों में जाकर के हम कर सकते थे, उससे ज्यादा आपका मेडल उनको inspire करता है।

प्रधानमंत्री – तुमने मुझे वादा किया था पिछली बार कि तुम्हारी दोनों बेटियां खिलाड़ी बन जाएंगी?

खिलाड़ी - हाँ जी अभी वे उमर की छोटी हैं, अगले कॉमनवेल्थ में एक घर में तीन मेडल लाकर दिखाएंगी।

प्रधानमंत्री – पक्का।

खिलाड़ी – हाँ जी।

खिलाड़ी – जब मैं दौड़ रहा था, जब मेरा इवेंट था 29 को, तो उस दिन गुरुपूर्णिमा थी, तो उस दिन मेरे गुरू को मैंने एक गिफ्ट दे दिया।

प्रधानमंत्री – बड़ी शान बढ़ाई आपने। इतनी आंसू टपक रहे थे, मुझे लगता है कि आंसू के हर बूंद से जैसे गोल्ड मेडल टपक रहा है।

खिलाड़ी – मैं बहुत ज्यादा खुशी थी, इमोशनल भी थे उसी दिन, खुशी ज्यादा था और मैं इसलिए रोई थी कि मेरा पेरिस आलंपिक में मेरा 1 Kg में मेडल रह गई थी और एक प्लेयर्स की लाइफ में क्या क्या हमको फेस करना पड़ता है। तो ये 4 साल के अंदर में कितना क्या क्या कुछ मैंने फेस किया था, हर टाइम injury ही चल रहे थे और family problem, वो सब हो रहा था। तो बहुत मुश्किल से मैं ये 4 साल फेस किया था। तो वो सब जब पोडियम में जब मैं खड़ी थी सर और हमारी जो फ्लैग ऊपर जाते हैं और हमारे नेशनल एंथम जब बजते हैं तो सर हम रुक नहीं सकते सर, अपना आप आंसू निकलते हैं।

प्रधानमंत्री – बहुत बहुत बढ़िया

प्रधानमंत्री – आपके इस अचीवमेंट को सिर्फ आपका अचीवमेंट मानता हूं, ऐसा नहीं है, ये आपका विजय आने वाली पीढ़ियों के लिए बहुत बड़ी प्रेरणा बन जाता है।

खिलाड़ी – सब डर रहे थे हमसे कि इंडिया के साथ फाइट आ गई, अब तो हम पहली फाइट ही हार जायेंगे, हमारा मेडल भी नहीं आयेगा।

प्रधानमंत्री – यानी मान के चलते हैं।

खिलाड़ी – हाँ सर।

प्रधानमंत्री – क्या हुआ, वो restaurant वालों से झगड़ा कर रही थी?

खिलाड़ी – हम लोगों का जो इतना अच्छा परफॉर्मेंस था, लास्ट डे था और सब जीत के गए थे और पूरा इंडिया के लोग थे। तो थोड़ा सा मुझे बुरा लग रहा। तो मैंने उनको अच्छे से बोला रिक्वेस्ट किया था सर, फिर उन्होंने मान भी लिया, अभी चेंज भी हो गया सर।

प्रधानमंत्री – इस विजय की परिस्थिति खुशी, आनंद, अपने साथियों के साथ और गेम पूरे हो चुके हैं। तो हसी मजाक मस्ती का मूड ऐसे समय उस मैप पर नजर जाना और उसको रजिस्टर करना और तुरंत सिर्फ मेडल लेते समय देश खड़ा हो जाता है ऐसा नहीं, भीतर से देश का भाव मैं सच बताता हूँ ये वीडियो सामान्य नहीं है आपका, लंबे समय तक लोगों को याद रहेगा। ये बॉक्सिंग वालों से भी दुनिया के खिलाड़ी अब डरने लगे हैं।

