“During Corona time, India saved many lives by supplying essential medicines and vaccines while following its vision of ‘One Earth, One Health’”
“India is committed to become world’s reliable partner in global supply-chains”
“This is the best time to invest in India”
“Not only India is focussing on easing the processes in its quest for self-reliance, it is also incentivizing investment and production”
“India is making policies keeping in mind the goals of next 25 years. In this time period, the country has kept the goals of high growth and saturation of welfare and wellness. This period of growth will be green, clean, sustainable as well as reliable”
“‘Throw away’ culture and consumerism has deepened the climate challenge. It is imperative to rapidly move from today’s ‘take-make-use-dispose’ economy to a circular economy”
“Turning L.I.F.E. into a mass movement can be a strong foundation for P-3 i.e ‘Pro Planet People”
“It is imperative that every democratic nation should push for reforms of the multilateral bodies so that they can come up to the task dealing with the challenges of the present and the future”

ନମସ୍କାର

୧୩ଠ କୋଟି ଭାରତୀୟଙ୍କ ତରଫରୁ ମୁଁ ବିଶ୍ୱ ଅର୍ଥନୈତିକ ଫୋରମରେ ଏକତ୍ରିତ ହୋଇଥିବା ବିଶ୍ୱର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଉଛି । ଆଜି ଯେତେବେଳେ ମୁଁ ଆପଣମାନଙ୍କ ସହ କଥାବାର୍ତ୍ତା କରୁଛି, ଭାରତ ସତର୍କତାର ସହିତ କରୋନାର ଆଉ ଏକ ତରଙ୍ଗର ସମ୍ମୁଖୀନ ହେଉଛି । ଏଥିସହିତ ଭାରତ ମଧ୍ୟ ଅନେକ ଆଶାବାଦୀ ଫଳାଫଳ ସହିତ ଅର୍ଥନୈତିକ କ୍ଷେତ୍ରରେ ଆଗକୁ ବଢୁଛି । ଆଜି ସ୍ୱାଧୀନତାର ୭୫ ବର୍ଷରେ ଭାରତ ମଧ୍ୟ ଉତ୍ସାହିତ ଏବଂ କେବଳ ଗୋଟିଏ ବର୍ଷରେ ୧୬ଠ କୋଟି କରୋନା ଟିକା ନେଇ ଭାରତ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ।

ସାଥୀମାନେ,

ଭାରତ ପରି ଏକ ଶକ୍ତିଶାଳୀ ଗଣତନ୍ତ୍ର ସମଗ୍ର ବିଶ୍ୱକୁ ଏକ ସୁନ୍ଦର ଉପହାର, ଆଶାର ଏକ ପୁଷ୍ପଗୁଚ୍ଛ ଦେଇଛି । ଏହି ପୁଷ୍ପଗୁଚ୍ଛରେ ରହିଛି ଭାରତୀୟମାନଙ୍କ ଗଣତନ୍ତ୍ର ଉପରେ ଏକ ଅଦମ୍ୟ ବିଶ୍ୱାସ, ଏକବିଂଶ ଶତାବ୍ଦୀର ସଶକ୍ତିକରଣ କରୁଥିବା ଟେକ୍ନୋଲୋଜୀ, ଆମ ଭାରତୀୟଙ୍କ ଚିନ୍ତାଧାରା ଓ ଆମ ଭାରତୀୟଙ୍କ ପ୍ରତିଭା । ଭାରତର ବହୁଭାଷୀ, ବହୁ-ସାଂସ୍କୃତିକ ପରିବେଶ ଯେଉଁଠାରେ ଆମେ ଭାରତୀୟମାନେ ବାସ କରୁଛୁ ତାହା କେବଳ ଭାରତର ନୁହେଁ, ସମଗ୍ର ବିଶ୍ୱର ଏକ ମହାନ ଶକ୍ତି । ଏହି ଶକ୍ତି କେବଳ ସଂକଟ ସମୟରେ ନିଜ ପାଇଁ ଚିନ୍ତା କରିବା ନୁହେଁ, ମାନବିକତାର ସ୍ୱାର୍ଥରେ କାର୍ଯ୍ୟ କରିବାକୁ ମଧ୍ୟ ଶିକ୍ଷା ଦିଏ । କରୋନାର ଏହି ସମୟରେ, ଆମେ ଦେଖିଛୁ ଯେ ‘ଏକ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ’ର ଦର୍ଶନକୁ ଅନୁସରଣ କରି ଭାରତ ଅନେକ ଦେଶକୁ ଆବଶ୍ୟକୀୟ ଔଷଧ, ଟିକା ଦେଇ କୋଟି କୋଟି ଜୀବନ ରକ୍ଷା କରୁଛି । ଆଜି ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଫାର୍ମା ଉତ୍ପାଦକ, ଫାର୍ମାସୀ । ଆଜି ଭାରତର ହେଉଛି ବିଶ୍ୱର ସେହି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଯେଉଁଠାରେ ଡାକ୍ତରମାନେ ସେମାନଙ୍କର ସମ୍ବେଦନଶୀଳତା ଏବଂ ଅଭିଜ୍ଞତା ସହିତ ସମସ୍ତଙ୍କ ବିଶ୍ୱାସ ଜିତୁଛନ୍ତି ।