खिलाड़ी – जरूर सर, पुरे सभी डरे हुए थे। एक के बाद एक गोल्ड मेडल गोल्ड मेडल आ रहे थे और मतलब पूरा लास्ट में ऐसे धमाका जैसा हो गया बिल्कुल। जिस तरीके से हम लोगों को सपोर्ट मिल रहा है, हमें बैक टू बैक कंपटीशन मिल रहा है वो एक बहुत बड़ी बात है और हमारे जितने भी यंग एथलीट है वो लोग सभी जैसे खेलो इंडिया स्कीम से आए हुए हैं और ये एक बहुत बड़ा changes ला रहा है पूरे स्पोर्ट्स में ही।

प्रधानमंत्री – अगर आप लोग खेलो इंडिया की प्रतिष्ठा बढ़ाते हैं और प्रतिष्ठा सिर्फ वहां जाकर के रिबिन काटने से नहीं होगी। आप वैसे ही खेलेंगे जैसे एक छोटा विद्यार्थी, एक छोटा नौजवान, छोटा खिलाड़ी खेलता है। यह बहुत बड़ा कंट्रीब्यूशन करेगा। क्योंकि अभी तो हमें बहुत आगे जाना है, बहुत मेडल लाना है। कारगिल विजय दिवस पर किसकी विजय हुई थी?

खिलाड़ी – उस दिन कारगिल डे था वैसे और जिस दिन मैंने पाकिस्तान के साथ फाइट किया था सर, वो उसी दिन का था। तो मैं एक इंडियन आर्मी से हूं, तो मैंने उस दिन मैं पहले से बहुत वो था कि सर पाकिस्तान को हराना है। तो मैंने वो पाकिस्तान एक तरफ मैंने 5-0 से हराया, तो मैंने हमारा इंडियन आर्मी का कारगिल हीरोज़ को मैंने डेडिकेट किया किया था सर।

प्रधानमंत्री – आपको यह याद रहना और आप स्वयं फौज से हैं तो, मैं जरूर मानता हूं कि देश के वीर जवानों को आपने जो भाव प्रकट किया ना कि, मैं कारगिल के विजेताओं को मेरा मेडल समर्पित करता हूं। उसने उस विजय पर चार चांद लगा दिए और जिसको पराजित करना था उसी को किया आपने।

खिलाड़ी – वो पाकिस्तान की बात चल रही है, मुझे किस्सा याद आ गया सर। 2015 वर्ल्ड मिलिट्री गेम थे और मेरी पाकिस्तान के साथ पहली फाइट आ गई थी और वर्ल्ड मिलिट्री गेम थे तो मिलिट्री वाले के फोन आए कि भई पाकिस्तान से नहीं हारना है। तो फिर मैं फर्स्ट राउंड 4-1 से जीत गया। सेकंड राउंड 3-2 से जीत गया, पर दोनों के सर लग गए आपस में, तो दोनों के लग गए कट और फाइट तो मैं जीत गया।

प्रधानमंत्री – हाँ

खिलाड़ी – उसके बाद फिर दोनों चले गए हॉस्पिटल में टांके लगवाने के लिए। फिर 2014 में आप फर्स्ट टाइम प्रधानमंत्री जी बने थे और जो हमारे साथ आर्मी का कोच गया हुआ था उसका नाम नरेंद्र राणा था और फिर वो कई देर तक सोच के मेरे को बोला कि भाईजान एक बात बोलूं, मैं हां बोलो, बोला भाईजान आपका नाम नरेंद्र है। आपके कोच का नाम नरेंद्र है, आपके प्रधानमंत्री का नाम नरेंद्र है, तो मुझे नरेंद्र नाम से नफरत हो गई है।

प्रधानमंत्री – सिर्फ आपने मेडल की संख्या बढ़ाई ऐसा नहीं है। आपने एक पीढ़ी को तैयार किया।

खिलाड़ी – मेरे मन में भी धक-धक धक-धक हो रहा है सर।

प्रधानमंत्री – आप चिंता मत कीजिए।

खिलाड़ी – पर..

प्रधानमंत्री – आप चाहें तो आपको बोलने में भी मेडल मिलने वाला है।

खिलाड़ी – मेरे फ्रेंड सर्कल में किसी ने बोला था कि मैं उनको कुछ बोलती थी भई तुम्हारे अच्छे के लिए तुम करो। तो अक्सर मुझे वो बोलते थे कि तू के मोदी ते मिल रही है?