ସାଥୀମାନେ,

ସଂକଟ ସମୟରେ ସମ୍ବେଦନଶୀଳତା ପରୀକ୍ଷା କରାଯାଏ । କିନ୍ତୁ ଏହି ସମୟରେ ସମଗ୍ର ବିଶ୍ୱ ପାଇଁ ଭାରତର ସାମର୍ଥ୍ୟ ଏକ ଉଦାହରଣ । ଏହି ସଂକଟ ସମୟରେ, ଭାରତର ଆଇଟି କ୍ଷେତ୍ର ଦିନକୁ ୨୪ ଘଣ୍ଟା କାମ କରି ବିଶ୍ୱର ସମସ୍ତ ଦେଶକୁ ବହୁ ଅସୁବିଧାରୁ ରକ୍ଷା କରିଛି । ଆଜି ଭାରତ ରେକର୍ଡ ସଂଖ୍ୟକ ସଫ୍ଟୱେର ଇଞ୍ଜିନିୟରମାନଙ୍କୁ ବିଶ୍ୱକୁ ପଠାଉଛି । ଭାରତରେ ୫ଠ ଲକ୍ଷରୁ ଅଧିକ ସଫ୍ଟୱେର ଡେଭଲପର କାର୍ଯ୍ୟ କରୁଛନ୍ତି । ଆଜି ଭାରତରେ ୟୁନିକର୍ଣ୍ଣର ତୃତୀୟ ବୃହତ୍ତମ ସଂଖ୍ୟା ରହିଛି । ଗତ ୬ ମାସ ମଧ୍ୟରେ ୧ଠ ହଜାରରୁ ଅଧିକ ଷ୍ଟାର୍ଟଅପ ପଞ୍ଜୀକୃତ ହୋଇଛନ୍ତି । ଆଜି ଭାରତରେ ବିଶ୍ୱର ସର୍ବବୃହତ, ସୁରକ୍ଷିତ ଏବଂ ସଫଳ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଅଛି । ଗତ ମାସରେ କେବଳ ଭାରତରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ବିଷୟରେ କହିବାକୁ ଗଲେ ୪.୪ ବିଲିଅନ କାରବାର ଏହି ମାଧ୍ୟମରେ କରାଯାଇଛି ।

ସାଥୀମାନେ,

ବର୍ଷ ବର୍ଷ ଧରି ଭାରତ ଯେଉଁ ଡିଜିଟାଲ ଭିତ୍ତିଭୂମି ବିକଶିତ କରିଛି ଓ ଆପଣାଇଛି ତାହା ଆଜି ଭାରତର ଏକ ବିରାଟ ଶକ୍ତି ପାଲଟିଛି । କରୋନା ସଂକ୍ରମଣର ଟ୍ରାକିଂ ପାଇଁ ଆରୋଗ୍ୟ-ସେତୁ ଆପ୍ ଏବଂ ଟିକାକରଣ ପାଇଁ କୋ-ୱିନ ପୋଟାର୍ଲ ପରି ବୈଷୟିକ ସମାଧାନ ବାହାର କରିବା ଭାରତ ପାଇଁ ଗର୍ବର ବିଷୟ । ସ୍ଲଟ ବୁକିଂ ଠାରୁ ଆରମ୍ଭ କରି ଭାରତର କୋ-ୱିନ ପୋଟାର୍ଲରେ ସାର୍ଟିଫିକେଟ ପ୍ରଦାନ ପର୍ଯ୍ୟନ୍ତ, ଅନଲାଇନ ସିଷ୍ଟମ ମଧ୍ୟ ବଡ଼ ବଡ଼ ଦେଶର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ସାଥୀମାନେ,

ଏକ ସମୟ ଥିଲା ଯେତେବେଳେ ଲାଇସେନ୍ସରାଜ ଭାରତର ପରିଚୟ ଥିଲା, ଅଧିକାଂଶ ଜିନିଷ ସରକାର ନିୟନ୍ତ୍ରଣ କରୁଥିଲେ । ମୁଁ ବୁଝିପାରୁଛି ଭାରତରେ ବ୍ୟବସାୟ କ୍ଷେତ୍ରରେ ଯେଉଁସବୁ ଆହ୍ୱାନ ରହିଛି । ଆମେ ପ୍ରତ୍ୟେକ ଆହ୍ୱାନକୁ ଦୂର କରିବାକୁ କ୍ରମାଗତ ଭାବରେ ଚେଷ୍ଟା କରୁଛୁ । ସରକାରୀ ହସ୍ତକ୍ଷେପ ହ୍ରାସ କରି ଆଜି ଭାରତ ସହଜଗମ୍ୟ ବ୍ୟବସାୟକୁ ପ୍ରୋତ୍ସାହିତ କରୁଛି । କର୍ପୋରେଟ ଟିକସ ହାରକୁ ସରଳୀକରଣ କରି ଭାରତ ଏହାକୁ ବିଶ୍ୱର ସବୁଠାରୁ ଅଧିକ ପ୍ରତିଯୋଗୀକ୍ଷମ କରିପାରିଛି । ଗତବର୍ଷ କେବଳ, ଆମେ ୨୫ ହଜାରରୁ ଅଧିକ ନିୟମ ହ୍ରାସ କରିଛୁ । ରିଟ୍ରୋସ୍ପେକ୍ଟିଭ ଟାକ୍ସ ପରି ପଦକ୍ଷେପ ଗ୍ରହଣ କରି ବ୍ୟବସାୟ ସମ୍ପ୍ରଦାୟର ଆତ୍ମବିଶ୍ୱାସକୁ ଭାରତ ଫେରାଇ ଦେଇଛି । ଡ୍ରୋନସ, ସ୍ପେଟ, ଜିଓ-ସ୍ପାଟିଆଲ ମ୍ୟାପିଂ ଭଳି ଭାରତ ମଧ୍ୟ ଅନେକ କ୍ଷେତ୍ରକୁ ନିୟନ୍ତ୍ରଣମୁକ୍ତ କରିଛି । ଆଇଟି କ୍ଷେତ୍ର ଏବଂ ବିପିଓ ସହ ଜଡ଼ିତ ପୁରୁଣା ଟେଲିକମ ନିୟମରେ ଭାରତ ପ୍ରମୁଖ ସଂସ୍କାର ଆଣିଛି ।

ସାଥୀମାନେ,

ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବିଶ୍ୱର ବିଶ୍ୱସ୍ତ ଅଂଶୀଦାର ହେବାକୁ ଭାରତ ପ୍ରତିବଦ୍ଧ । ଆମେ ଅନେକ ଦେଶ ସହିତ ମୁକ୍ତ-ବାଣିଜ୍ୟ ଚୁକ୍ତି ପାଇଁ ରାସ୍ତା ପ୍ରସ୍ତୁତ କରୁଛୁ । ଭାରତୀୟମାନଙ୍କର ଅଭିନବତା ଓ ନୂତନ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାର ଯେଉଁ କ୍ଷମତା ଅଛି, ଉଦ୍ୟମିତାର ଯେଉଁ ଉତ୍ସାହ ଅଛି, ତାହା ଆମର ପ୍ରତ୍ୟେକ ବିଶ୍ୱ ଭାଗୀଦାରଙ୍କୁ ନୂତନ ଶକ୍ତି ଦେଇପାରିବ । ତେଣୁ ଭାରତରେ ବିନିଯୋଗ କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ । ଭାରତୀୟ ଯୁବଗୋଷ୍ଠୀ ମଧ୍ୟରେ ଉଦ୍ୟମିତ ଆଜି ଏକ ନୂତନ ଶିଖରରେ ଅଛି । ୨ଠ୧୪ରେ ଭାରତରେ ପ୍ରାୟ କେତେ ଶହ ପଞ୍ଜୀକୃତ ଷ୍ଟାର୍ଟଅପ ଥିଲା । ଆଜି ସେଗୁଡ଼ିକର ସଂଖ୍ୟା ୬ଠ ହଜାର ଅତିକ୍ରମ କରିଛି । ଏଥିରେ ୮ଠରୁ ଅଧିକ ୟୁନିକର୍ଣ୍ଣ ମଧ୍ୟ ଅଛି, ଯେଉଁଥିରୁ ୨ଠ୨୧ରେ ହିଁ ୪ଠରୁ ଅଧିକ ୟୁନିକର୍ଣ୍ଣ ବାହାରିଛନ୍ତି ।  ପ୍ରବାସୀ ଭାରତୀୟମାନେ ଯେପରି ବିଶ୍ୱ ସ୍ତରରେ ନିଜର କୌଶଳ ପ୍ରଦର୍ଶନ କରୁଛନ୍ତି, ସେହିଭଳି ଭାରତୀୟ ଯୁବପିଢ଼ି ମଧ୍ୟ ଭାରତରେ ଆପଣମାନଙ୍କର ବ୍ୟବସାୟକୁ ନୂତନ ଶିଖରକୁ ପହଂଚାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ତତ୍ପର ଅଛନ୍ତି ।

ବନ୍ଧୁମାନେ,

ସଘନ ଆର୍ଥିକ ସଂସ୍କାର ପାଇଁ ଭାରତର ପ୍ରତିବଦ୍ଧତା ହେଉଛି ଅନ୍ୟ ଏକ ପ୍ରମୁଖ କାରଣ, ଯାହା ଆଜି ଭାରତକୁ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ସବୁଠାରୁ ଆକର୍ଷଣୀୟ ଗନ୍ତବ୍ୟସ୍ଥଳରେ ପରିଣତ କରିଛି । କରୋନା ଅବଧି ସମୟରେ, ଯେତେବେଳେ ବିଶ୍ୱ କ୍ୱାଣ୍ଟିଟେଟିଭ ଏଜିଂ କାର୍ଯ୍ୟକ୍ରମ ଭଳି ପଦକ୍ଷେପ ଉପରେ ଧ୍ୟାନ ଦେଉଥିଲା, ସେତେବେଳେ ଭାରତ ସଂସ୍କାରର ପଥକୁ ସଶକ୍ତ କରୁଥିଲା । ଡିଜିଟାଲ ଏବଂ ଭୌତିକ ଭିତ୍ତିଭୂମିର ଆଧୁନିକୀକରଣର ବଡ଼ ପ୍ରକଳ୍ପଗୁଡ଼ିକୁ କରୋନା କାଳରେ ଅଦ୍ଭୁତପୂର୍ବ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା । ଦେଶର ୬ ଲକ୍ଷରୁ ଅଧିକ ଗାଁକୁ ଅପ୍ଟିକାଲ ଫାଇବର ସହିତ ସଂଯୋଗ କରାଯାଉଛି । ବିଶେଷ ଭାବରେ, ସଂଯୋଗ ସହ ଜଡ଼ିତ ଭିତ୍ତିଭୂମି ଉପରେ ୧.୩ ଟି୍ରଲିଅନ ଡଲାରର ବିନିଯୋଗ କରାଯାଉଛି । ସମ୍ପତ୍ତି ମୁଦ୍ରୀକରଣ ପରି ଅଭିନବ ଆର୍ଥିକ ସାଧନରୁ ୮ଠ ବିଲିଅନ ଡଲାର ଆୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବିକାଶ ପାଇଁ ଷ୍ଟେକ ହୋଲ୍ଡର ପ୍ରତ୍ୟେକଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ପାଇଁ ଭାରତ ମଧ୍ୟ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ଆରମ୍ଭ କରିଛି । ଏହି ଜାତୀୟ ମାଷ୍ଟର ପ୍ଲାନ ଅଧିନରେ ଭିତ୍ତିଭୂମିର ଯୋଜନା ବିକାଶ ଏବଂ କାର୍ଯ୍ୟାନ୍ୱୟନ ଉପରେ ସମନ୍ୱିତ ଢଙ୍ଗରେ କାର୍ଯ୍ୟ କରାଯିବ । ଏହା ସାମଗ୍ରୀ, ଲୋକ ଏବଂ ସେବାଗୁଡ଼ିକର ନିରନ୍ତର ସଂଯୋଗୀକରଣ ଏବଂ ଗତିବିଧି ପାଇଁ ଏକ ନୂତନ ପ୍ରେରଣା ଆଣିବ ।