प्रधानमंत्री – हाँ

खिलाड़ी – हरियाणवी में बोल देते हैं सर कि क्या तू मोदी से मिली हुई है, कि तेरी बात माने। तो आज मैं आपसे मिली हूं सर। मैं उनको बोल पाऊंगी कि हां मैं मोदी जी से मिली हूं।

खिलाड़ी – कॉमनवेंल्थ गेम्स में मैंने सिल्वर मेडल जीता, फिर मैंने क्रेडिट साहब को दिया, सपना तो था एक बार मेडल जीत के लेके आने के लिए, बट ट्रेनिंग का सेंटर नहीं था, मैंने SAI आने के बाद मैं बहुत ट्रेनिंग करके मेडल जीत पा रहा, इसलिए बहुत खुशी से मैंने सर को क्रेडिट दिया था क्योंकि बहुत इंप्रूव हुआ।

प्रधानमंत्री – मेरे लिए बहुत बड़ा सम्मान का विषय है, मेहनत आपने की और मुझे याद किया, मैं आपका बहुत आभारी हूं दोस्त।

प्रधानमंत्री – वाराणसी में खेल तुम प्रैक्टिस कर रही थी ना?

खिलाड़ी – जी सर।

प्रधानमंत्री – कैसा बना है स्टेडियम?

खिलाड़ी – सर अच्छा बना है, वहां पर मैं 10-12 दिन के लिए ट्रेनिंग करने गई थी, क्योंकि मैं मंदिर गई थी तो वहां पर ही ट्रेनिंग करके आई थी। और मैं वहां पे मतलब सेटल भी होना चाहती हूं क्योंकि मुझे काशी विश्वनाथ बहुत अच्छा लगता है सर।

प्रधानमंत्री – भोपाल में ट्रेनिंग कर रही थी ना?

खिलाड़ी – जी सर।

प्रधानमंत्री – तो उज्जैन जाते थे कि नहीं?

खिलाड़ी – जी सर उज्जैन भी गई थी सर।

प्रधानमंत्री – अच्छा महाकाल के पास भी गई।

खिलाड़ी – जी सर।

प्रधानमंत्री – काशी विश्वनाथ के पास हो आई एक बार।

खिलाड़ी – जी सर।

प्रधानमंत्री – सावन महीना तो अभी है।

खिलाड़ी – वहां घर जाके फिर उसके बाद जाऊंगी सर।

प्रधानमंत्री – ठीक है।

खिलाड़ी – साई ने भी सर बहुत सपोर्ट किया है मुझे। इसके कारण ही मैं यहां तक पहुंची हूं सर। और मैं खेलो इंडिया स्कीम में भी थी 2018 में जो फर्स्ट खेलो इंडिया हुआ था, उसमें मेरा सिल्वर मेडल था, वहां पे भी मैंने आपको देखा था ओपनिंग सेरेमनी में, तो उसमें मेरा मेडल था, तो मेरे को स्कीम भी मिल गया और मैं यहां तक पहुंची हूं सर।

प्रधानमंत्री – स्पोर्ट्स व्यवस्था एक बात है, लेकिन देश मेडल तब प्राप्त करता है जब देश में स्पोर्ट्स कल्चर बनता है। दोस्तों आपने बहुत बड़ा काम किया है। देश का नाम रोशन किया है। आपको मैं बहुत बधाई देता हूं और आप विश्वास कीजिए आगे भी आप विजयी होंगे और फिर से एक बार यहीं पर हम मिलेंगे। बहुत-बहुत धन्यवाद। बहुत-बहुत शुभकामनाएं।

प्रधानमंत्री – ये लगातार तीसरी बार देश को मेडल दिलवाया है।

खिलाड़ी – थैंक यू सर।

प्रधानमंत्री – बहुत आशीर्वाद बेटा।

खिलाड़ी – और थैंक यू सो मच मैं सर के हाथ से लड्डू खा रही मेरा कल बर्थडे था तो आज सर के हाथ से…

प्रधानमंत्री – बहुत बधाई वाह।

प्रधानमंत्री – मुस्कुराओ यार ।

प्रधानमंत्री – जो खेलेगा वो खिलेगा।