ସାଥୀମାନେ,

ଆତ୍ମନିର୍ଭରଶୀଳତାର ପଥ ଅନୁସରଣ କରୁଥିବା ବେଳେ ଭାରତର ଧ୍ୟାନ କେବଳ ପ୍ରକ୍ରିୟାକୁ ସହଜ କରିବା ଉପରେ ନୁହେଁ, ବରଂ ପୁଞ୍ଜି ବିନିଯୋଗ ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ରହିଛି । ଏହି ଦୃଷ୍ଟିଭଙ୍ଗୀ ସହିତ ଆଜି ୧୪ଟି ସେକ୍ଟରରେ ୨୬ ବିଲିଅନ ଡଲାର ମୂଲ୍ୟର ପ୍ରଡକ୍ସନ ଲିଙ୍କଡ୍ ଇନସେନଟିଭ୍ ସ୍କିମ୍ କାର୍ଯ୍ୟକାରୀ କରାଯାଇଛି । ଫ୍ୟାବ, ଚିପ ଏବଂ ପ୍ରଦର୍ଶନ ଶିଳ୍ପ ନିର୍ମାଣ ପାଇଁ ୧ଠ ବିଲିଅନ ଡଲାର ମୂଲ୍ୟର ପ୍ରୋତ୍ସାହନ ଯୋଜନା ହେଉଛି ବିଶ୍ୱର ଯୋଗାଣ ଶୃଙ୍ଖଳକୁ ସୁଗମ କରିବା ପାଇଁ ଆମ ପ୍ରତିବଦ୍ଧତାର ପ୍ରମାଣ । ମେକ ଇନ ଇଣ୍ଡିଆ, ମେକ ଫର ଦ ୱାର୍ଲ୍ଡର ଚିନ୍ତାଧାରା ସହିତ ଆମେ ଆଗକୁ ବଢୁଛୁ । ଟେଲିକମ, ବୀମା, ପ୍ରତିରକ୍ଷା, ଏରୋସ୍ପେଶ ସହିତ ବର୍ତ୍ତମାନ ସେମି-କଣ୍ଡକ୍ଟର କ୍ଷେତ୍ରରେ ଭାରତରେ ଅସୀମ ସମ୍ଭାବନା ଅଛି ।

ସାଥୀମାନେ,

ଆଜି ଭାରତ ବର୍ତ୍ତମାନ ସମେତ ଆଗାମୀ ୨୫ ବର୍ଷର ଲକ୍ଷ୍ୟକୁ ନେଇ ନୀତି ପ୍ରଣୟନ କରୁଛି, ନିଷ୍ପତ୍ତି ନେଉଛି । ଏହି ଅବଧିରେ, ଭାରତ ଉଚ୍ଚ ଅଭିବୃଦ୍ଧି, କଲ୍ୟାଣ ଏବଂ ସୁସ୍ଥତାର ଲକ୍ଷ୍ୟ ସ୍ଥିର କରିଛି । ଅଭିବୃଦ୍ଧିର ଏହି ଅବଧି ମଧ୍ୟ ସବୁଜ ହେବ, ଏହା ମଧ୍ୟ ସ୍ୱଚ୍ଛ ରହିବ, ଏହା ମଧ୍ୟ ଧାରଣକ୍ଷମ ରହିବ, ଏହା ମଧ୍ୟ ନିର୍ଭରଯୋଗ୍ୟ ହେବ । ବିଶ୍ୱ ମଙ୍ଗଳ ପାଇଁ ବଡ଼ ପ୍ରତିବଦ୍ଧତା ଏବଂ ତାହା କାର୍ଯ୍ୟକ୍ଷମ କରିବାର ପରମ୍ପରାକୁ ଅବ୍ୟାହତ ରଖି ଆମେ ୨ଠ୭ଠ ମସିହା ପର୍ଯ୍ୟନ୍ତ ନେଟ ଜିରୋର ଲକ୍ଷ୍ୟ ମଧ୍ୟ ରଖିଛୁ । ବିଶ୍ୱର ୧୭ ପ୍ରତିଶତ ଜନସଂଖ୍ୟା ଥିବା ଭାରତ ବିଶ୍ୱର ଅଙ୍ଗାରକାମ୍ଳ ନିର୍ଗମନରେ ମାତ୍ର ୫ ପ୍ରତିଶତ ଯୋଗଦାନ ଦେଇଥାଏ, କିନ୍ତୁ ଜଳବାୟୁ ଆହ୍ୱାନର ମୁକାବିଲା ପାଇଁ ଆମର ପ୍ରତିବଦ୍ଧତା ଶତପ୍ରତିଶତ ଅଟେ । ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ ଏବଂ କୋଆଲିସନ ଫର ଡିଜାଷ୍ଟର- ରେସିଲିଏଣ୍ଟ ଇନଫ୍ରାଷ୍ଟ୍ରକଚର ଫଳ କ୍ଲାଇମେଟ ଆଡପ୍ସନ ଭଳି ପଦକ୍ଷେପ ଏହାର ପ୍ରମାଣ ଅଟେ । ବିଗତ ବର୍ଷଗୁଡ଼ିକରେ ଆମେ କରିଥିବା ପ୍ରୟାସର ଫଳସ୍ୱରୂପ ଆଜି ଆମ ଶକ୍ତି ଉତ୍ପାଦନର ଶତକଡ଼ା ୪ଠ ଭାଗ ହେଉଛି ଅଣଜୀବାଶ୍ମ ସ୍ରୋତଗୁଡ଼ିକର । ଭାରତ ପ୍ୟାରିସରେ ଯାହା ଘୋଷଣା କରିଥିଲା ତାହା ନିର୍ଦ୍ଧାରିତ ସମୟର ୯ ବର୍ଷ ପୂର୍ବରୁ ହିଁ ପ୍ରାପ୍ତ କରିସାରିଛୁ ।

ସାଥୀମାନେ,

ଏହି ପ୍ରୟାସଗୁଡ଼ିକ ମଧ୍ୟରେ, ଆମକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ ଜଳବାୟୁ ପାଇଁ ଆମର ଜୀବନଶୈଳୀ ମଧ୍ୟ ଏକ ବଡ଼ ଆହ୍ୱାନ । ‘ଫିଙ୍ଗିଦିଅ’ ସଂସ୍କୃତି ଏବଂ ଉପଭୋକ୍ତାବାଦ ଜଳବାୟୁ ଆହ୍ୱାନକୁ ଅଧିକ ବିଷମ କରିଦେଇଛି । ଆଜିର ‘ଟେକ୍ - ମେକ୍ - ୟୁଜ୍ - ଡିସପୋଜ’ର ଯେଉଁ ଅର୍ଥନୀତି ଅଛି ତାକୁ ଶୀଘ୍ରତାର ସହତ ବୃତ୍ତାକାର ଅର୍ଥନୀତିରେ ପରିଣତ କରିବାର ଆବଶ୍ୟକତା ଅଛି । ମିଶନ ଏଲଆଇଏଫଇର ଯେଉଁ ଚିନ୍ତାଧାରା ସମ୍ପର୍କରେ ମୁଁ ସିଓପି-୨୬ରେ ଆଲୋଚନା କରିଥିଲି ତାହାର ମୂଳରେ ମଧ୍ୟ ଏହି ଭାବନା ରହିଛି । ଏଲଆଇଏଫଇ- ଅର୍ଥାତ ଲାଇଫ ଷ୍ଟାଇଲ ଫର ଏନଭାରମେଣ୍ଟ, ଏଭଳି ନମନୀୟ ଏବଂ ଧାରଣକ୍ଷମ ଜୀବନଚର୍ଯ୍ୟାର ଦୃଷ୍ଟିଭଙ୍ଗୀ ଯାହା ଜଳବାୟୁ ସଂକଟ ସହିତ ଅଦୃଶ୍ୟ ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ମଧ୍ୟ ସାହାଯ୍ୟ କରିବ । ତେଣୁ ମିଶନ ଲାଇଫକୁ ଏକ ବୈଶ୍ୱିକ ଜନ ଆନେ୍ଦାଳନରେ ପରିବର୍ତ୍ତନ କରିବା ଜରୁରୀ ଅଟେ । ଆମେ ଲାଇଫ ଭଳି ଜନଭାଗିଦାରୀ ଅଭିଯାନକୁ ଆମେ ପି-ଥ୍ରୀ, ଏବଂ ଯେତେବେଳେ ପି-ଥ୍ରୀର କଥା କହୁଛି  ‘ପ୍ରୋ ପ୍ଲାନେଟ ପିପୁଲ’ର ଏକ ଆଧାର ମଧ୍ୟ ହୋଇପାରିବ ।

ସାଥୀମାନେ,

ଆଜି ୨ଠ୨୨ର ଆରମ୍ଭରେ ଯେତେବେଳେ ଆମେ ଡାଭୋସରେ ଯେଉଁ ବିଚାରବିମର୍ଶ କରୁଛୁ, ସେତେବେଳେ ଅନ୍ୟକିଛି ଆହ୍ୱାନଗୁଡ଼ିକ ପ୍ରତି ସଚେତନ କରାଇବାକୁ ମଧ୍ୟ ଭାରତ ନିଜର ଦାୟିତ୍ୱ ବୋଲି ବିବେଚନା କରେ । ଆଜି ସମଗ୍ର ବିଶ୍ୱକୁ ଏକ ପରିବାର ସମ୍ପର୍କିତ ଭାବନା ଆଧାରିତ ଗ୍ଲୋବାଲ ଅର୍ଡରରେ ପରିବର୍ତ୍ତନ ସହିତ ବିଭିନ୍ନ ଆହ୍ୱାନ ମଧ୍ୟ ଆମକୁ ସାମ୍ନା କରିବାକୁ ପଡୁଛି, ସେଗୁଡ଼ିକ ବଢୁଛି ମଧ୍ୟ । ଏଗୁଡ଼ିକର ମୁକାବିଲା ପାଇଁ ପ୍ରତ୍ୟେକ ଦେଶ, ପ୍ରତ୍ୟେକ ବିଶ୍ୱସ୍ତରୀୟ ଏଜେନ୍ସି ଦ୍ୱାରା ସାମୁହିକ ଏବଂ ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଅଛି । ଯୋଗାଣ ଶୃଙ୍ଖଳରେ ବ୍ୟାହତ ହେବା, ମୁଦ୍ରାସ୍ଫୀତି ଏବଂ ଜଳବାୟୁ ପରିବର୍ତ୍ତନ ଏଗୁଡ଼ିକର ଉଦାହରଣ । ଅନ୍ୟ ଏକ ଉଦାହରଣ ହେଉଛି- କ୍ରିପ୍ଟୋକରେନ୍ସି । ଏହା ସହିତ ଯେଉଁ ପ୍ରକାରର ପ୍ରଯୁକ୍ତିବିଦ୍ୟା ଜଡ଼ିତ ରହିଛି ତାହା କୌଣସି ଏକ ନିର୍ଦ୍ଦିଷ୍ଟ ଦେଶ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି, ତତସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପର୍ଯ୍ୟାପ୍ତ ହେବ ନାହିଁ । ଆମ ସମସ୍ତଙ୍କୁ ସମାନ ବିଚାରଧାରା ରଖିବାକୁ ହେବ । କିନ୍ତୁ ଆଜି ବୈଶ୍ୱିକ ପରିଦୃଶ୍ୟ ପରିପ୍ରେକ୍ଷୀରେ ପ୍ରଶ୍ନ ଏହା ମଧ୍ୟ ଉଠେ ଯେ, ନୂତନ ୱାର୍ଲ୍ଡ ଅର୍ଡର ଏବଂ ନୂତନ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ବହୁ ପାକ୍ଷିକ ସଂଗଠନଗୁଡ଼ିକ ପ୍ରସ୍ତୁତ ଅଛନ୍ତି କି, ସେମାନଙ୍କ ପାଖରେ ସାମର୍ଥ୍ୟ ରହିଛି କି? ଯେତେବେଳେ ଏହି ସଂଗଠନଗୁଡ଼ିକ ନିର୍ମାଣ ହୋଇଥିଲା ସେତେବେଳେ ପରିସ୍ଥିତି ଭିନ୍ନ ଥିଲା, ଆଜି ଭିନ୍ନ ଅଛି । ତେଣୁ ଅନୁଷ୍ଠାନଗୁଡ଼ିକରେ ସଂସ୍କାର ଉପରେ ଗୁରୁତ୍ୱ ଦେବା ପ୍ରତ୍ୟେକ ଗଣତାନ୍ତ୍ରିକ ଦେଶର ଦାୟିତ୍ୱ ଅଟେ, ଯାହାଦ୍ୱାରା ସେମାନେ ବର୍ତ୍ତମାନ ଏବଂ ଭବିଷ୍ୟତର ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ସକ୍ଷମ ହେବେ । ମୁଁ ନିଶ୍ଚିତ ଯେ ଡାଭୋସରେ ହେଉଥିବା ଆଲୋଚନାରେ ଏହି ବିଷୟରେ ଏକ ସକାରାତ୍ମକ ସଂଳାପ ହେବ।

ସାଥୀମାନେ,

ନୂତନ ଆହ୍ୱା ମଧ୍ୟରେ ଆଜି ବିଶ୍ୱକୁ ନୂତନ ପଥ ଦରକାର, ନୂତନ ସଂକଳ୍ପ ଆବଶ୍ୟକ । ଆଜି ଦୁନିଆର ପ୍ରତ୍ୟେକ ଦେଶ ପରସ୍ପର ଠାରୁ ଅଧିକ ସହଯୋଗ ଆବଶ୍ୟକ କରନ୍ତି । ଏହା ଏକ ଉତ୍ତମ ଭବିଷ୍ୟତର ପଥ ଅଟେ । ମୁଁ ନିଶ୍ଚିତ ଯେ ଡାଭୋସରେ ହେଉଥିବା ଏହି ଆଲୋଚନା ଏହି ଭାବନାକୁ ବିସ୍ତାର କରିବ । ପୁନର୍ବାର, ମୁଁ ଆପଣମାନଙ୍କୁ ଭେଟିବାର ଏକ ସୁଯୋଗ ପାଇଲି, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Safran’s Hyderabad engine MRO starts operations, targets 300 LEAP engines annually

Media Coverage

Safran’s Hyderabad engine MRO starts operations, targets 300 LEAP engines annually
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s speech at the launch of ‘Nasha Mukt Yuva for Viksit Bharat Sankalp Abhiyan’ via VC
August 02, 2026


नमस्‍कार!

आज हम सभी देशवासी एक महान और महत्वपूर्ण संकल्प के लिए एकजुट हुए हैं। इस संकल्प को लेकर, इसक कार्यक्रम से जुड़े सभी पूज्य संतजन, अलग-अलग राज्यों का प्रतिनिधित्व कर रहे सभी राज्यपाल, सभी मुख्यमंत्री, अन्‍य सभी जनप्रतिनिधिगण, 28 हजार से अधिक स्थानों से जुड़े एक करोड़ से युवा साथी, मैं आज इस शुभ घड़ी पर, शुभ संकल्प के लिए करोड़ों-करोड़ों नौजवानों का विशेष रूप से अभिनंदन करता हूं। आज हम सभी जिस अभियान के साक्षी बन रहे हैं, वह अभियान व्यक्ति के लिए हैं, परिवार के लिए हैं, समाज के लिए भी है और सबसे बड़ी बात है, यह राष्‍ट्र के लिए है।

साथियों,

विकसित भारत संकल्प अभियान के लिए ‘नशा मुक्त युवा’ इस मूवमेंट का नाम ही इसके संकल्प को स्पष्ट करता है, क्योंकि आज जब देश ने विकसित भारत का लक्ष्य तय किया है, तो इसके लिए आवश्यक है, देश का युवा तन से स्वस्थ हो, मन से स्वस्थ हो, आत्‍मविश्‍वास से भरपूर हो और ड्रग्स जैसी घातक आदत से हमेशा-हमेशा दूर ही रहे, दूर हो। यही इस अभियान का उद्देश्य है। इसलिए हम सबको यह संकल्प लेना है, हमारे युवा नशे और ड्रग्स के खतरों को समझे, हर तरह से जागरूक रहे और उससे दूर रहें और इस संकल्प में अब ‘राष्‍ट्रीय नशा मुक्त युवा’ अभियान की बड़ी भूमिका है।

साथियों,

काशी का सांसद होने के नाते मुझे खुशी है कि यह अभियान का पायलट प्रोजेक्ट के तौर पर पिछले साल काशी की पवित्र धरती से शुरू हुआ था। इसलिए वैज्ञानिक स्‍पष्‍टता के साथ-साथ इसमें आध्यात्मिक ऊर्जा भी है, संतों के आशीर्वाद भी हैं और महान सांस्कृतिक विरासत भी हैं। इसमें वह सांस्कृतिक समर्पण भी है, जिसने सदियों से नशे को खारिज किया है। यही वजह है, देश के 125 से अधिक आध्यात्मिक संगठन करोड़ों-करोड़ों देशवासियों के हित के लिए आज हमारे साथ जुड़ चुके हैं। सामाजिक संगठनों ने, NGOs ने इस दिशा में संकल्प लिया है। सबने मिलकर ‘काशी डिक्लेरेशन’ के जरिए रोडमैप तैयार किया है और आज हम देख रहे हैं, काशी से उठा वो कल्याणकारी विचार अब यह एक नेशनल प्रोजेक्ट्स बन गया है। आज से देशभर में ‘नशा मुक्त युवा’ अभियान आरंभ हो रहा है।

साथियों,

कुछ काम ऐसे होते हैं, जो व्यक्तिगत रूप से कोई प्रयास करे, तो कभी-कभी निराश हो जाता है, थकान महसूस करता है, लंबी दूरी चलने में मन तैयार नहीं होता है, लेकिन जब सामूहिक अभियान बन जाता है, कंधे से कंधा मिलाकर करोड़ों लोग चल पड़ते हैं, तो ऐसे सभी जो व्यक्तिगत रूप से अपने आप कुछ नहीं कर पाते हैं, उनको भी एक नई ऊर्जा मिल जाती है। सामूहिकता की एक ताकत होती है और आज उस ताकत को लेकर के यह अभियान हर युवा मन को छूने वाला है। थोड़ी देर पहले देश के लाखों युवाओं ने नशा मुक्ति की शपथ ली है। आपने अपने जीवन को नशे से दूर रखने का संकल्प लिया है। आपने अपने स्कूल, अपने कॉलेज और अपने समाज में नशा मुक्ति का संदेश पहुंचाने का संकल्प लिया है।

साथियों,

आज लिया गया यह संकल्प आने वाले 100 सप्ताह तक लगातार ऐसे ही आगे बढ़ेगा। हर रविवार, कला, संस्‍कृति, स्पोर्ट्स, मेडिटेशन, आध्यात्म और सेवा से जुड़ी गतिविधियां होंगी। नशा मुक्ति का संदेश नए लोगों तक पहुंचेगा। आने वाले 100 रविवार नशा मुक्त भारत की दिशा में 100 मजबूत कदम होंगे, हंड्रेड मजबूत स्‍टेप्‍स।

साथियों,

आज हजारों स्कूलों, कॉलेजों और यूनिवर्सिटीज़ के लाखों विद्यार्थी इस कार्यक्रम से ऑनलाइन जुड़े हैं। माई भारत के वॉलंटियर्स भी लाखों की तादाद में आज इससे जुड़े हैं। मेरे एनएसएस के नौजवान भी आज हमारे साथ शामिल हैं। देश के अलग-अलग क्षेत्रों से, अलग-अलग संस्‍थानों से, अलग-अलग बैकग्राउंड के एक करोड़ से अधिक युवा आज एक साथ हैं। मेरा आप सभी से आग्रह है, आप सब इस बड़े मोवमेंट के लीडर हैं। आपने मेरे इस विश्वास को और मजबूत किया है कि भारत का युवा कितना जागरूक है, कितना समझदार है और अपने कर्तव्यों के प्रति कितना गंभीर है। मैं आप सभी को इस अभियान के लिए अनेक-अनेक शुभकामनाएं देता हूं।

मेरे युवा साथियों,

आप भारत की अमृत पीढ़ी हैं। आप अगले 20-25 वर्षों में अपने जीवन को भी दिशा देंगे और आप ही 2047 में देश को विकसित भारत की मंजिल तक लेकर जाएंगे और उसको शिखर पर आप ही बैठे होंगे, उसका सारा रसपान करने का अवसर आप ही को मिलने वाला है। देश को आपकी ऊर्जा, आपकी कल्पनाशक्ति और आपके टैलेंट की जरूरत है। इसलिए, देश के लिए और अपने जीवन के लिए, खुद को नशा मुक्त रखना बहुत जरूरी है। नशा फोकस को भटकाता है, और धीरे-धीरे युवा को उसके अपने सपनों से दूर ले जाता है। अभी जिन नौजवानों ने नाट्य मंचन किया, बहुत कम समय में, बहुत अच्छे तरीके से नाट्य मंचन में उन्होंने समस्या भी बताई, समस्या के कारण पैदा हुए संकट भी बताए और बाहर निकलने के सामूहिक प्रयत्न का रास्ता भी दिखाया। नाट्य मंचन छोटा था, लेकिन जैसा उन्होंने कहा, आओ हम नाटक देखें! यह नाटक नहीं था, यह हम लोगों के लिए एक बहुत बड़ा संदेश था। हमें जगा रहा था, हमें जूझने के लिए प्रेरित कर रहा था।

साथियों,

आजकल हम देखते हैं, आज के युवा स्‍टार्टअप्‍स की दुनिया में छाए हैं, AI को लीड कर रहे हैं, Sports में तिरंगा लहरा रहे हैं, स्‍पेस से लेकर Science तक नए कीर्तिमान बना रहे हैं। लेकिन साथियों, जब कोई युवा, अगर ड्रग्स के एडिक्‍शन में फंस जाए, तो केवल एक युवा नहीं हारता, एक सपना हार जाता है, एक सपने की बाल मृत्यु हो जाती है, एक परिवार हार जाता है, पूरा का पूरा परिवार टूट जाता है, समाज से भी नफरत का शिकार बन जाता है। नशा केवल शरीर को नुकसान नहीं पहुंचाता, नशा एक माँ की मुस्कान छीन लेता है। नशा एक पिता के सपनों को चूर-चूर कर देता है। एक बहन की राखी की उम्मीद को कमजोर कर देता है। एक छोटे भाई का आदर्श छीन लेता है। घर के बुजुर्ग हर दिन इस दर्द को जीते हैं कि उनका अपना बच्चा धीरे-धीरे खुद को खो रहा है, खुद को गला रहा है, तिल-तिल गल रहा है, आंखों के सामने उसे बर्बाद होते देख रहे हैं और जब परिवार में, समाज में ऐसा होता है और कहीं न कहीं, राष्ट्र की शक्ति भी कमजोर पड़ जाती है और इसलिए दुश्मन देश भी षड्यंत्र करके हमारे देश के युवाओं को इस नशे की लत में खींचने के लिए कोई कोशिश बाकी नहीं रखते हैं। ड्रग्स सप्लाई कर-करके कमाई करना और हमारे जैसे देश को तबाह करना, यह भी उनकी आतंकी साजिश का हिस्सा होता है और इसलिए हमें हर एक युवा को नशे के चंगुल में फंसने से बचाना है।

साथियों,

नशा मुक्त रहकर आपको अपने पोटेंशियल को प्रोटेक्ट करना है! आपको ध्यान रखना है, ड्रग्स कुछ समय के लिए 'High' देता है। लेकिन आपके करियर और फैमिली लाइफ को 'Low' कर देता है। हमें नशे को किसी भी तरह की स्वीकार्यता नहीं देनी है।

साथियों,

हमारे समाज में भी हमेशा नशे को एक बुराई के रूप में देखा है। हमारे संतों ने, गुरुओं ने हमें इससे बचने के लिए चेताया। श्री गुरु ग्रंथ साहिब में भी कहा गया है- "जितु पीतै मति दूरि होइ बरलु पवै विचि आइ। आपणा पराइआ न पछाणई खसमहु धके खाइ॥'' अर्थात, जिस पदार्थ के सेवन से बुद्धि और विवेक साथ छोड़ दें, इंसान अपने और पराए की पहचान भूल जाए, ऐसा नशा उसे पतन की ओर ले जाता है।

साथियों,

हमारी संस्कृति में बचाव के लिए चेतावनी भी दी गईं है और नशे की आदत लगने पर उससे निकलने के रास्ते भी बताए गए हैं। समाज का सहयोग, योग और ध्यान की ताकत, यह नशे के खिलाफ हमारे अंतर्मन को ताकत देते हैं। और आज तो हमारे पास नशा छोड़ने के लिए rehabilitation center जैसी सुविधाएं भी हैं। इसलिए, अगर कोई युवा गलती से नशे में फंस भी गया है, तो इसका ये मतलब बिल्कुल नहीं है कि उसके सारे रास्ते बंद हो गए हैं। हमें हमेशा इस बात का ध्यान रखना है, घर का कोई बच्चा अगर नशे का शिकार बन गया है, तो इसे सामाजिक प्रतिष्ठा की आड़ में छिपाएं नहीं। जिसकी जरूरत हो, उसका सहयोग मांगे, मन खोलकर के उससे बात करें, जो एक्सपर्ट्स हैं, उनका सहयोग लें। मेडिकल हेल्प से अपने बच्चे को नशे से मुक्त कराने का प्रयास करें। हमें परिवार में बच्चों से खुलकर संवाद की संस्कृति भी बनानी चाहिए, ताकि ऐसे भंवर में फंसने से पहले ही आप उसका हाथ थाम सके। आपको भनक आ जाएगी, थोड़ा ध्यान रखिए पता चलेगा, उसमें बदलाव आ रहा है, वो खोया-खोया लग रहा है, वो मुँह छुपा रहा है, कमरे में बंद हो जा रहा है, देर रात आ रहा है, पैसे अनाब-शनाब मांग रहा है, यह सारी चीजों से पता चल जाता है, भनक आ जाती है, कुछ मामला गड़बड़ है।

साथियों,

एक आवाहन मैं कॉलेज और यूनिवर्सिटीज़ के हमारे प्रोफेसर्स साथियों से भी करना चाहता हूँ, आप भी कोर्स की पढ़ाई के साथ-साथ स्टूडेंट्स के साथ ड्रग्स के खतरों पर बात करें। नशे के खिलाफ अपने कैम्पस में एक मूवमेंट चलाएं। आपके प्रयास बड़े-बड़े परिणाम ला सकते हैं। और साथियों, हमें एक और बात ध्यान रखनी है, जो युवा नशे से लड़कर बाहर निकलते हैं, वह कमजोर नहीं होते, जो नशे को परास्‍त करके निकला है न, वह असली योद्धा होता है, समाज को उनका सम्मान करना चाहिए, अपनापन देना चाहिए, उसे दूसरा अवसर देना चाहिए क्योंकि ड्रग्स से जुड़ा किसी का अतीत उसकी पहचान नहीं हो सकता, उसका साहस उसकी पहचान होता है।

साथियों,

ड्रग्स के खिलाफ अभियान में आज सरकार भी मजबूती से युवाओं के साथ खड़ी है। देश में नशे के कारोबारियों और तस्करों पर सख्ती के साथ कार्रवाई हो रही है। पहले की तुलना में कई गुना ज्यादा गिरफ्तारियां हुई हैं। हजारों करोड़ रुपए की ड्रग्स भी जब्त की गई है। यह दिखाता है कि, ड्रग्स के खिलाफ हमारी सरकार कितनी सख्त है। मुझे विश्वास है, केन्‍द्र सरकार, राज्य सरकार, हर कोई इसे मिशन मोड में करेंगे। मुझे विश्वास है, हमारे देश का युवा नशे से मुक्त रहकर अपनी युवा ऊर्जा को न केवल संरक्षित करेगा, बल्कि विकसित भारत के संकल्पों को भी आगे बढ़ाएगा। और जब मैं आज अनेक महान संतों को मेरे सामने देख रहा हूं, दूर से मैं मन से उनको प्रणाम करता हूं। मैं इन सभी सामाजिक संस्‍थाएं, आध्यात्मिक संस्‍थाएं, आध्यात्मिक गुरुजन, आपका देश के कोने-कोने में संगठन है, आपके युवा साथी डिवोटीज हैं। आने वाले 100 दिन में हर एक संगठन, एक सप्ताह अपने जिम्मे ले सकता है, पूरा सप्ताह पूरे देश में वह संगठन नेतृत्व करे, बाकी सब शक्तियां उसके साथ जुड़े और रविवार को बहुत बड़ा कार्यक्रम करें। दूसरे सप्ताह, दूसरा संगठन, दूसरी शक्ति, सप्ताह भर प्रयोग करें, कार्यक्रम करे और रविवार को बड़ा कार्यक्रम करे। अगर 100 सप्ताह हमारे देश के ऐसे आध्यात्मिक, सामाजिक संगठन, युवा संगठन एक-एक सप्ताह अपने जिम्मे ले लें और बाकी सारी शक्तियां वह जुड़े और रविवार सब मिलकर के करें, आप कल्पना कर सकते हैं, देश में कितना बड़ा आंदोलन खड़ा हो जाएगा। मैं एक बार फिर आप सबने समय निकाला, इस पवित्र कार्य में हम सबको आशीर्वाद दिए, इसके लिए संतों का, आचार्यो का, संगठन के महारथियों का हृदय से आभार व्यक्त करता हूं। मैं इन एक करोड़ से ज्यादा जुटे नौजवानों का विशेष रूप से अभिनंदन करता हूं, आपने यह बहुत बड़ा काम किया है। मैं माई भारत के वॉलंटियर्स की बधाई करता हूं, वो जो भी ठान लेते हैं, आजकल करके दिखाते हैं। अभी पिछले दिनों मुझे माई भारत के वॉलंटियर्स को मिलने का मौका मिला, वह हिन्‍दुस्‍तान के सीमावर्ती गांवों में जाकर के एक-एक सप्ताह रूक करके आए हैं। जिसे कभी देश का आखिरी गांव कहा जाता है, जाता था जिसको आज हम देश का पहला गांव कहते हैं, वहां जाकर के आए। उनके अनुभव बड़े प्रेरक थे और आज इतना बड़ा कार्यक्रम माई भारत के वॉलंटियर्स कर पाते हैं, यह अपने आप में उनकी राष्‍ट्र के प्रति जागरूक समर्पित भावना का प्रतीक है, मैं उनकी बधाई देता हूं, उनका भी अभिनंदन करता हूं। और मुझे पूरा विश्वास है कि आप सबके सामूहिक प्रयत्नों से यह हमारी मोवमेंट घर-घर पहुंचेगी, हर युवा के दिन में पहुंचेगी और यह ड्रग्स के कारोबारियों के लिए बहुत बड़ा खौफ भी बन जाएगी। आइए, हम सब मिलकर के आगे चलें, मेरी आप सबको बहुत-बहुत शुभकामनाएं!

बहुत-बहुत धन्यवाद!